ବାଛନ୍ତୁ ନିଜ ମନ ପସନ୍ଦର ଆଖି, ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା- ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

ବୈଜ୍ଞାନିକମାନଙ୍କ କହିବା ଅନୁଯାଇ ଆକର୍ଷଣ ଏମିତି ଗୋଟେ ପ୍ରକ୍ରିୟା ଯାହା ସାମାନ୍ୟତଃ ସବୁ ମଣିଷ ରେ ଦେଖିବାକୁ ମିଳିଥାଏ, ଏହା ଏକ ସାମାନ୍ୟ ପ୍ରକ୍ରିୟା ସେଥିପାଇଁ ଏହା କୌଣସି ଜିନିଷ ପ୍ରତି ହୋଇପାରେ, ତେବେ ଏହା ଗୋଟେ ଲୋକ ହେଉ ବା ଚିତ୍ର । ଆପଣଙ୍କୁ ଆଜି ଆମେ ଏହା ଜଣେଇ ଦବାକୁ ଚାହୁଁଛୁ ଯେ ମଣିଷ ଯେଉଁ ଜିନିଷ ପ୍ରତି ଆକର୍ଷିତ ହୋଇଥାଏ ତାହା ଦ୍ଵାରା ମଣିଷ ବିଷୟରେ ବହୁତ କିଛି ଜାଣିବାକୁ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଜିନିଷ ଆଣିଛୁ ଏହି ଆଖି ମଧ୍ୟରୁ ଆପଣ ବାଛି ନିଅନ୍ତୁ । ଏହା ଦ୍ଵାରା ଆପଣ ନିଜ ବିଶେଷ ବଡ ଗୁଣ ବିଷୟରେ ଜାଣିବାକୁ ପାଇବେ ।

ପ୍ରଥମ ଆଖି :

ଯେଉଁ ଲୋକ ପ୍ରଥମ ଆଖି ବାଚିଛନ୍ତି ତାଙ୍କ ବିଷୟରେ କହିବା, ତେବେ ଆପଣ ଦେଖି ପାରନ୍ତି ଏହା ବହୁତ ଅଲଗା ଦେଖା ଯାଉଛି, ଯଦି ଆପଣ ଏହି ଆଖି ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ସବୁ ଲୋକଙ୍କୁ ନିଜ ମନରେ ଜାଗା ଦେଇଥାନ୍ତି, ଆପଣଙ୍କ ସବୁଠାରୁ ବିଶେଷ କଥା ଏହା ଅଟେ ଯେ ଆପଣ ଯେଉଁ କାମ କରିବା ପାଇଁ ଥରେ ନିଶ୍ଚୟ କରନ୍ତି ଏହା ପରେ ଆପଣ ଏହାକୁ ପୂର୍ଣ ଯେମିତି ହେଲେ କରନ୍ତି । ଆପଣ ସବୁବେଳେ ନୂଆ କାମ ଏବଂ ଜିନିଷ ପାଇଁ ପ୍ରସ୍ତୁତ ରୁହନ୍ତି ।

ଦ୍ଵିତୀୟ ଆଖି :

ଏବେ କଥା ହବା ଦ୍ଵିତୀୟ ଆଖି ବିଷୟରେ ଆପଣଙ୍କ କହିବା ଅନୁଯାଇ ଏହାକୁ ପସନ୍ଦ କରିଥିବା ଲୋକ ବହୁତ ସାଧାରଣ ହୋଇଥାନ୍ତି ଏବଂ ସମସ୍ତଙ୍କ ବିଷୟରେ ବିଚାର କରନ୍ତି, ଏବଂ ଅନ୍ୟ ଲୋକଙ୍କ ଭଲ ଖରାପ ବିଷୟରେ ଚିନ୍ତା କରନ୍ତି । ଏହି ଲୋକଙ୍କ ସବୁଠାରୁ ବଡ ବିଶେଷ ଗୁଣ ଏହା ଯେ ସେ କୌଣସି କାମ କରିବା ଆଗରୁ ବହୁତ ଚିନ୍ତା କରି କାମ କରନ୍ତି ଯେତେବେଳେ ଆମେ ଯେଉଁ କାମ କରିଥାଉ ଆମକୁ ଚିନ୍ତା କରି କରିବା ଉଚିତ ଅଟେ, ତେବେ ନିଜ କାମ ଦ୍ଵାରା ଅନ୍ୟ ଲୋକଙ୍କୁ କେବେ କଷ୍ଟ ଦବା ଉଚିତ ନୁହ ।

ତୃତୀୟ ଆଖି :

ଏହା ପରେ ସେହି ଲୋକଙ୍କ କଥା ଯିଏ ତୃତୀୟ ଆଖି ବାଚିଛନ୍ତି, ଏହି ଆଖି ପସନ୍ଦ କରିଥିବା ଲୋକଙ୍କୁ ବହୁତ ଆତ୍ମବିଶ୍ଵାସ ଥାଏ, ଏବଂ ଆପଣ ଏହି କାମ ଆତ୍ମବିଶ୍ଵାସ ସହ କରିବା ପସନ୍ଦ କରନ୍ତି । ହେଇ ପାରେ ଆପଣଙ୍କ ଜୀବନ ରେ ଗତ ସମୟରେ କିଛି ଘଟଣା ଘଟି ଥାଏ ଯାହା ପ୍ରଭାବ ଆଜି ମଧ୍ୟ ଆପଣଙ୍କ ଉପରେ ପଡିଥିବ ।

ଆଶା କରୁଛୁ ଆପଣଙ୍କୁ ଆମର ଲେଖା ପସନଦ ଆସୁଥିବ, ପସନ୍ଦ ଆସୁଥିଲେ ଶେୟାର କରନନ୍ତୁ ଲାଇକ କରନ୍ତୁ ଓ ନିଜର ମନ୍ତବ୍ୟ କମେଣ୍ଟ କରନ୍ତୁ । ଆଗକୁ ଏହିଭଳି ଅନେକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *