ଘରର ଏହି ଜାଗାରେ ଆଇନା ଲଗାଇଲେ ହୋଇଥାଏ ଧନର ବର୍ଷା ।

ବନ୍ଧୁଗଣ ବାସ୍ତୁ ଶସ୍ତ୍ର ଅନୁଯାୟୀ ଆଇନା ବିଷୟରେ କିଛି ଖାସ କଥା କୁହା ଯାଇଛି । ଯଦି ଆଇନା ବା କାଚର କୌଣସି ବସ୍ତୁ ଘରେ ବା ଦୋକାନରେ ଠିକ ଜାଗାରେ ଲଗା ଯାଇଥାଏ । ତେବେ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଯଦି ଭୁଲ ଜାଗାରେ ଏହାକୁ ରଖାଯାଏ ତେବେ ନେଗେଟିଭ ପ୍ରଭାବ ଗୃହ ଉପରେ ପଡିଥାଏ । ଯଦି ଗୃହରେ ଆଇନା ଏହି ଜାଗାରେ ଲଗାଯାଏ ତେବେ ସୁଖ ସମୃଦ୍ଧିର ବୃଦ୍ଧି ହେବ ସହ ଧନର ବୃଦ୍ଧି ହୋଇଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ ।

ଘରେ ଟଙ୍କା ରଖୁଥିବା ଜାଗାରେ ବା ତିଜୋରି ରେ କାଚ ର କୌଣସି ଜିନିଷ କିମ୍ବା ଆଇନା ରଖାଯାଏ । ତେବେ ଧାନର ବୃଦ୍ଧି ହୋଇଥାଏ । ଘରେ ହେଉ ବା ଦୋକାନରେ ହେଉ ମୁଖ୍ୟ ଦ୍ଵାର ନିକଟରେ ଆଇନା ଲଗାଇଲେ କୌଣସି ପ୍ରକାରର ନେଗେଟିଭ ବସ୍ତୁ ଗୃହକୁ ପ୍ରବେଶ କରିପାରେ ନାହିଁ । ଏମିତିକି ଘରେ ବା ଦୋକାନ ରେ ଦ୍ରୁଷ୍ଟି ନଜର ଲାଗି ନ ଥାଏ । ଆଜିକାଲି ସମସ୍ତଙ୍କ ଘରେ ଟିଭି ଓ କମ୍ପ୍ୟୁଟର ରହିଛି ।

କିନ୍ତୁ ଧ୍ୟାନ ରଖିବେ ଟିଭି ବା କମ୍ପ୍ୟୁଟର ସାମ୍ନା ରେ କେବେ ବି ଦର୍ପଣ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ପରିବାରରେ କଳହ ହେବାର ସମ୍ଭାବନା ନ ଥାଏ । ଘରର ସିଡି ବା ସିଡି ତଳେ କିମ୍ବା ସିଡି ପାଖା ପାଖି କେବେ ବି ଆଇନା ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଗୃହରେ କୌଣସି ଦ୍ରୁଷ୍ଟି ରୁ ଉନ୍ନତି ହୋଇ ନ ଥାଏ । ଘରର ଯେଉଁ ରୁମରେ କିଛି ଆବଶ୍ଯକୀୟ ଜିନିଷ ରହିଥିବ ସେଠାରେ କୌଣସି କାହା ଜିନିଷ ଲଗାଇବେ ତେବେ ଧନ ସମ୍ପତି ର ବୃଦ୍ଧି ହୋଇଥାଏ ।

ଏମିତି କରିଲେ କେବେ ବି ଧନ ସମ୍ପତି ର ଅଭାବ ରାଇ ନ ଥାଏ । ଓ ଗୃହରେ ନିଜ ନିଜ ମଧ୍ୟରେ କେବେ ବି ମନୋମାଳିନ୍ୟ ଦେଖାଯାଇ ନ ଥାଏ । ଘରର ରୋଷେଇ ଘରେ ବା ଷ୍ଟୋର ରୁମରେ ରଖା ଯାଉଥିବା ଜିନିଷ କୁ ପାଚ ଭିତରେ ଷ୍ଟୋର କରି ରଖନ୍ତୁ । ଏହା ଦ୍ଵାରା କେବେ ବି ଧନର ଅଭାବ ଦେଖାଯାଏ ନାହିଁ । ବାଥରୁମ ର ଠିକ ସାମ୍ନା ରେ କେବେ ବି ଦର୍ପଣ ଲଗାଇବା ଉଚିତ ନୁହେଁ ।

ଏହା ଦ୍ଵାରା ଗୃହରେ ଅସାନ୍ତି ର ବାତାବରଣ ଦେଖା ଯାଇଥାଏ । ଖଟ ରେ ଶୋଇବା ସମୟରେ ଯଦି ସାମ୍ନା ରେ ଆଇନା ରହିଥାଏ ତେବେ ଏହା ଅଶୁଭ ସଂକେତ ହୋଇଥାଏ । ଶୋଇବା ଘରେ କେବେ ବି ଖଟ ସମୁଖରେ ଦର୍ପଣ ରଖିବା ଉଚିତ ନୁହେଁ । ଏହା ବାସ୍ତୁ ଶାସ୍ତ୍ର ଅନୁଯାୟୀ ଖରାପ ହୋଇଥାଏ । ଏଣୁ ପଲଙ୍କ ଆଗରେ କେବେ ବି ଆଇନା ରଖିବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *