ନିଜର Lover ଙ୍କ ନାମର ପ୍ରଥମ ଅକ୍ଷର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ବିଷୟରେ ଗୋଟେ ବଡ ରାଜ- Love Quiz

ବନ୍ଧୁଗଣ କଣ ଆପଣ ପ୍ରେମ କାହାକୁ କରୁଛନ୍ତି । ଯଦି ଆପଣଙ୍କର ଉତ୍ତର ହଁ ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ନିଆରା ଆଉ ମଜାଦାର କୁଇଜ ଗେମ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ଇଂରାଜୀ ଅକ୍ଷରର ଯେ କୌଣସି ଗୋଟିଏ ଅକ୍ଷର ଚୟନ କରିବାକୁ ହେବ ଯାହା ଆପଣଙ୍କର ଲଭରଙ୍କ ନାମର ପ୍ରଥମ ଅକ୍ଷର ହୋଇଥିବ । ଏହା ଦ୍ଵାରା ଆପଣ ନିଜ ଲଭରଙ୍କ ବିଷୟରେ କିଛି ଖାସ କଥା ଜାଣିପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା । A ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ଙ୍କ ପାଇଁ ଆପଣ ଦୁନିଆର ସବୁଠାରୁ ସୁନ୍ଦର ମଣିଷ ଅଟନ୍ତି ।

B ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ବହୁତ ସେକସି ଅଟନ୍ତି । C ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ବହୁତ ଲାଜ କରନ୍ତି । D ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର କେବେ କାହାକୁ ଦୁଖ ଦେଇ ନାହାନ୍ତି । E ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ସର୍ବଦା ସତ କୁହନ୍ତି । F ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ଆପଣଙ୍କୁ ବହୁତ ଭଲ ପାଇଥାନ୍ତି । G ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭରଙ୍କ ଠାରେ ରାଗ ଅଧିକ ରହିଛି । H ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ଆପଣଙ୍କୁ ସର୍ବଦା ଖୁସିରେ ରଖିବେ ।

I ଲେଟର ଚୟନ କରିଛନ୍ତ ଆପଣଙ୍କ ଲଭରଙ୍କ ଆଖି ବହୁତ ନସେଲି ଅଟେ । J ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ବହୁତ ଧନୀ ବ୍ୟକ୍ତି ଅଟନ୍ତି । K ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ବଡ ଦିଲବାଲା ଅଟନ୍ତି । L ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ବହୁତ ରୋମାଣ୍ଟିକ ସ୍ଵଭାବର ଅଟନ୍ତି । M ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ବୁଦ୍ଧି ବହୁତ ତେଜ ଅଟେ । N ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ବହୁତ କେୟାର କରିଥାନ୍ତି ।

O ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ଆପଣଙ୍କ ବିଷୟରେ ଦିନ ରାତି ଭାବୁଛନ୍ତି । P ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭରଙ୍କ କଥା ଆପଣଙ୍କ ହୃଦୟକୁ ଛୁଇଁଥାଏ । Q ଲେଟର ଚୟନ କରିଛନ୍ତି ଲେଟର ଚୟନ କରିଥିଲେ ଆପଣଙ୍କ ଲଭର ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି । R ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ଆପଣଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି । S ଲେଟର ଚୟନ କରିଛନ୍ତି ଆପଣଙ୍କ ପାଇଁ ଜୀବନ ମଧ୍ୟ ଦେଇପାରନ୍ତି ।

T ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର କେବେ ମିଛ କୁହନ୍ତି ନାହି । U ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭରଙ୍କ ପର୍ଶନାଲିଟି ଟପ ରେ ରହିଛି । V ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭରଙ୍କ ହୃଦୟ ବହୁତ ସଫା ଅଟେ । W ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ବହୁତ କ୍ୟୁଟ ଅଟନ୍ତି ।


X ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ବହୁତ ବୁଦ୍ଧିମାନ ଅଟନ୍ତି । Y ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ଆପଣଙ୍କୁ ବହୁତ ଭଲ ପାଉଛନ୍ତି । Z ଲେଟର ଚୟନ କରିଛନ୍ତି ଆପଣଙ୍କ ଲଭର ବହୁତ ମିଛ କୁହନ୍ତି । ବନ୍ଧୁଗଣ ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *