ନିଜ ଜନ୍ମ ତାରିଖରୁ ଜାଣନ୍ତୁ ନିଜ ବିବାହ ବିଷୟରେ । କେମିତି ଜାଣିବେ ଜନ୍ମ ତାରିଖ ରୁ ଆପଣଙ୍କର ଆରେଞ୍ଜ ନା ଲଭ ମ୍ୟାରେଜ ହେବ ?

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ରୁ ଜଣା ପଡିଥାଏ କି ମଣିଷର ବାହାଘର କେବେ ହୋଇଥାଏ । ଅଙ୍କ ଜ୍ଯୋତିଷ ଅନୁଯାୟୀ ଜନ୍ମ ତାରିଖ କୁ ଯୋଡି ମୂଲ୍ୟାଙ୍କ ବାହାର କରାଯାଏ । ଆସନ୍ତୁ ଜାଣିବା ଜନ୍ମ ତାରିଖରୁ କେମିତି ଜାଣିହେବ ବିବାହ ବିଷୟରେ । ମୂଲ୍ୟାଙ୍କ-1 : ଯେଉଁ ମାନଙ୍କର ଜନ୍ମ କେଉଁ ବି ମାସର ଜନ୍ମ 1, 10, 19, 28 ତାରିଖରେ ହୋଇଥିଲେ ସେମାନେ ଲାଜକୁଳା ସ୍ଵଭାବର ହୋଇଥାନ୍ତି । ଏମାନେ ପ୍ରେମ ପାଇଁ ଝଗଡା କରନ୍ତିନି । ଏମାନଙ୍କର ଲାଜକୁଳା ସ୍ଵଭାବ କାରଣରୁ ଏମାନଙ୍କର ଆରେଞ୍ଜ ମ୍ୟାରେଜ ହୋଇଥାଏ ।

ମୂଲ୍ୟାଙ୍କ-2 : ଯେଉଁ ବ୍ୟକ୍ତିଙ୍କର ଜନ୍ମ ଯେଉଁ ବି ମାସର 2, 11, 20, 29 ତାରିଖରେ ହୋଇଥାଏ ସେମାନଙ୍କୁ ପ୍ରେମ ଧୀରେ ଧୀରେ ହୋଇଥାଏ । ଏମାନେ ଲଭ ମାମଲାରେ ବହୁତ ଇମୋସନାଲ ହୋଇଥାନ୍ତି । ଏମାନଙ୍କୁ କାହା ସହ ଲଭ ହୋଇଗଲେ ଏମାନେ ଲଭ ମ୍ୟାରେଜ କରିକି ହିଁ ମାନିଥାନ୍ତି ।

ମୂଲ୍ୟାଙ୍କ-3 : ଯେଉଁ ମାନଙ୍କର ଜନ୍ମ 3, 12, 21, 30 ତାରିଖରେ ହୋଇଥାଏ ଏହା ଗୁରୁଙ୍କ ଅଙ୍କ ଅଟେ । ଏମାନେ ଲଭ ମ୍ୟାରେଜ କରି ସଫଳ ହୋଇଥାନ୍ତି । ଏମାନେ ନିଜର ଲାଭକୁ ସଫଳ କରିବା ପାଇଁ କାହାର ସାହାର୍ଯ୍ୟ ଚାହିଁଥାନ୍ତି । ଏମାନଙ୍କର ବୈବାହିକ ଜୀବନ ସଫଳ ରହିଥାଏ ।

ମୂଲ୍ୟାଙ୍କ-4 : ଯେଉଁ ମାନଙ୍କର ଜନ୍ମ 4, 13, 22, 31 ତାରିଖରେ ହୋଇଥାଏ ସେମାନେ ଅନେକ ଜଣଙ୍କୁ ଭଲ ପାଇଥାନ୍ତି । ଏହି କାରଣରୁ ଏମାନେ ପ୍ରେମ ବିବାହ ପ୍ରତି ଗମ୍ଭୀର ହୋଇ ନ ଥାନ୍ତି । ଏହି କାରଣରୁ ଏମାନେ ଲାଭ ମ୍ୟାରେଜ କରିବାର ସମ୍ଭାବନା କମ ଥାଏ ।

ମୂଲ୍ୟାଙ୍କ-5 : ଯେଉଁ ବ୍ୟକ୍ତିଙ୍କର ଜନ୍ମ 5, 14, 23 ତାରିଖରେ ହୋଇଥାଏ ଏମାନେ ପାରମ୍ପରିକ ଭାବେ ସବୁ କରିବାକୁ ପସନ୍ଦ କରନ୍ତି । ଏମାନଙ୍କର ବିବାହ ପରିବାରର ସହମତିରେ ହୋଇଥାଏ । କିନ୍ତୁ ଏମାନଙ୍କ ଜୀବନରେ ସଫଳ ପ୍ରେମ ବିବାହର ଯୋଗ ଥାଏ ।

ମୂଲ୍ୟାଙ୍କ- 6 : ଯେଉଁ ବ୍ୟକ୍ତିଙ୍କର ଜନ୍ମ 6, 15, 24 ତାରିଖରେ ହୋଇଥାଏ ସେମାନେ ଲଭ ମ୍ୟାରେଜ କରିଥାନ୍ତି । ଏମାନେ ଅଧିକ ଲୋକଙ୍କୁ ଭଲ ପାଇଥାନ୍ତି । ଏଣୁ ଠିକ ଲୋକକୁ ପାଇ ପାରନ୍ତି ନାହିଁ । ଏମାନେ ଲଭ ମ୍ୟାରେଜ କରିଥାନ୍ତି ।

ମୂଲ୍ୟାଙ୍କ-7 : ଯେଉଁ ଲୋକଙ୍କର ଜନ୍ମ 7, 16, 25 ତାରିଖରେ ହୋଇଥାଏ ସେମାନେ ସଙ୍କୋଚିତ ସ୍ଵଭାବର ହୋଇଥାନ୍ତି । ଏମାନେ ଲଭ ମ୍ୟାରେଜ କରିବାକୁ ଚାହିଁଥାନ୍ତି କିନ୍ତୁ ପ୍ରେମରେ ବି ଲାଭ ହାନି ଭାବି କ୍ଷତି ରେ ରହିଥାନ୍ତି ।

ମୂଲ୍ୟାଙ୍କ-8 : ଯେଉଁ ଲୋକଙ୍କର ଜନ୍ମ 8, 17, 26 ତାରିଖରେ ହୋଇଥାଏ ସେମାନେ ବହୁତ କମ ପ୍ରେମରେ ପଡିଥାନ୍ତି । ଏମାନେ ଯାହାଙ୍କୁ ପ୍ରେମ କରନ୍ତି ତାଙ୍କୁ ସାରା ଜୀବନ ନିଜ ସାଥିରେ ରଖିଥାନ୍ତି ।

ମୂଲ୍ୟାଙ୍କ-9 : 9, 16, 27 ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଜୀବନରେ କେବେ ବି ବିବାଦ ଚାହାନ୍ତି ନାହିଁ । ଏହି କାରଣରୁ ଏମାନଙ୍କର ଲଭ ମ୍ୟାରେଜ ହେବା କଷ୍ଟକର ହୋଇଥାଏ । ତଥାପି ଏମାନଙ୍କର ଦାମ୍ପତ୍ୟ ଜୀବନ ଭଲରେ କଟିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *