ନିଜ ପର୍ସରେ ରଖି ଦିଅନ୍ତୁ କେବଳ ଏହି ଜିନିଷ, କେବେ ବି ହେବ ନାହିଁ ଟଙ୍କାର ଅଭାବ

ଆଜିକା ସମୟରେ ସମସ୍ତଙ୍କ ପାଖରେ ପର୍ସ ନିହାତି ରହୁଛି ସେ ବଡ ଲୋକ ହେଉ ବା ସାମାନ୍ୟ ଲୋକ ସମସ୍ତଙ୍କ ପାଖରେ ପର୍ସ ନିହାତି ରହୁଛି । ଆଜିକା ସମୟରେ ଏମିତି କେହି ନାହାନ୍ତି ଯାହାକୁ ଟଙ୍କା ଦରକାର ନାହିଁ, ମଣିଷ ଦିନ ରାତି କେବଳ ଭଲ ସୁଖ ସୁବିଧା ପାଇଁ ଟଙ୍କା ପାଇବା ପାଇଁ ବହୁତ ପରିଶ୍ରମ କରୁଛନ୍ତି । କିନ୍ତୁ ସମସ୍ତଙ୍କ ଭାଗ୍ୟ ଗୋଟେ ପ୍ରକାର ନଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ସହଜ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କୁ ସାହାଯ୍ୟ କରିବ ।

ମଣିଷ ଶ୍ରଦ୍ଧା ଠାକୁରଙ୍କ ଉପରେ ଥାଏ ଓ ଏହି ବିଶ୍ଵାସ ପାଇଁ ସମସ୍ତେ ଠାକୁରଙ୍କୁ ପୂଜା କରନ୍ତି ଯେ ତାଙ୍କ ଭଲ ଦିନ ଖୁବ ଶୀଘ୍ର ଆସିବ ।

ଠାକୁର ମଧ୍ୟ ନିଜ ଭକ୍ତମାନଙ୍କ ଦୁଃଖ ଜାଣିଥାନ୍ତି ଓ ଭକ୍ତମାନଙ୍କ ମନୋକାମନା ପୂର୍ଣ କରନ୍ତି କିନ୍ତୁ ମଣିଷକୁ ଠାକୁରଙ୍କ ଭକ୍ତି ସ୍ଵଚ୍ଛ ମନରେ କରିବା ଉଚିତ ଅଟେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ପାଖରେ ଟଙ୍କା କେବେ କମିବ ନାହିଁ । ସବୁବେଳେ ଆପଣଙ୍କ ପର୍ସ ଟଙ୍କା ରେ ଭର୍ତି ରହିବ, ଆଜି ଆମେ ଆପଣଙ୍କୁ ଏମିତି ୫ଟି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ସବୁବେଳେ କୃପା କରିବେ ।

ଯଦି ମାସ ଆରମ୍ଭରେ ଭର୍ତି ଥିବା ପର୍ସ ମାସ ସାରିଲା ବେଳେ ଖାଲି ହୋଇ ଯାଉଛି ତେବେ ଏହି ୫ଟି ଉପାୟ କରନ୍ତୁ । ଏହି ଉପାୟ ଦ୍ଵାରା ଆପଣଙ୍କୁ ନିଜ ପର୍ସରେ ଏମିତି କିଛି ଜିନିଷ ରଖିବାକୁ ପଡିବ ଯାହା ଦ୍ଵାରା ଆପଣଙ୍କ ପର୍ସ ରେ କେବେ ଟଙ୍କା କମିବ ନାହିଁ । ଏହି ଉପାୟ ଅନୁଯାଇ ନିଜ ପର୍ସରେ ମା ଲକ୍ଷ୍ମୀ ଫଟୋ ରଖନ୍ତୁ, ମା ଲକ୍ଷ୍ମୀଙ୍କ ଫଟୋ ରେ ମା ବସିଥିବା ଅବସ୍ତା ରେ ରହିବା ଉଚିତ । ଆପଣ ସମସ୍ତେ ଜାଣିଛନ୍ତି ଯେ ମା ଲକ୍ଷ୍ମୀ ଧନ ଦେବୀ ଅଟନ୍ତି ଓ ତାଙ୍କ ପାଇଁ ମଣିଷ ପାଖରେ ଧନ ରହିଥାଏ ସେଥିପାଇଁ ମା ଲକ୍ଷ୍ମୀଙ୍କ ଫଟୋ ରଖିବା ଉଚିତ ଅଟେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ପସନ୍ଦ ଆସୁଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *