ଟଙ୍କା ନେଇ ବହୁ ଆଶା ଦେଇଥିଲା ପୁଅ, କିନ୍ତୁ ବାପାର ଶେଷ ସମୟରେ ପୁଅ ଯାହା କଲା ଶୁଣି ଆପଣଙ୍କ ରକ୍ତ ଗରମ ହୋଇଯିବ…. ଦେଖନ୍ତୁ Video

ବନ୍ଧୁଗଣ ପୁଅ ଗାଁ କୁ ଆସିଥିଲା ଆଉ କହିଲା ମା ଏ ସବୁ ଟଙ୍କା ମୋତେ ଦେଇ ଦେ । ଆଉ ମା ପଚାରିଲା ପୁଅ ଏତେ ତାଙ୍କ ନେଇ କଣ କରିବୁ ? ଯଦି ଟଟେ ସବୁ ଟଙ୍କା ଦେଇ ଦେବି ତେବେ ଆମେ ସବୁ କଣ କରିବୁ ? ପୁଅ କହିଥିଲା ମା ତୁ ଚିତ କରେ ନାହି ମୁଁ ଭୁବନେଶ୍ଵର ରେ ରହୁଛି ଆଉ ସେଠାରେ ଗୋଟେ ଘର କର ଦେବି । ଏହି ଟଙ୍କା ରେ ଘର କରିବ ପରେ ତୁମେ ସେଇଠି ଯାଇ ରହିବ କିନ୍ତୁ ବାପା ଯେବେ ମେଡିକାଲରେ ପଡିଲେ ମା ବାରମ୍ବାର ପୁଅକୁ ଫୋନ କରି କହିଲା ବାପାର ଦେହ ଭଲ ନାହି ।

କିନ୍ତୁ ପୁଅ ବାପା ମେଡିକାଲରେ ପଡିଥିବା ସମୟରେ ଆସିଲା ନାହି କି ମୁଖାଗ୍ନି ଦେବା ସମୟରେ ଯେବେ ପୁଅକୁ ଖୋଜା ପଡିଲା ପୁଅକୁ ବାରମ୍ବାର ନେହୁରା ହୋଇ ମା ଡାକିଲା ଆଉ କହିଲା କମ ସେ କମ ବାପାର ମୁହଁ ରେ ଟିକେ ମୁଖାଗ୍ନି ଦେବୁ ତଥାପି ପୁଅ ଆସିଲା ନାହି । ହଁ ଆଜ୍ଞା ଆପଣ ମାନେ ବି ଏଭଳି ଅମଣିଷ ପୁଅ କେବେ ଦେଖି ନ ଥିବେ । ବାପାର ମୃତ ଶରୀର ଦୀର୍ଘ ୧୯ ଘଣ୍ଟା ଧରି ପଡି ରହିଲା । ପୁଅ କୁ ବାରମ୍ବାର ଫୋନ କରି ଡକାଗଲା କିନ୍ତୁ ପୁଅ ତ ଆସିଲା ନାହି ।

ଯେବେ ମୁଖାଗ୍ନି ଦେବା ସମୟ ଆସିଲା ସେତେବେଳେ ବି ଡକାଗଲା ଆସିଲା ନାହି କୁଳାଙ୍ଗାର ପୁଅ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ । ୭୫ ବର୍ଷ ବୟସ୍କ ବୃଦ୍ଧ ଜଣକ ହେଉଛନ୍ତି ଜଣେ ବାପା ଆଉ ଯେଉଁ ପୁଅକୁ ଜନ୍ମ ଦେଇଥିଲେ ଆଉ ତା ପାଇଁ ଗର୍ବ କରୁଥିଲେ ସେହି ପୁଅ ଆଜି କୁଳଙ୍ଗାର ପୁଅ ହୋଇ ଯାଇଛି । ବାପାକୁ ମୁଖାଗ୍ନି ଦେବାକୁ ଆସିଲା ନାହି । ମନା କରି ଦେଲା ପୁଅ ଆଉ କହିଲା ସେଭଳି ବାପର ମୁଁ ପୁଅ ନୁହେଁ ।

ଯେଉଁ ବାପା ପୁଅ କୁ ଜନ୍ମ ଦେଇ ତା ପାଇଁ  କେତେ କଣ ସ୍ଵପ୍ନ ଦେଖିଥିଲା ଆଗକୁ ଯାଇ ପୁଅ ମୋତେ ବୃଦ୍ଧ ବୟସରେ ସାହାରା ହେବ ବୋଲି ବାପା ଭାବିଥିଲା କିନ୍ତୁ ସେହି ପୁଅ ମରିଗଲା ପରେ ମୁଖାଗ୍ନି ଦେବାକୁ ଆସିଲା ନାହି । ସତରେ ଏଭଳି ପୁଅକୁ ଜନ୍ମ ଦେଇ ସେ ବାପାର ଆତ୍ମା ଆଜି ନିଶ୍ଚୟ କାନ୍ଦୁଥିବ । ଏଭଳି ପୁଅ ଭଗବାନ କାହାକୁ ନ ଦିଅନ୍ତୁ ।

ତେବେ ଏହି ଘଟଣା କୁ ନେଇ ସାରା ଅଞ୍ଚଳ ରେ ଚର୍ଚ୍ଚା ଲାଗି ରହିଛି କି କେଉଁ ଭଳି ଭାବେ ଗୋଟେ ପୁଅ ତାରା ବାପା ର ଶେଷ ସମୟରେ ଆସିଲା ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇନ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *