‘ଐଶ୍ବରୀୟା ରାୟ ତ ସୁନ୍ଦରତା ପାଇଁ ଫ୍ୟାନ୍ସ କିନ୍ତୁ ମୁଁ ମୋ ସାର୍ଟ ଖୋଲିଦେଲେ…’ ନିଜ ବିଷୟରେ କିଛି ଏମିତି କହିଲେ କମେଡିଆନ Rajiba lochan Ojha

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଧେଡିଆ ନାମରେ ପରିଚିତ ଥିବା ବ୍ୟକ୍ତିଙ୍କ ବିଷୟରେ କିକି ଖାସ କଥା କହିବାକୁ ଯାଉଛୁ । ଯିଏ କି ନିଜର କ୍ୟାରିୟର ଫାଲତୁ କଥା ରୁ ଆରମ୍ଭ କରିଥିଲେ । ସୌର ଗୋସାଇଁ ଓ ଆମେ ତ ଟୋକା ଶଣ୍ଢ ମାର୍କା ଫିଲ୍ମରେ ଯିଏ କଣ କଲା ସେ ଡାଇଲଗ କହିଥିଲେ ତାଙ୍କର ପ୍ରକୃତ ନାଁ ହେଉଛି ରାଜୀବଲୋଚନ ଓଝା । ରାଜୀବ କହିଛନ୍ତି ତାଙ୍କର କମେଡିଆନ ହେବାକୁ ଇଚ୍ଛା ନ ଥିଲା କିନ୍ତୁ ତାଙ୍କ ମାମୁଁଙ୍କୁ କମେଡି କରିବାର ଦେଖି ସେ ପ୍ରେରଣା ପାଇଥିଲେ ।

ରାଜୀବ ନିଜର ଡାଇଲଗରେ କହିଛନ୍ତି ଯେମିତି ଐଶ୍ଵରୀୟା ରାୟ ତା ସୁନ୍ଦରତା ପାଇଁ ଫେମସ କିନ୍ତୁ ମୁଁ ସାର୍ଟ ଖୋଲି ଦେଲେ ଲୋକେ କାହିଁକି ହସନ୍ତୀ ବୋଧ ହୁଏ ମୋ ଠାରେ କିଛି ସ୍ପେଶାଲ କ୍ଵାଲିଟି ଥାଇପାରେ । ଏତେ ବଡ ବଡ ଡାଇଲଗ କହିବାର କାରଣ ହେଉଛି ହଉ ହଉ ହେଇଗଲା । ସେ କମେଡି ଡାଇଲଗ ମାରିବା ସମୟରେ ନିଜ ହସକୁ ରୋକିବାକୁ ପ୍ରୟାସ କରିଥାନ୍ତି କିନ୍ତୁ ତଥାପି ଅନେକ ସମୟରେ ହସି ଦେଇଥାନ୍ତି । ତାଙ୍କ ଘର କେଉଁଝର ଜିଲ୍ଲା ଆନନ୍ଦପୁରରେ । ଘରେ ତାଙ୍କ ମା ଅଛନ୍ତି ଆଉ ଭାଇଙ୍କ ସହ ସେ ଭୁବନେଶ୍ଵରରେ ରହୁଛନ୍ତି ।

ଆଉ ତାଙ୍କ ବାପା ଦୁନିଆରେ ନାହାନ୍ତି । ବର୍ତ୍ତମାନ ସେ ସମ ହସପିଟାଲରେ କାମ କରୁଛନ୍ତି ଏହା ସହ ୟୁଟ୍ଯୂବ ଚ୍ୟାନେଲରେ ବି କାମ କରୁଛନ୍ତି । ଏମିତିକି ଫିଲ୍ମରେ ଅଫର ଆସିଲେ ବି ସମୟ ବାହାର କରିବାକୁ କଷ୍ଟ ହୋଇଥାଏ । ରାଜୀବ ଗୋଟେ କଣ୍ଟେନ କରିବାକୁ ୩୦ରୁ ୪୦ ହଜାର ତାଙ୍କ ଖର୍ଚ୍ଚ କରୁଛନ୍ତି । ଆଉ ଯେଉଁ ମାନେ ଗୋଟେ ଗୋଟେ ବ୍ଲକସ କରୁଛନ୍ତି ସେମାନଙ୍କର ୪ ମିଲିୟନ ଭିୟୁଜ ଯାଉଛି । ସେ ତାଙ୍କର ନୂଆ ଚ୍ଯାନେଲ ରାଜୀବ ବଦମାସ ଖୋଲିଛନ୍ତି ଯାହାକୁ ଲୋକମାନେ ଖୁବ କମ ପସନ୍ଦ କରିଛନ୍ତି ।

ଯେବେ ଲୋକେ ଫିଲ୍ମରେ ତାଙ୍କୁ ପସନ୍ଦ କରିଛନ୍ତି କିନ୍ତୁ ୟୁଟ୍ଯୂବରେ ପସନ୍ଦ କରୁ ନାହାନ୍ତି । ରାଜୀବ ଗୋଟେ ରୋମାଟିକ ଡାଇଲଗ କହୁଛନ୍ତି ଯାହାକୁ ତୁମେ କୁହ ଚିତ୍ର ମୁଁ ତାକୁ କୁହେ ସୃଷ୍ଟି ଏମିତି ହୁଅନ୍ତା ନି ଆମେ ଦି ଜଣ ବଦଳି ଯାଆନ୍ତେ କିଛି କ୍ଷଣ ପାଇଁ ତମେ ମୋତେ ପଚାରନ୍ତ ପ୍ରେମର ରଙ୍ଗ କଣ ମୁଁ କହିବି ଏମିତି କଣ ପ୍ରଶ୍ନ ପଚରାଯାଏ । ସେ ନିଜର ମ୍ୟାରେଜ ବିଷୟରେ କହିଛନ୍ତି ବହୁତ ଝିଅଙ୍କୁ ପଟେଇଲିଣି କିନ୍ତୁ କେହି ପଟି ନାହାନ୍ତି । ବୋଧ ହୁଏ ସେମାନେ ଭାବୁଛନ୍ତି ଏଟା ଜୋକ କରୁଛି ବାହା ହୋଇଛି ।

କିନ୍ତୁ ବାସ୍ତବରେ ରାଜୀବ ବାହା ହୋଇ ନାହାନ୍ତି । କେହି ଝିଅ ତାଙ୍କୁ ପ୍ରପୋଜ କରି ନାହାନ୍ତି । ଏତେ ଫ୍ୟାମ୍ସ ହେବା ପରେ ବି ତାଙ୍କୁ କେହି ପଚାରୁ ନାହନ୍ତି ଯାହା ପାଇଁ ଟଙ୍କା ମନରେ ପ୍ରବଳ ଅପସୋସ ରହିଛି । କେହି ଜଣେ ତ ଭଲ ପାଇ ସଂସାର ଗଢିବା କଥା ବୋଲି ରାଜୀବ କହିଛନ୍ତି । ସେ ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି ଏମିତିକି ତାଙ୍କ ଚପଲ ମଧ୍ୟ ଚିଡି ଯାଇଛି । ବନ୍ଧୁଗଣ ଆପଣମାନଙ୍କୁ ରାଜୀବଙ୍କ କମେଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *