ଏହି ଦୁନିଆରେ ବହୁତ ଲୋକ ଭଗବାନ ଶିବଙ୍କ ପାଖା ପାଖି ରହିବା ପସନ୍ଦ କରନ୍ତି, ଭଗବାନ ଶିବ ବହୁତ ଶୀଘ୍ର ନିଜ ଭକ୍ତ ମାନଙ୍କ ଉପରେ ପ୍ରଶନ ହୋଇଯାନ୍ତି ଓ ଭଗବାନ ତାଙ୍କ ଭକ୍ତ ସବୁ କଷ୍ଟ ଦୂର କରିଥାନ୍ତି, ଭଗବାନ ଶିବ ଠାରୁ ବହୁତ କମ ଏମିତି ଲୋକ ଥିବେ ଯିଏ ଦୂରେଇ ରହିବାକୁ ଚାହନ୍ତି । ଯଦି କାହା ଉପରେ ଭଗବାନ ଭୋଳେନାଥଙ୍କ ଆଶୀର୍ବାଦ ହୋଇଥାଏ, ତେବେ ସେହି ଲୋକ ଜୀବନ ସବୁ ଦୁଃଖ ସମାପ୍ତ ହୋଇଥାଏ ଏବଂ ସେହି ଲୋକ ସବୁ କିଛି ପ୍ରାପ୍ତ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ନାମ ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଭିତରେ ମହାଦେବଙ୍କ ଅଂସ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଭଗବାନ ଶିବଙ୍କୁ ପ୍ରଶନ କରି ପାରିବେ ଓ ମୃତ୍ୟୁ ମୂହରୁ ମଧ୍ୟ ଆପଣ ଫେରି ଆସି ପାରିବେ, ଏହି ମନ୍ତ୍ର ଜାପ ପରେ ଆପଣଙ୍କୁ ଯମ ମଧ୍ୟ ଛୁଇଁ ପାରିବେ ନାହିଁ । ତେବେ ଆମେ ଆପଣଙ୍କୁ ଯେଉଁ ପବିତ୍ର ପାବନ ମନ୍ତ୍ର ବିଷୟରେ କହୁଛୁ ତାହା ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ ଯାହା ମୃତ୍ୟୁ ମୁଖରୁ ମଧ୍ୟ ଲୋକଙ୍କୁ ଫେରେଇ ଆଣିଥାଏ ।

ଏହି ମନ୍ତ୍ର ବିଷୟରେ ବହୁତ ପୋରାଣିକ କଥା କୁହାଯାଇଛି ତେବେ ଆମେ ଆପଣଙ୍କୁ ଆଜି ଏଥିରୁ ଗୋଟେ କହିବାକୁ ଯାଉଛୁ, ରାବଣକୁ ଆପଣ ମାନେ ସମସ୍ତେ ବେସ ବିଏଚଏଲ ଭାବରେ ଜାଣିଥିବେ ତେବେ ରାବଣ ଭଗବାନ ଭୋଳେନାଥଙ୍କ ବହୁତ ବଡ ଭକ୍ତ ଥିଲା ରାବଣକୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ମନେ ରହିଯାଇଥିଲା ଓ ସେ ଏହି ମନ୍ତ୍ର ଜାପ ଓ ଘୋର ତପସ୍ୟା ଦ୍ଵାରା ନିଜ ମୃତ୍ୟୁକୁ ମଧ୍ୟ ଜିତ ପାରିଥିଲା ତେବେ ମହାଦେବ ଇଛା କରିଥିଲେ ରାବଣକୁ ମାରି ଦିଅନ୍ତେ କିନ୍ତୁ ରାବଣ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଦ୍ଵାରା ମହାଦେବଙ୍କୁ ମଧ୍ୟ ପ୍ରଶନ କରି ପାରିଥିଲା ଯାହା ଫଳ ସ୍ୱରୂପ ଭଗବାନ ତାକୁ ମାରିବାକୁ ଇଛା କଲେ ନାହିଁ । ତେବେ ଭଗବାନ ରାମଙ୍କୁ ପୃଥିବୀରେ ରାବଣ ହତ୍ୟା ପାଇଁ ଜନ୍ମ ନବାକୁ ପଡିଥିଲା ।

ତେବେ ଆପଣ ଜାଣି ପାରନ୍ତି ଯେ ମହା ମୃତ୍ୟୁଞ୍ଜୟ ମନ୍ତ୍ର କେତେ ବିଶେଷ ଅଟେ, ବହୁତ ଲୋକ ଏହା କୁହନ୍ତି ଯେ ସେ ମନ୍ତ୍ର ଉଚାରଣ ସଠିକ ଭାବରେ କରି ପାରନ୍ତି ନାହିଁ ତେବେ ଉଚାରଣ ସଠିକ ନହେଲେ ମନ୍ତ୍ର ଲାଭ ପ୍ରାପ୍ତ ହୋଇନଥାଏ ଏହି ଭଳି ଲୋକଙ୍କ ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଲକେଟ ଯେଉଁଥିରେ ମହା ମୃତ୍ୟୁଞ୍ଜୟ ଲେଖା ହୋଇଛି ଓ କେତେ ମନ୍ତ୍ର ଦ୍ଵାରା ଅଭିମନ୍ତ୍ରିତ ହୋଇଛି ଧାରଣ କରିବା ଉଚିତ ଏହାକୁ ଧାରଣ କଲା ପରେ ଆପଣଙ୍କୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାକୁ ପଡିବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।