କୁମ୍ଭ ରାଶି 2023 ପାଇଁ ମହା ଉପାୟ, ଏହା ପାଳନ କରିଲେ ଜୀବନ ବଦଳିଯିବ

ବନ୍ଧୁଗଣ କୁମ୍ଭ ରାଶିର ବ୍ୟକ୍ତି ଯଦି ଜୀବନରେ ସଫଳତା ହେବାକୁ ଚାହୁଁଛନ୍ତି । କହିବାକୁ ଗଲେ ପ୍ରତେକ ବ୍ୟକ୍ତି ଜୀବନରେ ସଫଳ ହେବାକୁ ଚାହିଁଥାନ୍ତି । ହେଲେ ଆପଣଙ୍କର କଥା ହିଁ ଆଗା ଅଟେ । ଆଜି ଆମେ ଚର୍ଚ୍ଚା କରିବା କୁମ୍ଭ ରାଶି ବିଷୟରେ । ଆପଣ ଜୀବନରେ କଣ କରିବେ କଣ ନାହିଁ, ବିଶେଷ ଗୁଣ, ଦୁର୍ବଳତା କଣ ଅଟେ ଆସନ୍ତୁ ଆଲୋଚନା କରିବା । କୁମ୍ଭ ରାଶିର ବ୍ୟକ୍ତିଙ୍କର ସବୁ କିଛି ବିଶେଷ ହୋଇଥାଏ ।

2023 ବର୍ଷ ରେ ଆପଣଙ୍କ ପାଇଁ ସମୟ କିପରି ରହିବ ଆସନ୍ତୁ ଚର୍ଚ୍ଚା କରିବା । ଶନିଦେବ ଙ୍କ କୃପା ଉପରେ କୁମ୍ଭ ରାଶିର ଜୀବନ ନିର୍ଭର କରିଥାଏ । ଶନିଦେବା ଙ୍କର ରାଶି କୁମ୍ଭ ରାଶି ହୋଇଥାନ୍ତି । ଏମାନେ କର୍ମ ପ୍ରଧାନ ହୋଇଥାନ୍ତି କିନ୍ତୁ କିଛି ଦୁର୍ବଳତା କାରଣରୁ ଜୀବନରେ ଆଗକୁ ବଢିପାରନ୍ତିନି । କେବେ କେବେ ଆଳସ୍ୟ ପ୍ରକୃତିର ହୋଇଥାନ୍ତି । ଯାହା କାରଣରୁ ଭଲ ସୁଯୋଗ ହାତ ଛଡା କରିଥାନ୍ତି ଏମାନେ ।

ଏହି କଥାକୁ ବୁଝିବା ଦରକାର । ଏମାନେ ଜାଣି ରଖିବା ଉଚିତ ଏମାନେ ଧନ ପ୍ରତି କେବେ କେୟାର କରନ୍ତିନି । ଯଦି କାମ ଚାଲିଯାଏ ତେବେ ସେଭିଙ୍ଗ କରନ୍ତିନି । କିନ୍ତୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । କୁମ୍ଭ ରାଶିର ବ୍ୟକ୍ତି ନିଜ ଦ୍ଵାରା ଠକାମିର ଶିକାର ହୁଅନ୍ତି । ଏମାନଙ୍କ ପାଖରେ ଭଲ ବନ୍ଧୁ କି ସାଥି ନ ଥାନ୍ତି । କୁମ୍ଭ ରାଶିର ବ୍ୟକ୍ତିଙ୍କର କାମ କୁ ଟାଳିବାର ବାହାନା କରିଥାନ୍ତି । ଏମାନେ କେବେ କେବେ ନିଶା ସେବନ କରନ୍ତି ।

କୁଣ୍ଡଳିରେ ଶୁକ୍ର ଥିବାରୁ ଆପଣ ଆଳସ୍ୟ ପ୍ରକୃତିର ହୋଇଥାନ୍ତି । ଆପଣ ଦୁର୍ବଳତା ଉପରେ ବିଜୟ ପ୍ରାପ୍ତ କରିବାକୁ ହେଲେ ସକାଳୁ ଜଲ୍ଦି ଉଠନ୍ତୁ ଯାହା ଦ୍ଵାରା ଶୁକ୍ର ଦେବ ପ୍ରସନ୍ନ ହୋଇଥାନ୍ତି । ସପ୍ତାହ କୁ ଗୋଟେ ଦିନ ଉପବାସ କରନ୍ତୁ । ଧାନର ସ୍ଥିତି କାମ ଚାଲିଗଲେ ମଧ୍ୟ ଆପଣ ସେଭିଙ୍ଗ କରିବାକୁ ଚେଷ୍ଟା କରନ୍ତୁ । ଅଧିକ ଟଙ୍କା ରୋଜଗାର କରନ୍ତୁ ।

ଧନର ସମସ୍ଯା ଦୂର କରିବା ପାଇଁ ବୃହସ୍ପତି ଙ୍କୁ ମନାଇବାକୁ ହେବ । ଏଥିପାଇଁ ସକାଳୁ ଜଲ୍ଦି ଉଠି ସ୍ନାନ କରି କେସର ରେ ଗଙ୍ଗାଜଳ ମିଶାଇ ତିଳକ ଲଗାନ୍ତୁ । ଏହିପରି ପ୍ରତେକ ଦିନ କରନ୍ତୁ । ଦେଖିବେ ଧନ ଜନିତ ସମସ୍ଯା ଦୂର ହେବ । ଏହା କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ପ୍ରଭାବୀ ଉପାୟ ଅଟେ । ଗୁରୁବାର ଦିନ ହଳଦିଆ ଜିନିଷର ଦାନ କରନ୍ତୁ ।

ଯେମିତି କି ହଳଦିଆ ବସ୍ତ୍ର, ବୁଟ ଡାଲି ଇତ୍ୟାଦି । ଆପଣ କାହାକୁ ବନ୍ୟ ଦାନ କରିପାରିବେ । କିଛି ସପ୍ତା ଏପରି କରନ୍ତୁ । ଗୁରୁବାର ଦିନ ଏପରି କରନ୍ତୁ । ଋଣର ବୋଝ ତଳେ ଚାପି ହୋଇ ରହିଥିଲେ ଏହି ଉପାୟ ଟି କରନ୍ତୁ । ସୋମବାର ଦିନ ଶିବଲିଙ୍ଗ ଉପରେ ଗଙ୍ଗାଜଳ ଅର୍ପଣ କରନ୍ତୁ । ଏହା ସହ ଧଳା ରୁମାଲରେ ଅକ୍ଷତ ବାନ୍ଧି ପୂଜା ସ୍ଥାନରେ ରଖି ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *