ମରିଗଲେ ବି ଏହି ମହିଳା ମାନେ ତୁଳସୀ ପୁଜା କେବେବି କରନ୍ତୁ ନାହିଁ…. ଲାଗିଥାଏ ମହାପାପ, ସ୍ଵାମୀଙ୍କ ଜୀବନ ଉପରେ ଆସିଥାଏ ବିପଦ- Ajira Anuchinta

ଆମ ଦେଶରେ ବିଭିନ୍ନ ପ୍ରକାରର ଗଛ ରହକିହି ଯାହାର ଉପକାରିତା ଅନେକ ରହିଛି । ସେଥିମଧ୍ୟରୁ ତୁଳସୀ ଗଛ ହେଉଛି ଅନ୍ୟତମ । ଯାହା ଅନେକ ରୋଗରୁ ମୁକ୍ତି କରିବା ସହ ଘରେ ତୁଳସୀ ଗଛ ରଖିଲେ ସୁଖ ସମୃଦ୍ଧି ଆସିଥାଏ । ପ୍ରାଚୀନ କାଳରୁ ମୁନିରୁଷି ମାନେ ତୁଳସୀ ଗଛ ପୂଜା କରିବାର ବିଧି ରଖିଛନ୍ତି । ଏହା ଏକ ଔଷଧୀୟ ଗଛ ଅଟେ ଯାହା ଦ୍ଵାରା ଅନେକ ରୋଗର ନିବାରଣ ହୋଇଥାଏ । ତୁଳସୀ ଗଛକୁ ଲଗାଇବା ପାଇଁ କାର୍ତ୍ତିକ ମାସ ସରବ ଶ୍ରେଷ୍ଠ ହୋଇଥାଏ ।

ଏହାକୁ ଘରର ଅଗଣା ବା ଶୋଇବା ଘର ବାଲକୁନିରେ ଲଗାଇବା ଉଚିତ । ସନ୍ଧ୍ୟାରେ ତୁଳସୀ ଗଛ ମୂଳେ ଘିଅ ଦୀପ ଜାଳାଇଲେ ଶୁଭ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ତୁଳସୀ ଗଛ ପୂଜା କରିବା ସମୟରେ କେଉଁ କଥା ପ୍ରତି ଧ୍ଯନା ଦେବା ଉଚିତ ତାହା କହିବାକୁ ଯାଉଛୁ । ରବିବାର ଦିନ ତୁଳସୀ ଗଛ ପାଖରେ ଦୀପ ଲଗାନ୍ତୁ ନାହି । ଭଗବାନ ଗଣେଶ ଓ ମା ଦୂର୍ଗାଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହି ।

ଚନ୍ଦ୍ରଗ୍ରହଣ ସମୟରେ ଅର୍ଣ୍ଣରେ ତୁଳସୀ ପତ୍ର ପକାଇଲେ ଏହା ଶୁଦ୍ଧ ହୋଇଥାଏ । ତୁଳସୀ ପତ୍ର କେବେ ବାସୀ ହୁଏ ନାହି ଯାହା କାରଣରୁ ପୂଜା ସମୟରେ ଏହାର ପୂଜା କରାଯାଇ ପାରିବ । ଭଗବାନ କୃଷ୍ଣଙ୍କ ପୂଜା ସମୟରେ ତୁଳସୀ ପତ୍ର ବ୍ୟବହାର କରିଲେ ଘରେ ସୁଖ ସମୃଦ୍ଧି ଆଗମନ ହୋଇଥାଏ । ତୁଳସୀକୁ ପରମ ବିଶୁଣୁ ମାନାଯାଏ । ଭଗବାନ ବିଶୁଣୁ ଙ୍କ ପାଖରେ କେବେ ବି ଆମିଷ ଭୋଗ ଲଗାଯାଏ ନାହି ।

ତେଣୁ ଯେଉଁ ଘରେ ଆମିଷ ଭୋଜନ କରାଯାଏ ଏହି ଘରେ ଟୁପସୀ ଗଛ ଲଗାଇବା ଅନୁଚିତ । ଯେଉଁ ଘରେ ଲୋକେ ବସି ମଦ୍ୟପାନ କରନ୍ତି ସେହି ଘରେ ତୁଳସୀ ଗଛ ରଖିବା ଅନୁଚିତ । ସେହି ଜାଗାରେ ତୁଳସୀ ଗଛ ରଖିବା ଦ୍ଵାରା ଲାଭ ବଦଳରେ ଖ୍ଯାତି ହୋଇଥାଏ । କେବେ ବି ଦକ୍ଷିଣ ଦିଗରେ ତୁଳସୀ ଗଛ ରଖନ୍ତୁ ନାହି । ତୁଳସୀ ଗଛକୁ ସର୍ବଦା ଉତ୍ତର ଦିଗରେ ରଖିବା ଉଚିତ । ଯାହାକୁ ବୁଦ୍ଧଙ୍କ ଦିଗ ମାନାଯାଏ ।

ଜମିରେ ତୁଳସୀ ଗଛ ଲଗାଇଲେ ଅଶୁଭ ଫଳ ହେବା ସହ ବ୍ୟକ୍ତି ଉପରେ ଖରାପ ଶକ୍ତି ପ୍ରଭାବ ପଡିଥାଏ । ସର୍ବଦା ତୁଳସୀ ଗଛକୁ କୌଣସି ପାତ୍ର ରେ ଲଗାନ୍ତୁ । ଯେଉଁ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସମ୍ପର୍କ ରଖି ତୁଳସୀ ପୂଜା କରୁଥାଏ ତାହା ଅଶୁଭ ଫଳ ମିଳିଥାଏ । ଯେଉଁ ନାରିଙ୍କର ମାସିକ ଧର୍ମ ଚାଲିଥିବ ସେମାନେ ତୁଳସୀ ଗଛ ପୂଜା କରିବା ଉଚିତ ନୁହେଁ ।

ତୁଳସୀ ଗଛକୁ ପତୀବ୍ରତା ନାରୀ ପୂଜା କରିବା ଉଚିତ । ଦ୍ରୌପଦୀଙ୍କୁ ଯେତେବେଳେ ବସ୍ତ୍ର ହରଣ କରିବା ପାଇଁ ଦୁଶାସନ ତାଙ୍କୁ ଆଣିବା ପାଇଁ ଯାଇଥିଲେ ସେହି ସମୟରେ ଦ୍ରୌପଦୀଙ୍କର ମାସିକ ଧର୍ମ ଚାଲିଥିଲା । ତେଣୁ ସେ ସେହି ସମୟରେ ନିଜ କକ୍ଷ ବଦଳରେ ଅନ୍ୟ କକ୍ଷରେ ରହୁଥିଲେ । ଏଥିରୁ ସ୍ପଷ୍ଟ ହେଉଛି ପ୍ରାଚୀନ କାଳରୁ ତୁଳସୀ ଗଛର ମାନ୍ୟତା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *