ପାଣି ପିଇବାର ଏହି ବିଶେଷ ଉପାୟ ଦ୍ଵାରା ଜାପାନୀଜ ଲୋକ ନିଜ ଓଜନ କମେଇ ଥାନ୍ତି, ଆପଣ ମଧ୍ୟ କରି ପାରନ୍ତି ଟ୍ରାଏ

ଆପଣ ଆଜି ପର୍ଯ୍ୟନ୍ତ ଓଜନ କମେଇବା ପାଇଁ ଡକ୍ଟର ଦ୍ଵାରା ପାଣି ପିଇବା ବିଷୟରେ ଶୁଣିଥିବେ, ପାଣି ପିଇବା ଦ୍ଵାରା ମଣିଷ ବହୁତ ଶାରୀରିକ ସମସ୍ୟା ଦୂର ହୋଇଥାଏ । ପର୍ଯ୍ୟାପ୍ତ ପାଇଁ ସେବନ ଦ୍ଵାରା ଲୋକ ଶରୀର ଠାରୁ କେବଳ ହାଇଡ୍ରେଟେଡ ହୋଇନଥାଏ ଏହା ସହ ବହୁତ ପ୍ରକାର ବିସ୍ସ୍କ୍ତ ତତ୍ଵ ମଧ୍ୟ ଷଋରୁ ବାହାରି ଥାଏ, ତେବେ ଏହି ବିଷାକ୍ତ ତତ୍ଵ ବାହାରିବା ପରେ ଚେହେରା ଚମକି ଥାଏ । ପ୍ରାୟତଃ ଲୋକ ଓଜନ କମ କରିବା ପାଇଁ ସକାଳେ ଉଠି ଲେମ୍ବୁ ଏବଂ ମହୁ ପାଣି ସହ ମିଶାଇ ଏହାକୁ ସେବନ କରନ୍ତି ।

ତେବେ ଆପଣ କେବେ ଜାପାନୀ ଲୋକଙ୍କ ପାଣି ପିଇବା ଉପାୟ ଉପରେ କେବେ ଧ୍ୟାନ ଦେଇଛନ୍ତି, ଯଦି ଆପଣ ଦେଖିବାକୁ ପାଇଥିବେ ତେବେ ଏହା ନିଶ୍ଚିନ୍ତ ଦେଖିଥିବେ ଯେ ପାଣି ପିଇବାର ତାଙ୍କର ଅନ୍ୟ ବିଶେଷ ଉପାୟ ଥାଏ ଯାହା ଦ୍ଵାରା ସେ ବହୁତ ସହଜ ଭାବରେ ନିଜ ଓଜନ କମେଇ ପାରନ୍ତି, ତେବେ ଆସନ୍ତୁ ଜାଣିବା ତାଙ୍କ ଏହି ଉପାୟ ବିଷୟରେ ।

ଜାପାନୀ ୱାଟର ୱେଟ ଲସ ଥେରେପି :

ଏହି ଥେରେପି ବିଶେଷତା ଏହା ଅଟେ ଯେ ସକାଳେ ଉଠିବା ପରେ ସର୍ବପ୍ରଥମ କାମ ଆପଣ ପାଣି ପିବେ, ଆପଣ ନିଜ ଦିନ ଆରମ୍ଭ ଖାଲି ପେଟ ଲ୍ୟୁକ ୱାର୍ମ ୱାଟର ଦ୍ଵାରା କରି ପାରିବେ । ଏମିତି କଲେ ଆପଣଙ୍କ ଶରୀରରେ ଥିବା ସବୁ ପ୍ରକାର ବିଷାକ୍ତ ପଦାର୍ଥ ବାହାରି ଯିବ ଏବଂ ଏହା ଆପଣଙ୍କ ଶରୀର ମେଟାବୋଲିଜ୍ମ ବହୁତ ଶୀଘ୍ର ବଢେଇବାକୁ ଲାଗିବ ଏବଂ ଏହା ଦ୍ଵାରା ଶରୀରରେ ଥିବା ଚର୍ବି କମିଥାଏ । ତେବେ ଆସନ୍ତୁ ଜାଣିବା ପାଣି ପିଇବାର ଏହି ଉପାୟ ବିଷୟରେ ବିସ୍ତାର ସହ :

# ସର୍ବପ୍ରଥମେ ବ୍ରଷ କରନ୍ତୁ ଏହା ପରେ ଖାଲି ପେଟ ଗୋଟେ ଗ୍ଳାସ ପାଣି ସେବନ କରିବା ଉଚିତ ଅଟେ, ଧ୍ୟାନ ରଖନ୍ତୁ ଏବଂ ଖାଲି ପେଟ ସର୍ବପ୍ରଥମେ ପାଣି ପିଆନ୍ତୁ, ପ୍ରାୟତଃ ଲୋକ ବ୍ରଷ କରିବା ତୁରନ୍ତ ପରେ ଖାଇବା ଆରମ୍ଭ କରି ଦିଅନ୍ତି କିନ୍ତୁ ଜାପାନୀ ଲୋକ ବ୍ରଷ କରିବା ଆଗରୁ ଏବଂ ବ୍ରଷ କରିବା ପରେ ପାଣି ସେବନ କରନ୍ତି । ଏହା ଦ୍ଵାରା ଶରୀର ପାଚନ ଶକ୍ତି ଭଲ ହୋଇଥାଏ, ସବୁବେଳେ ପାଣି ପିଇବାର ଅଧ ଘଣ୍ଟା ପରେ କୌଣସି ଖାଦ୍ଯ ସେବନ କରନ୍ତୁ ।

# ଖାଇବା ସମୟରେ କେବେ ବି ମଝିରେ ପାଣି ସେବନ କରନ୍ତୁ ନାହିଁ, ଖାଇବା ଘାନ୍ତେ ଆଗରୁ ପାଣି ପିଇବା ଉଚିତ ଏବଂ ଖାଇବାର ଦୁଇ ଘଣ୍ଟା ପରେ ପଣି ସେବନ କରିବା ଉଚିତ ଅଟେ, ଏମିତି କଲେ ଶରୀର ମେଟାବୋଲିଜ୍ମ ଭଲ ହୋଇଥାଏ ଏବଂ ଏହା ଦ୍ଵାରା ଆପଣଙ୍କ ଶରୀର ଚର୍ବି ଖୁବ ଶୀଘ୍ର କମିଥାଏ ।

Leave a Reply

Your email address will not be published. Required fields are marked *