ଶୁକ୍ରବାର 02 ଏପ୍ରିଲ 2021- ମା’ ସନ୍ତୋଷୀଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ ଲାଭ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କୁ ଶିକ୍ଷଣକ କ୍ଷେତ୍ରରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିପାରେ  ଓ ସେଥିରେ ପଇସା ଖର୍ଚ ହୋଇପାରେ । ଯଦି ଆପଣ ମେଡିକାଲ କାର୍ଯ୍ୟ ସହିତ ଜଡିତ ଅଛନ୍ତି ଆଜି ଅଧିକ ଲାଭ ହୋଇପାରେ । ଆପଣଙ୍କ ପ୍ରରାକ୍ରମ ଓ ସାହସ ବହୁତ ବଢିବ । ସମଯରେ ମାନ ସନମାନ ବହୁତ ମିଳିବ । ପରିବାରରେ ସୁଖ ଶାନ୍ତି ରହିବ । ନିଜ କଥାକୁ କଠୋର କରନ୍ତୁ ନହିଁ । ଦାଂପତ୍ଯ ଜୀବନରେ ମଧୁରତା ବନି ରହିବ ।

ବୃଷ :- ଆପଣ ପ୍ରେମରେ ଡୁବି ରହିବେ । ଅଚିହ୍ନ ଲୋକ ଉପରେ ଭରସା କରନ୍ତୁ ନହିଁ । ଅନ୍ଯଥା ହଇରାଣ ହୋଇପାରନ୍ତି । ନକରାତ୍ମକ ବିଚାରଠୁ ଦୂରରେ ରୁହନ୍ତି । ଦିନ ଆରମ୍ଭରୁ ଆଳସ୍ୟ ଲାଗି କାମ କରିବା ପାଇଁ ଇଛା ହେବ ନହିଁ । ଜରୁରୀ କାର୍ଯ୍ୟକୁ ପ୍ରାଥମିକତାରେ ପୂର୍ଣ କରନ୍ତୁ । ଦେବା ନେବାରେ ସାବଧାନ ରୁହନ୍ତୁ । ନିବେଶ କରିବା ଦ୍ଵାରା ଲାଭ ସମ୍ଭବ ହୋଇବ । ପୁରୁଣା ସାଙ୍ଗଙ୍କ ସହିତ ଭେଟ ହେବ ।

ମିଥୁନ :- ଆଜି ଆପଣଙ୍କ ଘରେ କୌଣସି ଶୁଭ କାର୍ଯ୍ୟର ଆୟୋଜନ ହୋଇବ । ଆପଣ ନିଜର ସଂପର୍କକୁ ବହୁତ ଭଲ ଭଲ ବନାଇବେ । ଆପଣ ସମସ୍ତଙ୍କୁ ଖୁସିରେ ଲଗାଇବାକୁ ଚେଷ୍ଟା କରିବେ । ଗଳା ଓ ନାକ ସମ୍ବନ୍ଧୀୟ ସମସ୍ଯା ଉପୁଜି ପାରେ । ବିଜନେସରେ କୌଣସି ନୂଆ ନିସ୍ପତି ନିଅନ୍ତୁ ନହିଁ । ଦାଂପତ୍ଯ ଜୀବନରେ ପ୍ରେମ ପ୍ରେମ ଓ ରୋମାନ୍ସେ ବଢିବ । ଜୀବନ ସାଥି ଆପଣଙ୍କ ଉପରେ ଖୁସି ରହିବେ । ଆପଣଙ୍କ ପ୍ରତି ଆପଣଙ୍କ ପ୍ରେମିର ସ୍ନେହ ବଢିବ ।

କର୍କଟ :- କୌଣସି ନୂଆ କାର୍ଯ୍ୟରେ ପ୍ରତିବନ୍ଧକ ଆସିପାରେ । ଆଜି ବହୁତ ସାବଧାନ ଓ ସତର୍କତା ଅବଲମ୍ବନ କରନ୍ତୁ । ଟିକେ ଦାୟିତ୍ଵ ହୀନତା ଅଧିକ ଚିନ୍ତା ବଢାଇ ପାରେ । ରୁଟିନ କାମ ଦ୍ଵାରା ଧନ ଲାଭ ହୋଇପାରେ । ବିଜନେସରେ ନୂଆ ଏଗ୍ରୀମେଣ୍ଟ କରିବାରେ ବଞ୍ଚିକି ରୁହନ୍ତୁ । କରଜ ନେବାର ମନ ବନାଇବେ । ଆପଣଙ୍କର ବଡ ଅସୁବିଧା ଦୂର ହୋଇପାରେ । ସନ୍ତାନ ଠାରୁ ସହଯୋଗ ମିଳିପାରେ ।

ସିଂହ :- ଭଲ ସାଙ୍ଗ ମିଳିବ ଯାହା ସହିତ ଆପଣ ହୃଦୟର କଥା କହିପାରିବେ । ଆପଣଙ୍କୁ ଆମଦାନିର ନୂଆ ସ୍ରୋତ ପ୍ରାପ୍ତ ହେବ । ଆଜି ଘରେ କିଛି ନୂଆ କରିବାର ଚେଷ୍ଟା କରିବେ । କାରଖାନାରେ ନୂଆ ମସିନାରୀକୁ ଲଗାଇବା ଦ୍ଵାରା ଲାଭ ହେବ । ସମୟ ପର କିଏ ତାହା ଚିହ୍ନଟ କରାଇବ । ଜୀବନସାଥିର   ବ୍ୟବହାରରେ  ପରିବର୍ତନ ଆସିବ । ବିବାହିତା ଲୋକଙ୍କ ଜୀବନରେ ସୁଗମ ରହିବ ।

କନ୍ୟା :- ଦାଂପତ୍ଯ ଜୀବନରେ ମଧୁରତା ଆସିବା ଦ୍ଵାରା ଆନନ୍ଦ ହିନ ଆନନ୍ଦ ମିଳିବ । ମନ ବହୁତ ଖୁସି ରହିବ । ଭାଇ ବନ୍ଧୀଙ୍କ ସହିତ ଆନନ୍ଦ ପୂର୍ବକ ସମୟ ବିତିବ । ଆପଣଙ୍କ ଚଞ୍ଚଳତା ପାଇଁ ସମ୍ବନ୍ଧ କମଜୋର ହେବ । କୌଣସି କାର୍ଯ୍ୟ କରିବା ପୂର୍ବରୁ ତାକୁ ବୁଝିସୁଝି ତା ଉପରେ ସମର୍ପିତ ରୁହନ୍ତୁ, ତେବେ ଯାଇ ଆପଣ ସଫଳ ହେବେ । ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ । ବଡ ଲୋକ ଓ ସାଧୁ ସନ୍ଥଙ୍କ ଆଶୀର୍ବାଦ ଭାଗ୍ଯଦୟ ହେବ ।

ତୁଳା :- ସମ୍ପର୍କୀୟଙ୍କ ସହିତ ସମ୍ବନ୍ଧରେ ବହୁତ ସୁଧାର ହେବ । କାମରେ ଧ୍ୟାନ ନଦେବା କାରଣରୁ କୌଣସି ଅସୁବିଧା ହୋଇପାରେ । ପରିବାରରେ ଚାଲି ଆସୁଥିବା ସମସ୍ଯା ଠାରୁ କିଛି ସମୟ ପର୍ଯ୍ୟନ୍ତ ସାନ୍ତ୍ଵନା ମିଳିବ । ଆପଣଙ୍କ ପରିଶ୍ରମକୁ ଉଚିତ ସନମାନ ମିଳିବ ଏବଂ ନୂଆ ଦାୟିତ୍ଵର ଭାର ଆପଣକ ମୁଣ୍ଡ ଉପରେ ରହିବ । ସ୍ଥାନ ପରିବର୍ତନ ସମ୍ଭବ ହୋଇବ । ଆପଣଙ୍କ ସାମାଜିକ ଲୋକ ପ୍ରିୟତା ବଢିବ ଓ ଲୋକ ମହତ୍ବପୂର୍ଣ ମମଳରେ ଆପଣଙ୍କ ସଜେସନ ନେବେ ।

ବିଛା :- ବହୁତ ପ୍ରକାର କାମ ହାତକୁ ଆସିବା ଦ୍ଵାରା ବ୍ୟଗ୍ରତା ବଢିପାରେ । ହଠାତ କୌଣସି ଶୁଭ ସମାଚାର ବା ରହିଥିବା ଧନ ପ୍ରାପ୍ତ ହେବ । ଶତ୍ରୁ ପରାଜିତ ହେବେ । ସାର୍ବଜନିତକ୍ଷେତ୍ରରେ ଲାଭ ଓ ପ୍ରସିଦ୍ଧ ମିଳିପାରେ । ଚିନ୍ତାର ବିଷୟ ରହିଛି । ସ୍ୱାସ୍ଥ୍ୟ ଠିକ ରହିବ କିନ୍ତୁ ଆପଣ ମାନସିକ ରୂପରେ ବହୁତ ଟେନସନ ରହିବେ । କୌଣସି ମିତ୍ର ବା ଶୁଭ ଚିନ୍ତକ ଠାରୁ ଭରପୁର ସହଯୋଗ ମିଳିବ ।

ଧନୁ :- ଆଜି ଆପଣଙ୍କ ମନରେ କିଛି ବଡ ବିଚାର ଆସିପାରେ । ଆଜି ଆପଣଙ୍କୁ ହଠାତ କୌଣସି ଭଲ ଅବସର ମିଳିବ । ଆପଣ ତାର ଫାଇଦା ଉଠାଇବା ପାଇଁ ପ୍ରସ୍ତୁତ ରୁହନ୍ତି । ଆଜି ବିଦେଶୀ କାରୋବାର ସହିତ ଜଡିତ ଲୋକଙ୍କୁ ଭଲ ଲାଭର ସମ୍ଭାବନା ରହିଛି । ହଠାତ ମନରେ ଚେଞ୍ଜେସ ଆସିପାରେ ଯାହାକି ଆପଣଙ୍କ ପାଇଁ ଫାଇଦା ହୋଇପାରେ । ଆପଣଙ୍କ ନିଜ ଉଚ ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ ।

ମକର :- ସଚୋଟ ଓ ନିର୍ଧାରିତ ନିୟମର ଧ୍ୟାନ ରଖନ୍ତୁ । ରାଜନୀତି ସହିତ ଜଡିତ ଲୋକ ଆଜି ଆବଶ୍ୟକ ରହିଥିବା ଲୋକଙ୍କ ସହଯୋଗ କରିବାର ସୁଯୋଗ ମିଳିବ । ଯଦି ଆପଣ କେଉଁଠି ନିବେଶ କରିବାକୁ ଚାହୁଁ ଛନ୍ତି ଏବେ କିଛିଦିନ ରହିବା ଠିକ ରହିବ । କାମ କାର୍ଯ୍ୟର ପ୍ରେସର ବଢିବ ଓ ନିଜ ଲକ୍ଷକୁ ପୁରା କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ ।

କୁମ୍ଭ :-  କୌଣସି ଗୋଟେ ବ୍ୟକ୍ତି ସହିତ ଆପଣଙ୍କୁ ସମ୍ପର୍କ ଭିତରେ କୌଣସି ମାମଲା ସମାଧାନ କରିବାର ଯୋଗ ବନୁଛି । କୌଣସି ବଡ ଲୋକଙ୍କ ସ୍ୱାସ୍ଥ୍ୟ କମଜୋର ରହିବ ଓ ଆପଣଙ୍କ ନିଜର ମାନସିକ ସ୍ଥିତି ବେସୀ ଭଲ ରହିବ ନହିଁ । ଆପଣ କଉସୀ ଭୁଲ କାମରେ ପଇସା ଖରଚ କରିବେ । ଆଯ ସାମାନ୍ଯ ରହିବ । ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ ।

ମୀନ :- ଆଜି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତତା ବଢିପାରେ । କୌଣସି କ୍ଷତି ପାଇଁ ପ୍ରସ୍ତୁତ ରୁହନ୍ତୁ । ଫାଲଟୁ ଖର୍ଚ ହେବାର ଯୋଗ ବନୁଛି । କାର୍ଯ୍ୟ କ୍ଷେତ୍ରରେ ଅସୁବିଧା ଓ ଚିନ୍ତା ହୋଇପାରେ । ଦୁର୍ଘଟଣା ହେବାର ସମ୍ଭାବନା ରହିଛି । କିଛି ଖାସ କାମ ଅଧା ରହିପାରେ । ବିନା ବୁଝି ବିଚାରୀ କରିଥିବା ନିବେଶରେ ସମସ୍ଯା ଆସିପାରେ ।

Leave a Reply

Your email address will not be published. Required fields are marked *