ନିଜ ପ୍ରେମର ନାମ ନେଇ ବାଛନ୍ତୁ ଯେ କୌଣସି ଗୋଟିଏ Heart, ଏବଂ ଜାଣନ୍ତୁ ନିଜ ସମ୍ପର୍କ ବିଷୟରେ ବଡ ରାଜ- Love Tips

ନମସ୍କାର ବନ୍ଧୁଗଣ । କେମିତି ଅଛନ୍ତି ଆପଣ ମାନେ ଆସା କରୁଛୁ ଆପଣ ମାନେ ବହୁତ ଭଲରେ ଥିବେ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକେ ଇଣ୍ଟ୍ରେଷ୍ଟିଙ୍ଗ ଗେମ ନେଇ ଆସିଛୁ । ଏହି ଗେମ ପାଇଁ ଆପଣଙ୍କୁ କେବଳ ଆମେ ଦେଇଥିବା ହାର୍ଟ ର ଚିତ୍ର ମଧ୍ୟ ରୁ ନିଜର ପ୍ରେମ ର ନାଁ ନେଇ ବାଛନ୍ତୁ କୌଣସି ଗୋଟେ ହାର୍ଟ ର ଚିତ୍ର ବାଛିବାକୁ ପଡିବ । ଏହା ପରେ ଆମେ ଆପଣଙ୍କ ପ୍ରେମ ସମ୍ପର୍କ ବିଷୟରେ କିଛି ବଡ ଖୁଲାସା କରିବୁ । ତେବେ ସାଙ୍ଗ ମାନେ କଣ ଆପଣ ରେଡି ଅଛନ୍ତି । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ହାର୍ଟ : ଯଦି ଆପଣ ପ୍ରଥମ ହାର୍ଟ ଚୁଜ କରିଛନ୍ତି ତେବେ ଆପଣ ଦୁହିଙ୍କର ସମ୍ପର୍କ ଅଧିକ ଷ୍ଟ୍ରଙ୍ଗ ଅଟେ ଯାହାକୁ କେହି ବି ଭାଙ୍ଗି ପାରିବେ ନାହି । ଆପଣ ଦୁହିଙ୍କର ସମ୍ପର୍କ ଏତେ ମଜବୁତ କି କୌଣସି ପ୍ରକାରରେ ବା ସ୍ଥିତି ଏହା ଭାଙ୍ଗିବା ନାହି ।

୨- ଦ୍ଵିତୀୟ ହାର୍ଟ : ଯେଉଁ ମାନେ ଦ୍ଵିତୀୟ ହାର୍ଟ ଚୁଜ କରିଛନ୍ତି ଆପଣ ଦୁହିଙ୍କର ସମ୍ପର୍କ ବହୁତ ଅଧିକା ପବିତ୍ର ଅଟେ । କାରଣ ଆପଣ ଦୁହେଁ ପରସ୍ପର କୁ ହୃଦୟ ରୁ ଭଲ ପାଉଛନ୍ତି । ଆପଣ ଦୁହେଁ ପରସ୍ପର କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି ।

୩- ତୃତୀୟ ହାର୍ଟ : ଯଦି ଆପଣ ତୃତୀୟ ହାର୍ଟ ଚୟନ କରିଛନ୍ତି ତେବେ ଆପଣ ଦୁହିଙ୍କର ପ୍ରେମ ସମ୍ପର୍କ ରେ ପରସ୍ପର ପ୍ରତି କୌଣସି ପ୍ରକାରର ଛଳ କପଟ ନାହି । ଦୁହେଁ ପରସ୍ପର ପ୍ରତି ବହୁତ ବିଶ୍ଵସ୍ତ ହୋଇ ରହିଛନ୍ତି ।

୪- ଚତୁର୍ଥ ହାର୍ଟ : ଯେଉଁ ମାନେ ଚତୁର୍ଥ ହାର୍ଟ ଚୁଜ କରିଛନ୍ତି ଆପଣ ଦୁହେଁ ନିଜର ପ୍ରେମ ସମ୍ପର୍କକୁ ନେଇ ବହୁତ ଅଧିକ ସିରିଏସ ଅଛନ୍ତି । ଆପଣ ଦୁହେଁ ନିଜ ସମ୍ପର୍କ ମଧ୍ୟରେ ଏମିତି କୌଣସି କଥା ଆସିବାକୁ ଦିଅନ୍ତି ନାହି ଯାହା ଆପଣଙ୍କ ଦୁହିଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିବ । କୌଣସି ବି ପରିସ୍ଥିତି ଆସିଲେ ଆପଣ ଦୁହିଙ୍କୁ କେହି ଅଲଗା କରି ପାରିବେ ନାହି ।

୫- ପଞ୍ଚମ ହାର୍ଟ ; ଯଦି ଆପଣ ମାନେ ପଞ୍ଚମ ହାର୍ଟ ଚୁଜ କରିଛନ୍ତି ତେବେ ଆପଣ ଦୁହିଙ୍କର ସମ୍ପର୍କ ବହୁତ ଅଧିକ ମଜବୁତ ଅଛି । ଆପଣ ଦୁହିଙ୍କର ସମ୍ପର୍କ ଏହି ଜନ୍ମ କଣ ଆଗାମୀ ୭ ଜନ୍ମ ଯାଏଁ ବି ଭାଙ୍ଗିବ ନାହି । ଆପଣ ଜନ୍ମ ଜନ୍ମାନ୍ତର ର ସାଥୀ ଅଟନ୍ତି ।

୬- ଷଷ୍ଠ ହାର୍ଟ : ଆପଣ ଦୁହିଙ୍କର ପ୍ରେମ ରେ କୌଣସି ପ୍ରକାରର ଭୁଲ ବୁଝାମଣା ନାହି ପରସ୍ପର ପ୍ରତି । ଆପଣ ଦୁହେଁ ପରସ୍ପର କୁ ବହୁତ ଭଲ ଭାବେ ବୁଝିଥାନ୍ତି । ଆପଣ ଦୁହିଙ୍କ ମଧ୍ୟରେ ଏତେ ଷ୍ଟ୍ରଙ୍ଗ ବଣ୍ଡିଙ୍ଗ ରହିଛି କି ଯାହାକୁ କେହି ଚାହିଁଲେ ବି ଭାଙ୍ଗି ପାରିବେ ନାହି କି ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରି ପାରିବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *