Q- ସୀତା ମାତା ଙ୍କ ଭାଇ ର ନାମ କଣ ଥିଲା ? ରାମାୟଣ ସହ ଜଡିତ ଜଣା ଅଜଣା 10 ଟି ପ୍ରଶ୍ନ ଓ ଏହାର ଉତ୍ତର ।

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ଜ୍ଞାନ ର ଆବଶ୍ୟକତା ଜରୁରୀ ଅଟେ । ପ୍ରତେକ ମଣିଷ ଜ୍ଞାନ ଆହରଣ ପାଇଁ ଅନେକ ପାଠ ପଢିଥାଏ । କିନ୍ତୁ କିଛି ଏମିତି ପାଠ ଅଛି ଯାହା ବହି ରେ ନ ଥାଏ । ଯାହାକୁ ଆମେ ସାଧାରଣ ଜ୍ଞାନ କହିଥାଉ । ଏହି ସବୁ ସାଧାରଣ ଜ୍ଞାନ ଆମ ଆଖ ପାଖରେ ଘଟୁଥିବା କିଛି ଘଟଣାମାନ କୁ ନେଇ ଆଧାରିତ ହୋଇଥାଏ । ଯାହା ବିଷୟରେ କିଛି ଲୋକ ଜାଣିଥିଲେ ମଧ୍ୟ ଠିକ ସମୟରେ ଉତ୍ତର ଦେଇ ପାରନ୍ତି ନାହିଁ ।

ଏହି ସବୁ ଜ୍ଞାନ କୁ ନିଜର ବୁଦ୍ଧି ଖର୍ଚ୍ଚ କରି କହିବାକୁ ପଡିଥାଏ । ଏହି ସବୁ ସାଧାରଣ ପ୍ରଶ୍ନ ବିଷୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜଣାଇବା ନିହାତି ଜରୁରୀ ହୋଇଥାଏ । ଯାହା ଦ୍ୱାରା ସେମାନେ ଦରକାର ସମୟରେ ଅତି ସହଜରେ କେଉଁଠି ବି ଉତ୍ତର ଦେଇ ପାରିବେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ ।

ଯାହା ରାମାୟଣ ସହ ଜଡିତ ଅଟେ । ରାମାୟଣ ବିଷୟରେ ଆପଣ ମାନେ ନିଶ୍ଚୟ ଜାଣି ଥିବେ । ରାମାୟଣ ରେ ପ୍ରତେକ ଟି ଚରିତ୍ର ଙ୍କର ନିଜ ନିଜର ମହତ୍ଵ ରହିଥିଲା । ରାମାୟଣ ସହ ଜଡିତ ଏମିତି ଅନେକ ପ୍ରଶ୍ନ ରହିଛି ଯାହାର ଉତ୍ତର ହୁଏ ତ ଖୁବ କମ ଲୋକ ଜାଣିଛନ୍ତି । ଏହାର ଉତ୍ତର ବହୁତ ସହଜ କିନ୍ତୁ ଅନେକ ସମୟରେ କିଛି ଲୋକ ଏହାର ଉତ୍ତର ଦେଇ ପାରନ୍ତି ନାହିଁ । ଆସନ୍ତୁ ଜାଣିବା ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ।

1- ପ୍ରଭୁ ଶ୍ରୀରାମ ଙ୍କ ଧନୁଷ ର ନାମ କଣ ଥିଲା ?

ଉତ୍ତର- କୋଦଣ୍ଡ ।

2- ଅହିରାବଣ ର ବଦ୍ଧ କିଏ କରିଥିଲେ ?

ଉତ୍ତର- ହନୁମାନ ।

3- ରାବଣ ର ଅଧିକ ରୁଚି କେଉଁ ବାଦ୍ୟ ଜନ୍ତ୍ର ରେ ଥିଲା ?

ଉତ୍ତର- ବୀଣା ।

4- ହନୁମାନ ଜି ଙ୍କୁ କିଏ ବରଦାନ ରେ ନିଜର ତେଜ ର ଅଧା ଅଂସ ଦେଇଥିଲେ ?

ଉତ୍ତର- ସୂର୍ଯ୍ୟ ।

5- ହନୁମାନ ଜି କେଉଁ ଶସ୍ତ୍ର ରେ ଯୁଦ୍ଧ କରୁଥିଲେ ?

ଉତ୍ତର- ଗଦା ।

6- କେକୟ ଦେଶର ରାଜଧାନୀ ର ନାମ କଣ ଥିଲା ?

ଉତ୍ତର- ରାଜଗୃହ ।

7- ନିକୁମ୍ଭ ର ବଦ୍ଧ କିଏ କରିଥିଲେ ?

ଉତ୍ତର- ହନୁମାନ ।

8- ବୃତାଶୁର କିଏ ମାରିଥିଲେ ?

ଉତ୍ତର- ଇନ୍ଦ୍ର ।

9- ରାବଣ ର ଆରାଧ୍ୟା ଦେବତା କିଏ ଥିଲେ ?

ଉତ୍ତର- ଶିବ ।

10- ସୀତା ମାତା ଙ୍କ ଭାଇ ର ନାମ କଣ ଥିଲା ?

ଉତ୍ତର- ମଙ୍ଗଳଦେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *