ବିଧାୟକ Rudra Maharathy ଙ୍କ ଗୋଟିଏ ଫୋନ କଲର କମାଲ ଦେଖିଲେ ଲୋକେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏବେ ବନ୍ୟା ସ୍ଥିତି କମ ରହିଛି ଆଉ ଛାଡି ଯାଇଛି ଦୁର୍ଦ୍ଦଶା । ଏ ହେଉଛି ଡେଲାଙ୍ଗ ବ୍ଲକ ସିଆମ ବ୍ରହ୍ମପୁର ପଞ୍ଚାୟତର ମଳି ଗାଁ । କିଛି ଦିନ ପୂର୍ବେ ଏହି ଜମି ଉପରେ ଛିଡା ହୋଇଥିଲା ମୁଣ୍ଡେ ଉପରକୁ ବନ୍ୟା ଜଳ । ଗାଁ କୁ ପ୍ରବେଶ କରିବାକୁ ଡଙ୍ଗା ର ସାହାରା ଦେବାକୁ ପଡିଥିଲା । ପୁରା ଗାଁ ଥିଲା ଜଳ ବନ୍ଦୀ । ଏଭଳି ବିପଦ ସମୟରେ ଲୋକ ମାନଙ୍କୁ ଭଲ ମନ୍ଦ ବୁଝିବାକୁ ବୋଟ ସାହାଯ୍ୟରେ ଆସି ପହଞ୍ଚି ଥିଲେ ଦେଲଙ୍ଗା ପଞ୍ଚାଯତ ରେ ବୁଧାୟକ ରୁଦ୍ର ମହାରଥୀ । ବନ୍ୟା ପାଣି ଛାଡିବା ପରେ ଗାଁ କୁ ଆସି ସବୁ ସମସ୍ଯା ବୁଝିବେ ବୋଲି କଥା ଦେଇ ଯାଇଥିଲେ ରୁଦ୍ର ମହାରଥୀ ।

ଆଉ ଏବେ ବନ୍ୟା ପଣି ଛାଡିବା ପରେ ଗାଁ କୁ ଆସି ରୁଦ୍ର ଭାଇ ବିଭିନ୍ନ ପ୍ରସଙ୍ଗରେ ଲୋକ ମାନଙ୍କ ସହ ଆଲୋଚନା ଅରିଛନ୍ତି । ଅଧ ପନ୍ତରିୟା ପଡିଛି ବିଜୁ ସେତ । ନିର୍ମାଣ ସେତୁ ପାଖରେ କିଛି ଲୋକ ମାନଙ୍କର ଜମି ରହିଥିବାରୁ ସମସ୍ଯା ଦେଖା ଯାଇଛି ଯାହା ପାଇଁ ସେତୁ ନିର୍ମାଣ ଅଧା ରୁ ରହିଛି ।

ତେବେ ଜନ କଲ୍ୟାଣ ପାଇଁ ଜମି ଛାଡିବାକୁ ବିଧାୟକ ରୁଦ୍ର ମହାରଥୀ ଙ୍କ ଅନୁରୋଧ ପରେ ଲୋକ ମାନେ ଜମି ଦାନ କରିବାକୁ ରାଜି ହୋଇଛନ୍ତି । ସେଭଳି ବନ୍ୟା ରେ ବ୍ରିଜ ନିକଟରେ ଥିବା ଅପ୍ରୋଚ ରାସ୍ତା କ୍ଷତି ଗ୍ରସ୍ତ ହୋଇ ଥିବାରୁ ଯୁଦ୍ଧ କାଳୀନ ଭିତରେ ସେତୁ ନିର୍ମାଣ ଓ ରାସ୍ତା ମରମତି ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଘଟଣା ସ୍ଥଳରେ ଥାଇ ଫୋନ କରି ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ରୁଦ୍ର ମହାରଥି ।

ଯାହାର ଭିଜୁଆଲ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ବିପଦ ସଙ୍କୁଳ ଅବସ୍ଥାରେ ଏହି ବ୍ରିଜ ଦେଇ କୁନି କୁନି ପିଲା ଏମାନେ ସ୍କୁଲ ଯାଉ ଥିବାରୁ ତୁରନ୍ତ ଏ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ କଡା ତାଗିଦ କରିଛନ୍ତି ରୁଦ୍ର ଭାଇ । ବିଧାୟକ ନିର୍ବାଚିତ ଲୋକ ପ୍ରତିନିଧି ଙ୍କ ତରଫରୁ ଗାଁ ରେ ରନ୍ଧା ଖାଦ୍ଯ ଦିଆ ଯାଇଥିବା ବେଳେ ମଳି ଗାଁ ର ବିକାଶର ଦାୟିତ୍ଵ ନିଜ କାନ୍ଧ କୁ ନେଇଛନ୍ତି ରୁଦ୍ର ଭାଇ ।

ଏହି ଗାଁ ରେ ସବୁ ପ୍ରକାରର ସରକାରୀ ଯୋଜନା ଦଳ ମତ ନିର୍ବିଶେଷରେ ଯେପରି ଯୋଗ୍ୟ ହିତାଧିକାରୀ ଙ୍କ ପାଖରେ ପହଞ୍ଚିବା ସେ ନେଇ ଲୋକ ମାନଙ୍କ ଆଗରେ ଖୋଲା ଖୋଲି କହିଛନ୍ତି ବିଧାୟକ ରୁଦ୍ର ଭାଇ । ଲୋକଙ୍କ ବିପଦ ସମୟରେ ଲୋକଙ୍କୁ ଭୋଟ ପାଇ ଜିତିଥିବା ବିଧାୟକ ଙ୍କୁ ପାଖରେ ପାଇ ମଳି ଗାଁ ଲୋକେ ବି ଖୁସି ବ୍ୟକ୍ତ କରିଛନ୍ତି ।

ରୁଦ୍ର ଭାଇ ଙ୍କ ଏହି ରୁଦ୍ର ଅବତାର କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେବ ସହ ଆଲୋଚନା ମଧ୍ୟ ଜାରି ରହିଛି । ଲୋକ ମାନେ କହୁଛନ୍ତି ନେତା ହେବ ତ ଏମିତି ଆମ ରୁଦ୍ର ଭାଇ ଭଳି । ବନ୍ଧୁଗଣ ଆପଣ ମାନଙ୍କର ରୁଦ୍ର ଭାଇଙ୍କ ଏହି ମହାନ କାମକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *