ନିଜ ପ୍ରେମିକାକୁ ବିବାହ କଲେ ଜୀବନ ସାଥି ସିରିୟଲ ର ସତିଶ

ଦର୍ଶକବନ୍ଧୁ ବିବାହ ବନ୍ଧନରେ ବାନ୍ଧିହେଲେ “ସତିଶ” । ସେ ଜୀବନ ସାଥି ଧାରାବାହିକରେ ଅଭିନୟ କରି ଦର୍ଶକମାନଙ୍କ ମନକୁ ବେସ ଛୁଇଁ ସାରିଛନ୍ତି । ଦର୍ଶକମାନଙ୍କ ମନରେ ନିଜର ଏକ ସ୍ଵୋତନ୍ତ୍ର ସ୍ଥାନ ବନାଇଛନ୍ତି । ବନ୍ଧୁଗଣ ଓଡିଆ ମାନେ ସାଧାରଣତ ସିରିୟଲ ଦେଖିବାକୁ ପସନ୍ଦ କରିଥାନ୍ତି । ପ୍ରାଏ ସନ୍ଧ୍ୟା ହେଲା ମାନେ ଘରେ ଘରେ ଜି’ ସାର୍ଥକ ଅଥବା ଅନ୍ଯାନ୍ଯ ଓଡିଆ ଚାନେଲ ଲାଗିଯାଇଥାଏ । ବନ୍ଧୁଗଣ ସାଧାରଣତ ମହିଳା ମାନଙ୍କୁ ଡ୍ରାମା ପସନ୍ଦ ଆସିଥାଏ । ମହିଳା ମାନେ ନିଜ ଗୃହରେ ଥିବା ସମସ୍ତ କାର୍ଯ୍ୟ କୁ ସମାପ୍ତ କରି ସିରିୟଲ ଦେଖିବାକୁ ବସିଯାଆନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜୀବନ ସାଥି ଓଡିଆ ଧାରାବାହିକ ର ଅଭିନେତା “ସତିଶ” ( ଉଦିତ ) ଙ୍କ ବିବାହ ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଏବେ ଜାଣିନେବା ତାଙ୍କ ବିବାହ ସମ୍ବନ୍ଧରେ କିଛି ମହତ୍ବପୂର୍ଣ୍ଣ କଥା । ବନ୍ଧୁଗଣ “ସତିଶ” ( ଉଦିତ ) ତରଂଗ ସିନେ ପ୍ରଡ଼କସନ ରେ ଅଭିନୟ କରିଛନ୍ତି । ଲୋକ ମାନଙ୍କୁ ବେସ ପସନ୍ଦ ମଧ୍ୟ ଆସିଛି ତାଙ୍କ ଅଭିନୟ । ବନ୍ଧୁଗଣ ସତିଶ ଙ୍କର ରିୟଲ ନାମ ହେଉଛି “ଉଦିତ ଗୁରୁ” । ଦର୍ଶକବନ୍ଧୁ ସୂଚନା ରୁ ମିଳିଅଛି ଯେ, ସତିଶ ତାଙ୍କ ପିଲାଦିନର ପ୍ରେମିକା ଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ମାତ୍ର ଏହାକୁ ନେଇ ସତିଶ ଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ କିନ୍ତୁ ସୋସିଆଲ ମିଡିଆରେ ସତିଶଙ୍କ ନିର୍ବନ୍ଧ ର ଫଟୋଚିତ୍ର ଘୁରି ବୁଲୁଛି । ବନ୍ଧୁଗଣ ସୂଚନାରୁ ମିଳିଅଛି ଯେ ଦୁଇ ଜଣଙ୍କର ନିର୍ବନ୍ଧ କାର୍ଯ୍ୟ ଭୁବନେଶ୍ଵରରେ ଶେଷ ହୋଇଯାଇଛି । ଏହାପରେ ଉଭୟ ନିଜ ଆଗାମୀ ଜୀବନକୁ ନେଇ ବହୁତ ଖୁସି ଅଛନ୍ତି । ବନ୍ଧୁଗଣ ପ୍ରେମ ଏକ ଏଭଳି ସମ୍ପର୍କ ଯାହା ସବୁଠାରୁ ମୂଲ୍ଯବାନ ଅଟେ । ପ୍ରେମର ଅନୁଭୂତି ସହଜରେ ପରିପ୍ରକାଶ କରି ହେବନାହିଁ । ପ୍ରେମ ବନ୍ଧନରେ ଉଭୟ ଆସିଲେ, ଉଭୟ ଉଭୟଙ୍କୁ ନେଇ ବହୁତ ଚିନ୍ତିତ ତଥା ପ୍ରୋଟେକ୍ଟିଭ ରହିଥାନ୍ତି ।

ବନ୍ଧୁଗଣ ପ୍ରେମ ଜୀବନ ସେତେବେଳେ ସାକାର ହୋଇଥାଏ, ଯେତେବେଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଯାଆନ୍ତି । ସତିଶ ନିଜ ପିଲା ଦିନର ପ୍ରେମିକା କୁ ଜୀବନ ସାଥି ରୂପେ ପାଇ ବହୁତ ଖୁସି ଥିବାର ଦ୍ରୁଶ୍ଯ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ବନ୍ଧୁଗଣ ଉଭୟଙ୍କର ନିର୍ବନ୍ଧ ପରିବାରଙ୍କ ଉପସ୍ଥିତିରେ ବହୁତ ଧୂମଧାମ ରେ ଆୟୋଜନ କରାଯାଇଥିଲା । ଉଭୟ କେକ ମଧ୍ୟ କାଟିଥିଲେ । ବନ୍ଧୁଗଣ ସତିଶ ବହୁତ ଗୁଡିଏ ଓଡିଆ ଚଳଚିତ୍ରରେ କାମ କରିଛନ୍ତି । ସେ ବହୁତ ବଡ ବଡ ବ୍ୟକ୍ତିଙ୍କ ପାଖରେ ପ୍ରଶଂସାର ପାତ୍ର ହୋଇଛନ୍ତି । ସେ ଜଣେ ଭଲ ଅଭିନେତା ଥିବା ସହିତ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି ।

ବନ୍ଧୁଗଣ ତାଙ୍କ ମନରେ ଈର୍ଷା ଭାବ ଆଦୌ ନାହିଁ । ସେ ଅତି ସରଳ ଉପାୟରେ ନିଜର କିରଦାର କୁ ପରଦା ସାମ୍ନାରେ ରଖିଥାନ୍ତି । ଏଥିପାଇଁ ତାଙ୍କର ହେବାକୁ ଯାଉଥିବା ଧରମ ପତ୍ନୀ ବହୁତ ଗର୍ବ ଅନୁଭବ କରନ୍ତି । ଉଭୟଙ୍କ ପିଲାଦିନ ପ୍ରେମ ଜନ୍ମ ଜନ୍ମାନ୍ତର ବନ୍ଧନରେ ବାନ୍ଧି ହେବାକୁ ଯାଉଥିବାରୁ, ତାଙ୍କର ଆଗାମୀ ବୈବାହିକ ଜୀବନ ସୁଖମୟ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଉନ୍ନତି ର ପାହାଚ ଚଢି ଚାଲନ୍ତୁ ବୋଲି ଭଗବାନ ଙ୍କ ନିକଟରେ ଆମ୍ଭର ପ୍ରାର୍ଥନା । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଯଦି ପସନ୍ଦ ଆସିଥାଏ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *