ନିଜ ଜୀବନ ନେବାକୁ ବାହାରିଥିଲେ ସୁରେଶ ରାଇନା, ଆଜି ଅଟନ୍ତି ମହାନ କ୍ରିକେଟର: ଯାଣନ୍ତୁ ତାଙ୍କ ଜୀବନର କିଛି ରାଜ

ସୁରେଶ ରାଇନା କୌଣସି ପରିଚୟର ମୋହତାଜ ନୁହନ୍ତି, ଆଜି ସେ କ୍ରିକେଟ ଜଗତ ରେ ବହୁତ ପ୍ରସିଦ୍ଧ ହୋଇ ଯାଇଛନ୍ତି, ଯେତେବେଳେ ରାଇନା ତାଙ୍କ ଫର୍ମ ରେ ଥାନ୍ତି ସେତେବେଳେ ବୋଲର ମାନେ ମଧ୍ୟ ଡରନ୍ତି । ଆଇପିଏଲ ରେ ଆପଣ ସମସ୍ତେ ଦେଖି ଥିବେ ଯେ ରାଇନା କେଉଁ ଭାବରେ ବଲ ଖେଳନ୍ତି । ଏବେ ସମୟ ଅନୁଯାଇ ସେ ନିଜ ଖେଳ ଓ ପରିଶ୍ରମ ଦ୍ଵାରା ଏତେ ପ୍ରସିଦ୍ଧ ହୋଇଛନ୍ତି । ରାଇନା ବହୁତ ଆଗରୁ ବାହାରେ ହଷ୍ଟେଲ ରେ ରହୁଥିଲେ ଓ ସେହି ସମୟରେ ସେ ଏତେ ଚିନ୍ତିତ ହୋଇଯାଇଥିଲେ ଯେ ନିଜ ଜୀବନ ନେବା ପାଇଁ ଚେଷ୍ଟା କରିଥିଲେ ।

Image Courtesy: Google

ଆଜି ସେ ଟିମ ଇଣ୍ଡିଆ ରେ ନାହାନ୍ତି କିନ୍ତୁ କ୍ରିକେଟ ଜଗତ ଲୋକଙ୍କ ପାଇଁ ଏବେ ବି ତାଙ୍କ ଭିତରେ ସେହି କ୍ରିକେଟ ଅଛି ଯାହା ଦ୍ଵାରା ସେ ଇଣ୍ଡିଆକୁ ଗର୍ବିତ କରିପାରିବେ । ତେବେ ରାଇନା ମଧ୍ୟ ନିଜ ଫେରିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି, କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କୁ ନିଜ କାମରେ ସଫଳତା ପ୍ରାପ୍ତ ହୋଇ ନାହିଁ ଏବଂ ସେ ଟିମ ଇଣ୍ଡିଆ ରେ ଫେରି ପାରି ନାହାନ୍ତି । ଯେତେବେଳେ ରାଇନା ହଷ୍ଟେଲ ରେ ପାଠ ପଢୁଥିଲେ ସେହି ସମୟର କଥା ଅଟେ ଏହା ରାଇନା ଗୋଟେ ଇଂରାଜୀ ଇଣ୍ଟରଭ୍ୟୁ ରେ କହିଥିଲେ ଯାହା ପରେ ଏହା ଖବର ବାହାରକୁ ଆସିଥିଲା ।

Image Courtesy: Google

ତେବେ ଥରେ ରାଇନା ଏବଂ ୧୨-୧୫ଟି ଅଲଗା ପୁଅ କୌଣସି କ୍ରିକେଟ ଆୟୋଜନ ପାଇଁ ଆଗ୍ରା ଯାଉଥିଲେ ତାଙ୍କ ଟ୍ରାଇନା ପୁରା ସ୍ପିଡ ଥିଲା ହଟାତ ତାଙ୍କୁ ନିଜ ଉପରେ କିଛି ଓଜନ ଅନୁଭବ ହେଲା ଯାହା ପରେ ତାଙ୍କ ନିଦ ଭାଙ୍ଗିଲା ଓ ସେ ଦେଖିବାକୁ ପାଇଲେ ଯେ ତାଙ୍କ ଉପରେ ଗୋଟେ ମୋଟା ପୁଅ ବସି ମୁତୁ ଅଛି ଯାହା ପରେ ତାଙ୍କୁ ବହୁତ ରାଗ ଲାଗିଲା ତେବେ ଏହା ସ୍ଵାଭାବିକ କଥା ଅଟେ ଯାହା ସାଙ୍ଗରେ ଏମିତି ହେଲେ ତାଙ୍କୁ ରାଗ ଲାଗିବ । ରାଇନା ରାଗି ସେହି ପୁଅକୁ ବହୁତ ମାଇଲେ ଓ ତାକୁ ନିଜ ଡବାରୁ ବାହାର କରି ଦେଲେ କିନ୍ତୁ ଏହି କଥା ତାଙ୍କ ମୁଣ୍ଡ ଉପରେ ଏମିତି ଚଢିଲା ଯେ ସେ ନିଜ ଘରେ ଗାଜିଆବାଦ ଫେରି ଯିବା ପାଇଁ ଚାହୁଁ ଥିଲେ ।

ଥରେ ଏମିତି ହେଲା ଯାହା ଦ୍ଵାରା ରାଇନା ଫେରି ଘରେ ଫେରି ଆସିଲେ କିନ୍ତୁ ତାଙ୍କ ବଡ ଭାଇ ଦିନେଶ ତାଙ୍କୁ ଆଉଥରେ ନେଇ ହସ୍ଟେଲ ଛାଡି ଦେଲେ ଯାହା ପରେ ତାଙ୍କ ମାନସିକ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା ଯାହା ପରେ ସେ ଆତ୍ମହତ୍ୟା ମଧ୍ୟ କରିବା ପାଇଁ ଚାହୁଁଥିଲେ କିନ୍ତୁ ରାଇନା ନିଜ ପରିବାର ବିଷୟରେ ଭାବି ଏମିତି କିଛି କଲେ ନାହିଁ ।

Leave a Reply

Your email address will not be published. Required fields are marked *