ନିଜ ଫିଲ୍ମ ପ୍ରୋମୋସନରେ ଆସିଥିବା Babushan କାହିଁକି ଏମିତି କହିଲେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଚମତ୍କାର ଓ ସୁନ୍ଦର ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି । ତେବେ କଳାକାର ମାନଙ୍କର ଅଭିନୟ ବ୍ଯତୀତ ବ୍ୟକ୍ତିଗତ ଜୀବନୀ କୁ ନେଇ ମଧ୍ୟ ସେମାନେ ଅନେକ ସମୟରେ ଚର୍ଚ୍ଚା କୁ ଆସିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ ଖାସ ଅଭିନତା ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ତାଙ୍କର ଆଗାମୀ ଫିଲ୍ମ ର ଆନାଉନ୍ସମେଣ୍ଟ କରିଛନ୍ତି । ତେବେ ଡେରି ନ କରି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ଚକୋଲେଟ ହୋରୋ ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଅଭିନୟ, ଆକ୍ସନ, କମେଡି ପାଇଁ ବେଶ ଲୋକପ୍ରିୟ ଅଟନ୍ତି । ତାଙ୍କର ଓଡିଶାରେ ଲକ୍ଷ ଲକ୍ଷ ଫ୍ୟାନ୍ସ ମାନେ ଅଛନ୍ତି ଆଉ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଥାନ୍ତି । ତେବେ ସିନେମା ହଲ ରେ ଯେବେ ବାବୁସାନ ମହାନ୍ତି ଙ୍କ ଫିଲ୍ମ ଆସିବାକୁ ଥାଏ ଲୋକ ମାନଙ୍କର ଗହଳି ବହୁତ ଲାଗିଥାଏ । ବର୍ତ୍ତମାନ ସମୟରେ ବାବୁସାନ ପହଞ୍ଚି ଯାଇଛନ୍ତି ବରମପୁର ରେ ଆଉ ସେଠାରେ ନିଜର ଆଗାମୀ ଫିଲ୍ମ “ଅନ୍ତର୍ଯ୍ୟାମି” ର ଘୋଷଣା କରିଛନ୍ତି ।

ସେଠାରେ ଉପସ୍ଥିତ ଗଣ ମାଧ୍ୟମ ଭାଇ ମାନଙ୍କୁ ଅଭିନେତା ବାବୁସାନ ମହାନ୍ତି କହିଛନ୍ତି ଯେ ମୁଁ ବରମପୁର ଆସି ବହୁତ ଖୁସି ଅଛି ଏ ମାଟି ମୋତେ ସବୁବେଳେ ଟାଣିଥାଏ, ଆଉ ବରମପୁର ର ଲୋକ ମାନେ ମୋତେ ଏତେ ଭଲ ପାଇବା ଦେଇଛନ୍ତି ମୁଁ ସବୁବେଳେ ଋଣି ହୋଇକି ରହିବି ତାଙ୍କ ପାଖରେ ।

ଆଗକୁ ବାବୁସାନ କହିଛନ୍ତି ମୁଁ ଏଠାରେ ଘୋଷଣା କରୁଛି ମୋର ପ୍ରଥମ ଓଡିଆ ତେଲୁଗୁ ହିନ୍ଦୀ ଫିଲ୍ମ ଯାହା ପାଇଁ ମୁଁ ବହୁତ ଖୁସି ଅଛି ସେଥିପାଇଁ ମୁଣା ବହୁତ ଧନ୍ୟବାଦ ଜଣାଇବି ପ୍ରଡକସନ ହାଉସ ଶିବ ସତ୍ୟମ ପ୍ରଡକସନ ହାଉସକୁ ଆମ ପ୍ରଡ୍ୟୁସର, ଡ଼ିରେକ୍ଟର, ଆମ ଏନ୍ଟାର ଟିମ କୁ ଯେ ସେମାନେ ମୋତେ ବାଛିଲେ ମୋତେ ଯୋଗ୍ୟ ବୋଲି ଭାବିଲେ ଏହି ଫିଲ୍ମ କରିବା ପାଇଁ ।

ତେବେ ବରମପୁର ର ଫ୍ୟାନ୍ସ ମାନଙ୍କୁ ଶୁଭେଚ୍ଛା କଣ ଜଣାଇବି ମୁଁ ତାଙ୍କର ଫ୍ୟାନ୍ସ ହୋଇ ଯାଇଛି ବୋଲି ବାବୁସାନ ମହାନ୍ତି କହିଛନ୍ତି । ତେବେ ଏହି ପ୍ରକାରରେ ବାବୁସାନ ମହାନ୍ତି ନିଜର ଆଗାମୀ ଫିଲ୍ମ ର ଆନାଉନ୍ସମେଣ୍ଟ କରିବା ଅସହ ବରମପୁର ବାସୀ ଙ୍କୁ ଖୁବ ଧନ୍ୟବାଦ ଜଣାଇଛନ୍ତି । ଆଉ ଆଗକୁ ତାଙ୍କ ଫ୍ୟାନ୍ସ ମାନଙ୍କର ଭଲ ପାଇବା ତାଙ୍କ ପ୍ରତି ଏମିତି ଥାଉ ମଧ୍ୟ କହିଛନ୍ତି ଅଭିନେତା ବାବୁସାନ ।

ତେବେ ଗତ କିଛି ଦିନ ହେବ ପ୍ରକୃତି ଓ ବାବୁସାନ ବିବାଦ ପରେ ବାବୁସାନ ପୁଣି ଥରେ ତାଙ୍କ କ୍ଯାରିୟର ପ୍ରତି ଧ୍ୟାନ ଦେଇଛନ୍ତି ଆଉ ନିଜର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ବାବୁସାନା ମହାନ୍ତି ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *