ଯଦି ଆପଣ ନିଜ ସବୁ ଇଛା ପୁରଣ କରିବାକୁ ଚାହୁଁଛନ୍ତି… ତାହେଲେ ଏହି ଗୋଟେ ମନ୍ତ୍ର ଶନିବାର ଦିନ କହିଦିଅନ୍ତୁ…

ବନ୍ଧୁଗଣ ଭାଗବତରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେବବୃକ୍ଷ ଓସ୍ତ ବୋଲି କୁହାଯାଇଥାଏ । ଓସ୍ତ ବୃକ୍ଷର ମୂଳରେ ଭଗବାନ ବ୍ରହ୍ମା, ମଝିରେ ଭଗବାନ ନାରାୟଣ ଓ ବୃଖର ଅଗ୍ର ଭାଗରେ ଭଗବାନ ଶିବ ବାସ କରନ୍ତି । ଓସ୍ତ ବୃକ୍ଷର ପୂଜନ ଦ୍ଵାରା ବହୁତ ପୂଣ୍ୟଫଳ ମିଳିଥାଏ । କେବଳ ରବିବାର ଦିନଟିକୁ ଛାଡି ସପ୍ତାହର ଅନ୍ୟ ସବୁ ବାରରେ ଓସ୍ତ ଗଛର ପୂଜା କରିପାରିବେ । ଯଦି ଓସ୍ତ ବୃକ୍ଷକୁ ସବୁବେଳେ ପୂଜା କରିବାକୁ ସମ୍ଭବ ହେଉନଥାଏ । ହେଲେ ମଧ୍ୟ ଶନିବାର ଦିନ ନିହାତି ଭାବେ ଓସ୍ତ ଗଛର ପୂଜା କରନ୍ତୁ ।

କାରଣ ଶନିବାର ଦିନଟିଏ ଯଦି ଆପଣ ଓସ୍ତ ଗଛର ପୂଜା କରନ୍ତି । ତେବେ ଆପଣ ଓ ଆପଣଙ୍କ ପରିବାର ସଦସ୍ୟଙ୍କ ଗ୍ରହ ଶାନ୍ତ ହୋଇଥାନ୍ତି । ଧନ, ଆୟୁ ପ୍ରାପ୍ତି ହୋଇଥାଏ । ଏଥିସହ ଶନିବାରକୁ ଯେଉଁ ବ୍ୟକ୍ତି ଓସ୍ତ ଗଛର ପୂଜା କରିଥାଏ । ତେବେ ତା’ ର ମନବାଞ୍ଛା ମଧ୍ୟ ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି । ତେଣୁ ଯେଉଁ ବ୍ୟକ୍ତି ନିଜର ମନୋକମନା ଶୀଘ୍ର ପୂରଣ କରିବାକୁ ଚାହୁଁଥାନ୍ତି । ଯେଉଁ ବ୍ୟକ୍ତି ଏଠାରେ କୁହାଯାଉଥିବା ଉପାୟକୁ ସକାଳୁ କରିବେ ।

ତେବେ ବହୁତ ଜଲ୍ଦି ହିଁ ତା’ ର ମନବାଞ୍ଛା ପୂରଣ ହୋଇବ । ବିଶେଷ କରି ଏହି ଉପାୟଟିକୁ ଆପଣ ଶନିବାର ଦିନରେ ହିଁ କରନ୍ତୁ । ଆପଣ ସକାଳଉ ଉଠି ନିଜର ନିତ୍ୟକର୍ମ ସାରି ପ୍ରଥମେ ଘର ଠାକୁର ଘର ପୂଜା କରନ୍ତୁ । ତାପରେ ଘର ପାଖରେ ଥିବା କୌଣସି ଓସ୍ତ ବୃକ୍ଷ ନିକଟକୁ ଜାଆନ୍ତୁ । ତାପରେ ସେହି ବୃକ୍ଷ ନିକଟରେ ରାଶି ତେଲର ଦୀପ ଜଳାନ୍ତୁ । ତାପରେ ଏହି 2 ବିଶେଷ ମନ୍ତ୍ରର ଜପ ଆପଣଙ୍କୁ କରିବାକୁ ପଡିବ ।

ସେହି 2 ଟି ଚମତ୍କାରୀ ମନ୍ତ୍ର ହେଉଛି । ତେବେ ପ୍ରଥମ ମନ୍ତ୍ରଟି ହେଉଛି ଆୟୁଃ ପ୍ରଜ୍ଞା ଧନ ଧାନ୍ୟ ସୌଭାଗ୍ୟ ସର୍ବସମ୍ପଦ ଦେହି ଦେବ ମହାବୃକ୍ଷ ତ୍ଵମାହଂ ଶରନମ ଗତଃ । ତାପରେ ଦିତୀୟ ମନ୍ତ୍ରଟି ହେଉଛି ଦାମୋଦରଂ ପଦ୍ମନାଭଂ କେଶବଂ ଗରୁଡଧ୍ବଜମ ଗୋବିନ୍ଦ ମଚ୍ଯୁତଂ କୃଷ୍ଣମନୋନ୍ତମ୍ ପରାଜିତମ୍ ।

ଏହାପରେ ଏହି 2 ମନ୍ତ୍ର ବୋଲି ସାରି ଆପଣ ଓସ୍ତ ବୃକ୍ଷର 11 ଥର ପରିକ୍ରମା କରନ୍ତୁ । ତାପରେ ଗୋଟିଏ ପାତ୍ରରେ ପାଣି ନେଇ ଓସ୍ତ ବୃକ୍ଷର ଏକ ପତ୍ର ଆଣି ସେହି ପତ୍ରରେ ଓସ୍ତ ବୃକ୍ଷରେ ପାଣି ସିଂଚନ କରିବେ । ତାପରେ ସେହି ପାଣିକୁ ଘରକୁ ଆଣି ଆପଣ ପରିବାର ସମସ୍ତ ସଦସ୍ୟଙ୍କ ଉପରେ ଛିଞ୍ଚି ଦିଅନ୍ତୁ ।

ନିଜ ଉପରେ ମଧ୍ୟ ସେହି ପାଣିକୁ ଛିଛନ୍ତୁ । ତେବେ ଏହା କରିବା ଦ୍ଵାରା ଆପଣ ତଥା ଆପଣଙ୍କ ପରିବାର ଉପରେ ଥିବା ସବୁ ଅଶୁଭ ଶକ୍ତି ଦୂର ହୋଇବ । ଏଥିସହ ଘରେ ଲାଗି ରହୁଥିବା ଗୋଟିଏ ପରେ ଗୋଟିଏ ସମସ୍ଯା ମଧ୍ୟ ଘରୁ ଚାଲିଯିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *