କଣ ଆପଣ ନିଜ ପିଲାଙ୍କ ପାଇଁ ବ୍ୟବହାର କରୁଛନ୍ତି କି Johnson & Johnson ବେବି ପାଉଡର, ତେବେ ସାବଧାନ! ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଜନସନ ବେବି ପାଉଡର ଜାଣିଥିବେ ଆଉ ବ୍ୟବହାର ମଧ୍ୟ କରୁଥିବେ । ଖାସ କରି ଯେଉଁ ମାନେ ଜନ୍ମ ଶିଶୁ ବ ଛୋଟ ପିଲା ମାନଙ୍କ କ୍ଷେତ୍ର ରେ ଜନସନ ବେବି ପାଉଡର ବ୍ୟବହାର କରା ଯାଇଥାଏ । କାରଣ ପୂର୍ବ ରୁ କୁହା ଯାଉଥିଲା କି ଏହି ପାଉଡର ଛୋଟ ପିଲା ମାନଙ୍କ ପାଇଁ ବହୁତ ଭଲ ବୋଲି । କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁ ରିସର୍ଚ କରା ଯାଇଥିଲା ଆଉ ଯେଉଁ ଅଭିଯୋଗ ସାମନା କୁ ଆସିଥିଲା ଯେ ଜନସନ ବେବି ପାଉଡର କୁ ଯେଉଁ ମାନେ ବ୍ୟବହାର କରୁଛନ୍ତି ତାହା ଅତ୍ୟନ୍ତ ବିପଦ ଜନକ ସାବ୍ୟସ୍ତ ହୋଇପାରେ ।

ଆଉ ଏହାକୁ ନଜର ରେ ରଖି ୨୦୨୩ ମସିହା ରୁ ବନ୍ଦ ହେବାକୁ ଯାଉଛି ଜନସନ ପାଉଡର ର ବିକ୍ରି । ତେବେ ଆମେରିକାରେ ଜନସନ ଆଣ୍ଡ ଜନସନ କମ୍ପାନୀ ର ଏହି ବେବି ପାଉଡର ବିକ୍ରି ହେବା ବନ୍ଦ ହୋଇ ସାରିଥିବା ବେଳେ ଏବେ ସାରା ବିଶ୍ଵ ରେ ଏହାର ବିକ୍ରି ବନ୍ଦ ହେବାକୁ ଯାଉଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଆସନ୍ତା ୨୦୨୩ ମସିହା ରେ ସାରା ବିଶ୍ଵ ରେ ଏହି ପାଉଡର ବିକ୍ରି ବନ୍ଦ ହୋଇଯିବ ବୋଲି ଔଷଧ ପ୍ରସ୍ତୁତ କର୍ତ୍ତା ଯିଏ ରହୁଛନ୍ତି ଜନସନ ଆଣ୍ଡ ଜନସନ ବେବି ପାଉଡର କମ୍ପାନୀ ପକ୍ଷ ରୁ କୁହା ଯାଇଛି ।

ତେବେ ବିଶ୍ଵ ବ୍ୟାପୀ ପ୍ୟାଟ ପୋଲିଓ ମୂଲ୍ୟାୟନ ରେ କର୍ଣ୍ଣ ଷ୍ଟ୍ରାଚ ଆଧାର ରେ ସବୁ ବେବି ପାଉଡର ପ୍ରସ୍ତୁତ ଓ ବିକ୍ରି ବନ୍ଦ ଲାଗି ବାଣିଜ୍ଯିକ ନିସ୍ପତି ନିଆ ଯାଇଛି ବୋଲି ଜନସନ ଆଣ୍ଡ ଜନସନ କମ୍ପାନୀ ପକ୍ଷ ରୁ କୁହା ଯାଇଛି । ତେବେ ଜନସନ ଆଣ୍ଡ ଜନସନ ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ରେ ବେବି ପାଉଡର ବିକ୍ରି ବନ୍ଦ କରି ଦେବାକୁ ଘୋଷଣା କରିଥିଲା । କାରଣ କିଛି ଆଇନଗତ ଲଢେଇ କାରଣରୁ ଉତ୍ପାଦକ କୁ ନେଇ ନାନା ଗୁଜବ ବଜାର ରେ ପ୍ରସାର ହେବା ପରେ ଉତ୍ପାଦନ ଚାହିଦା ହ୍ରାସ ଘଟିଥିଲା ।

ସାରା ବିଶ୍ଵ ରେ ଏବେ ଜନସନ ଆଣ୍ଡ ଜନସନ ବେବି ପାଉଡର ବିରୁଦ୍ଧରେ ୩୮ ହଜାର ରୁ ଉର୍ଦ୍ଧ ମାମଲା ବିଭିନ୍ନ କୋର୍ଟ ରେ ବିଚାରଧିନ ରହିଛି । ତେବେ ଉତ୍ପାଦ ରେ ଆଜବେଷ୍ଟ ଅଫ ମିଶ୍ରଣ କର୍କଟ ରୋଗର କାରଣ ବୋଲି ଅଭିଯୋଗ ହୋଇଛି । ତେବେ ଜନସନ ଆଣ୍ଡ ଜନସନ ଉକ୍ତ ଅଭିଯୋଗକୁ ଦୀର୍ଘ ଦିନ ହେବ ସ୍ଵୀକାର କରି ଆସୁଛି । ଏପରିକି ଦୀର୍ଘ ବର୍ଷ ହେବ ବୈଜ୍ଞାନିକ ପରୀକ୍ଷଣ ଓ ନିୟମ ଅନୁଯାୟୀ ଅନୁମୋଦନ ବେବି ପାଉଡର ସୁରକ୍ଷିତ ବୋଲି ଜନସନ ଆଣ୍ଡ ଜନସନ କମ୍ପାନୀ ଦାବି କରି ଆସୁଛି ।

ଏହି କମ୍ପାନୀ ନିଜର ଦାବି କୁ ପୁଣି ଥରେ ଦୋହରାଇଛନ୍ତି । କାରଣ ତାଙ୍କର ଉତ୍ପାଦ ୨୦୨୩ ମସିହାରୁ ସାରା ବିଶ୍ଵ ରେ ବନ୍ଦ କରି ଦେବେ ବୋଲି ଘୋଷଣା କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇନ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *