ଝିଅର ହେଉନାହିଁ ବିବାହ ତେବେ କରନ୍ତୁ ଏହି ଉପାୟ, ବହୁତ ଶୀଘ୍ର ହୋଇଯିବ ବିବାହ

ସବୁବେଳେ ଆମେ ଆମ ସମାଜରେ ଦେଖୁଛେ ଶୁଣୁଛେ କି ତାଙ୍କ ଝିଅର ବିବାହ ହେଉ ନାହିଁ । କଥା ଆରମ୍ଭ ହେଉ ହେଉ ବିଗିଡି ଯାଉଛି । କେବେ ଝିଅ ଘର ଲୋକଙ୍କୁ ପୁଅ ପସନ୍ଦ ହୋଇନଥାଏ ତ କେବେ କୌଣସି କାରଣରୁ ବିବାହ ଠିକ ହୋଇପାରେ ନାହିଁ । ଏମିତିରେ ଝିଅର ବାହାଘର ଡେରି ହେବାକୁ ଲାଗିଥାଏ ଯାହାଦ୍ୱାରା ବାପା ମାଆ ଚିନ୍ତାରେ ରୁହନ୍ତି । ଆଜି ଆମେ ଆପଣଙ୍କୁ କହିବୁ କି କେଉଁ କାରଣରୁ ଝିଅ ବିବାହରେ ଡେରି ହୋଇଥାଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ, ଯଦି ଝିଅର କୁଣ୍ଡଳୀରେ ଗୁରୁ କମଜୋର ହୋଇଥାଏ ତାହେଲେ ତାଙ୍କର ବିବାହ ଠିକ ହେବାପାଇଁ ଡେରି ହୋଇଥାଏ । ଆସନ୍ତୁ ଜାଣିବା କିଛି ଉପାୟ ଯାହାକୁ କଲେ ଝିଅର ବିବାହ ଜଲ୍ଦି ଠିକ ହୋଇଯାଇଥାଏ ଏବଂ ସେ ନୂଆବୋହୂ ହେଇଯାଇ ଥାଏ ।

୧ -ସବୁ ଗୁରୁବାର ଦିନ ଗାଈକୁ ଘାସ ଖୁଆନ୍ତୁ । ଏଥିରେ ଝିଅର ବିବାହର ଯୋଗ ସୃଷ୍ଟି ହେଇପାରେ ।

୨ -ଯେଉଁ ଝିଅର ବିବାହରେ ଡେରି ହେଉଛି ,ସେମାନଙ୍କୁ ଅଧିକ ହଳଦିଆ ରଙ୍ଗର କପଡା ପିନ୍ଧିବା ଦରକାର । ଏହାଦ୍ବାରା ଗୁରୁ ସହିତ ସବନ୍ଧିତ ଶୁଭଫଳ ମିଳିଥାଏ ।

୩ -ଗୁରୁବାର ଦିନ ବ୍ରତ କରନ୍ତୁ ଏବଂ ବୃହସ୍ପତି ମନ୍ଦିର ଯାଇ ପୂଜା କରନ୍ତୁ ।

୪ -ଝିଅ ହାତରେ ୨ଟି କଦଳୀ ଗଛ ଲଗାନ୍ତୁ ଏବଂ ପ୍ରତିଦିନ ସେହି ଗଛରେ ପାଣି ଦିଅନ୍ତୁ । ପ୍ରତି ଗୁରୁବାର ଦିନ କଦଳୀ ଗଛକୁ ପୂଜା କରନ୍ତୁ ।

୫ -ଝିଅର ବିବାହରେ ବାର ବାର ବାଧା ଆସୁଛି ତାହେଲେ ସୋମବାର ଦିନ ଚଣା ଡାଲି ଏବଂ କ୍ଷୀର ଦାନ କରନ୍ତୁ ।

୬ -ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ପୂଜା ଏକା ସହିତ କରନ୍ତୁ । ଏହାଦ୍ବାରା ବି ବିବାହର ଯୋଗ ହେଇପାରେ ।

୭ -ପ୍ରତି ବୁଧବାର ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କୁ ମାଲପୁଆ ଭୋଗ ଲଗାନ୍ତୁ ।

ତେବେ ଯଦି ଆପଣ ମଧ୍ୟ ଆପଣଙ୍କ ଝିଅର ବିବାହ ପାଇଁ ଚିନ୍ତିତ ଅଛନ୍ତି ତେବେ ଏହି ସବୁ ଉପାୟ କରିକି ଦେଖନ୍ତୁ, ଏହା କରିବାର ଖୁବ କମ ଦିନ ମଧ୍ୟରେ ଆପଣ ନିଶ୍ଚୟ ନିଜର ବିବାହ ହେଉଥିବାର ଦେଖିବେ । ତେବେ ଆଉ ଡେରି ନ କରି ଏହି ସବୁ ଉପାୟ କରିବା ଆରମ୍ଭ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *