ଶ୍ରୀମନ୍ଦିର ଖୋଲିବା ପରେ ନେଉଳଟି ଏମିତି କରୁଛି କାଳିଆ ଦର୍ଶନ, ଯାହା ହେଉଛି ଏବେ ଭାଇରାଲ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଜଗତର ନାଥ ଯାହାକୁ ଶ୍ରଦ୍ଧା ରେ ଲୋକେ କାଳିଆ ବୋଲି ଡାକନ୍ତି ତାଙ୍କୁ କିଏ ନ ଜାଣିଛନ୍ତି । ପୁରା ବିଶ୍ଵ କୁ ବିପଦରୁ ରକ୍ଷା କରୁଥିବା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କର ସୁଅ ଛୁଟିଥାଏ । ପ୍ରଭୁ ଜଗନ୍ନାଥ ଙ୍କର ଦର୍ଶନ କରିବା ମଣିଷ ଭାଗ୍ୟ ରେ ଥିଲେ ମିଳିଥାଏ । ଯେ କୌଣସି ବ୍ୟକ୍ତି ପୁରୀ ବଡ ଦାଣ୍ଡ କୁ ଯାଇଛି କେବେ ବି ଖାଲି ହାତରେ ଫେରେ ନାହି । ଏମିତି କିଛି ଭକ୍ତ ଅଛନ୍ତି ଯେଉଁ ମାନେ ପ୍ରଭୁ ଜଗନ୍ନାଥ ଙ୍କୁ ଦେଖା କରିବା ପାଇଁ କାହିଁ କେତେ ଦୂର ରୁ ଆସିଥାନ୍ତି ।

ଆଜିର ଆମେ ରହି ଲେଖା ରେ କିଛି ନୂଆ କଥା ରହିଛି ଯେଉଁ ଠାରେ କାଳିଆ ଠାକୁର ଙ୍କୁ ଦର୍ଶନ କରିବା ପାଇଁ ଗୋଟେ ନେଉଳ ଛୁଆ ବଡ ଦାଣ୍ଡ କୁ ଆସିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛରେ ସତ୍ୟତା ।

ଆପଣ ମାନେ ଜାଣିଥିବେ କୋରୋନା କଟକଣା ଯୋଗୁ ପୁରୀ ଶ୍ରୀ କ୍ଷେତ୍ର ବନ୍ଦ ରହିଥିଲା । କିନ୍ତୁ ଆଜି କାହିଁ କେତେ ଦିନ ପରେ କୋରୋନା କଟକଣା କୋହଳ ହେବାରୁ ପୂୟରି ମନ୍ଦିର ଖୋଲା ଯାଇଛି । ମନ୍ଦିର ଖବର ପ୍ରଚାର ହେବା ପରେ କାଳିଆ କୁ ଦେଖା କରିବା ପାଇଁ ଭକ୍ତ ମାଙ୍କର ଭିଡ ଲାଗିଛି ।

ଭକ୍ତ ମାନେ ନିଜର କାଳିଆ ଠାକୁର ଙ୍କୁ ଦର୍ଶନ କରିବା ପାଇଁ ଅନେକ ଦୂର ରୁ ଆସିଛନ୍ତି । ଯାହା ଏହି ଭିଡିଓ ରୁ ଜଣା ପଡୁଛି । ତେବେ ଏହି ଭିଡିଓ ରେ ଆଉ ଏକ କଥା ଜଣା ପଡୁଛି ଯେ ଗୋଟେ କୁନି ନେଉଳ କାଳିଆ ଠାକୁର ଙ୍କୁ ଦର୍ଶନ କରିବା ପରେ ବଡ ଦାଣ୍ଡର ସିଂହ ଦ୍ଵାର ରେ ଏପଟ ସେପଟ ହେଉଛି । ନେଉଳ ଟି ଥକା ମନ କୁ ଚଳା ଡୋଳା ରେ ଲୟ ରଖିବାକୁ ଚେଷ୍ଟା କରୁଛି । ସିଂହ ଦ୍ଵାର ଚକଡା ରେ ଚଳ ଚଞ୍ଚଳ ହୋଇ ବୁଲୁଛି ନେଉଳ ଛୁଆ ।

କେତେବେଳେ ସିଂହ ମୋତେ ଭିତରେ ଲୁଚି ତ ଆଉ କେତେବେଳେ ବାହାରକୁ ଆସି ପତିତ ପାବନ ଆଡକୁ ଚାହିଁ ଦେଉଛି ଯାହା ଏହି ଭିଡିଓ ରୁ ଜଣା ପଡୁଛି । ଆଉ ବେଳେବେଳେ ନେଉଳ ଛୁଆ ଟି ବଡ ଦେଉଳ ଭିତରକୁ ଚମ୍ପଟ ମାରୁଛି । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ କାଳିଆ ଠାକୁର ଙ୍କୁ ଦର୍ଶନ କରିବା ପାଇଁ କେବଳ ମଣିଷ ମାନଙ୍କର ଭିଡ ଜମିନି ବରଂ କୁନି ନେଉଳ ଛୁଆ ଟି ମଧ୍ୟ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଆସିଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *