CCTVର ଯୁଗ ହେଲା ଶେଷ! ଏବେ Video ରେକର୍ଡ କରିବ LED Bulb… ଦେଖନ୍ତୁ କେମିତି

ନମସ୍କାର ବନ୍ଧୁଗଣ, ଆଜିକାଲି ଆମ ଘରର ସୁରକ୍ଷା ପାଇଁ ଆମେ ମାନେ ଅନେକ ସମୟରେ ସିସିଟିଭି ର ବ୍ୟବହାର କରୁଛେ । କିନ୍ତୁ ଏବେ ଆପଣଙ୍କୁ ସିସିଟିଭି ସୁରକ୍ଷା ପାଇଁ ବ୍ୟବହାର କରିବାକୁ ପଡିବ ନାହି । କାରଣ ଏବେ ବଲବ ରେ ଲାଗିଥିବା ସିସିଟିଭି ଯାହା ଫଳରେ ଆପଣ ମାନେ ଘରକୁ ଆଲୁଅ ତ ପାଇବେ ଏହା ସହ ସୁରକ୍ଷା ବି ପାଇବେ । ଆପଣ ମାନେ ଜାଣିଥିଲେ ଆଶ୍ଚର୍ଯ୍ୟ ହେବେ ବି କି ଏବେ ବିଦ୍ୟୁତ ବଲବ ରେ ଫିଟ କରା ଯାଉଛି ସ୍ପାଏ କ୍ୟାମେରା । ହୁଏ ତ ବଲବ ରେ ଏହା କେଉଁ ସ୍ଥାନରେ ଫିଟ କରା ଯାଉଛି ତାହା ସାଧାରଣ ଭାବେ ଦେଖାଯାଉ ନାହି ।

କିନ୍ତୁ ଆପଣଙ୍କ ଘରର ଭିତରେ କଣ ହେଉଛି ତାହାର ସବୁ ଦୃଶ୍ୟ ବଲବ ରେ ରେକର୍ଡ ହୋଇ ପାରିବ । ବର୍ତ୍ତମାନ ସମୟରେ ବଜାର ରେ ଏହି ବଲବ ଖୁବ ସହଜରେ ମିଳି ଯାଇଛି । ଯଦି ଆପଣ ମାନେ ଆମାଜନ ସାଇଟ ରେ ଏହି ବଲବ କିଣିବାକୁ ଚାହିଁବେ ତେବେ ମାତ୍ର ୨ ହଜାର ଟଙ୍କା ଦେଇ ଅନ ଲାଇନ ଅର୍ଡର କରି ପାରିବେ ।

କାରଣ ବଳବ ରେ ଲାଇଟ ସହ ଫିଟ ହେଉ ରହିଛି କ୍ୟାମେରା ଯାହାର ଦାମ ବି ଏତେ ଅଧିକ ନୁହେଁ । ସୂଚନା ଅନୁଯାୟୀ ଏହି ବଳବ ୧୦୮୦ PHD ରିଜୋଲିୟୁସନ ରହୁଛି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ବଲବ ତିଆରି କରିଥିବା କମ୍ପାନୀ ପକ୍ଷ ରୁ କୁହ ଯାଇଛି କି ବଳବ ର ଲାଇଟ ଯେମିତି ବଲବ ରେ ରେକର୍ଡ ହୋଇଥିବା ଦୃଶ୍ୟ ବି ଠିକ ସେମିତି ରହିବ ।

ଅର୍ଥାତ କ୍ୟାମେରା ରେ କ୍ୟାପଚାର ହୋଇଥିବା ସବୁ ଭିଡିଓ ଅତ୍ୟନ୍ତ ସ୍ପଷ୍ଟ ଦେଖାଯିବା ବୋଲି କମ୍ପାନୀ ଦାବି କରିଛି । କେବଳ ଏତିକି ନୁହେଁ ବରଂ ଏହି ବଳବ ର କ୍ୟାମେରା ରେ ତୁଫାନ 4G ୱାଇଫାଇ ସପୋର୍ଟ କରିବ । ଆପଣ ଚାହିଁଲେ ଏହାକୁ ନିଜର ସ୍ମାର୍ଟ ଫୋନ ରେ ବି ନିୟନ୍ତ୍ରଣ କରି ପାରିବେ । ଏଥିରେ ଅଟୋ ଟ୍ରାକିଙ୍ଗ ଟେକନୋଲୋଜି ରହିଛି ।

ତେବେ ଏହାର ଚାହିଦା ଏବେ ଅଧିକ ରହି ଥିବାର କମ୍ପାନୀ ପକ୍ଷ ରୁ କୁହା ଯାଇଛି । ତେବେ ଆପଣଙ୍କ ଘରେ ଯାହା ବି ଘଟଣା ଦୁର୍ଘଟଣା ଗତିବ ତାହା ସବୁ ଏହି ବଲବ ରେ ଠିଆ କ୍ୟାମେରା ରେକର୍ଡ ହୋଇ ପାରିବ ବୋଲି କମ୍ପାନୀ ପକ୍ଷ ରୁ ସ୍ପଷ୍ଟ ହୋଇଛି ।

ତେବେ ଏହି ବଲବ ସୁରକ୍ଷିତ ଆଉ ବହୁତ ସହଜ ଉପାୟ ଆପଣ ନିଜ ଘରର ସୁରକ୍ଷା ବ୍ୟବସ୍ଥା କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି କ୍ୟାମେରା ଫିଟ ବଲବ କୁ ନେଇ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *