ଶ୍ରାବଣର ବ୍ରତ ଏହି ମହିଳାମାନେ ରଖନ୍ତୁ ନାହିଁ, ନହେଲେ ମହାଦେବଙ୍କ ଅଭିଶାପ ଲାଗିପାରେ 

ଏହିଭଳି ପୁରୁଷ ଓ ମହିଳାକୁ ଶ୍ରାବଣମାସର ବ୍ରତ ରଖିବା ଉଚିତ ନୁହେଁ ଭଗବାନ ଶିବ କ୍ରୋଧ କରିପାରନ୍ତି । ମହାଦେବ ଏହି ବ୍ୟକ୍ତିଙ୍କ ପୂଜା କେବେ ସ୍ଵୀକାର କରନ୍ତି ନାହିଁ । ଶାସ୍ତ୍ର ଅନୁସାରେ ଶ୍ରାବଣ ମାସ ଭଗବାନ ଶିବଙ୍କ ଅତି ପ୍ରିୟ ଅଟେ, ସେଥିପାଇଁ ଶ୍ରାବଣ ମାସ ପୁରା ଶିବଙ୍କ ପୂଜାର୍ଚନା କରାଯାଏ । ଶ୍ରାବଣ ମାସ ପ୍ରେମର ମାସ ମଧ୍ୟ କୁହାଯାଏ । ଏହି ମାସରେ ଭକ୍ତ ଶ୍ରାବଣ ସୋମବାରର ବ୍ରତ ରଖନ୍ତି, ଏହିବ୍ରତ କରିବା ଦ୍ଵାରା ଭଗବାନ ଶିବ ପ୍ରଶନ ହୋଇ ସବୁ ମନୋକାମନା ପୁରା କରିଥାନ୍ତି ।

ବୈବାହିକ ଜୀବନରେ ସୁଖୀ ହେବାପାଇଁ ବି ଏହି ବ୍ରତ ରଖାଯାଏ । ଶ୍ରାବଣ ମାସରେ ଭକ୍ତ ଗଙ୍ଗା ନଦୀ ଓ ଅନ୍ୟ ପବିତ୍ର ନଦୀରୁ ପାଣି ଆଣି ଭଗବାନ ଶିବଙ୍କ ଜଳ ଅଭିଷେକ କରନ୍ତି । ଯାହା ଦ୍ଵାରା ଦେବଙ୍କ ଦେବା ମହାଦେବଙ୍କୁ ପ୍ରସନ କରାଯାଏ । 5 ପ୍ରକାର ମହିଳା ଓ ପୁରୁଷ ଏହି ବ୍ରତ ରଖିବା ଅନୁଚିତ । ପତି ପତ୍ନୀଙ୍କ ପାଇଁ ଶ୍ରାବଣ ମାସର ବ୍ରତ ରଖିବା ବହୁତ ମହତ୍ବପୂର୍ଣ ଅଟେ । ଏହି ବ୍ରତକୁ ପୂର୍ଣ୍ଣ ରୂପରେ କରିବା ଦ୍ଵାରା ବୈବାହିକ ଜୀବନ ସଫଳ ହୋଇଯାଏ ଓ ସାତ ଜନ୍ମର ସାଥୀହୋଇ ରହିପାରିବେ ।

Image Courtesy: Google

ଯଦି ଆପଣ ହିନ୍ଦୁ ପରମ୍ପରା ସହିତ ସାତଫେରାରେ ବିବାହ କରିନ, ତ ଆପଣ ଏହି ବ୍ରତକୁ ରଖିପାରିବେ ନାହିଁ । ଏହା ଶାସ୍ତ୍ରରେ ମନା ଅଛି,  ଯଦି ଆପଣ କୋର୍ଟ ମ୍ୟାରେଜ କରିଥିଲେ ମଧ୍ୟ ଏହି ବ୍ରତକୁ ରାଖୀ ପାରିବେ ନାହିଁ , ଯଦି ଆପଣ ସାତଫେର ନେଇଥିବେ ତାହେଲେ ଏହି ବ୍ରତକୁ କରିପାରିବେ । ସାତ ଫେର ନେଲେ ଯାଇ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରିବେ । ଯଦି ଆପଣ ଶାସ୍ତ୍ର ବିରୁଦ୍ଧରେ ଏହି କମ କରୁଛନ୍ତି ତ ଆପଣ ପାପର ଭାଗୀଦାର ହୋଇପାରିବେ ।

ମନରେ କ୍ରୂର ବିଚାର କରୁଥିବା କି ଦୁଷ୍ଟ ଲୋକ ଏହି ବ୍ରତରୁ ଦୂରେଇ ରୁହନ୍ତୁ । ଏମିତି ବ୍ୟକ୍ତିଙ୍କ ପୂଜା ମହାଦେବ କେବେବି ସ୍ଵୀକାର କରନ୍ତି ନାହିଁ ।   ଯଦି ଆପଣଙ୍କ ମନରେ ଭୁଲ ବିଚାର ଆସେ ଓ ପରର ଅମଙ୍ଗଳ ଚିନ୍ତା କରନ୍ତି ଏହିପରି ବ୍ୟକ୍ତି ଶ୍ରାବଣ ବ୍ରତ କରିବା ଅନୁଚିତ । ମହାଦେବ ଏହିଭଳି ବ୍ୟକ୍ତିଙ୍କ ଉପରେ ସବୁବେଳେ କ୍ରୋଧିତ ରୁହନ୍ତି, ଓ ତାଙ୍କ ପୂଜା କେବେବି ସ୍ଵୀକାର କରନ୍ତି ନାହିଁ । ଯଦି ଆପଣଙ୍କ ମନ ପବିତ୍ର ରହିବ ତେବେ ମହାଦେବ ଆପଣଙ୍କ କଥା ଶୁଣିବେ ।

Image Courtesy: Google

ଛାଡପତ୍ର ନେଇଥିବା ବ୍ୟକ୍ତି ଏହି ବ୍ରତକୁ କରିପାରିବେ ନାହିଁ, କାରଣ ଏହି ମାସ ପ୍ରେମର ପ୍ରତୀକ କୁହାଯାଏ । ସେଥିପାଇଁ ଆପଣ ଏହି ବ୍ରତକୁ କେବେବି ରଖନ୍ତୁ ନାହିଁ ।   ଶାସ୍ତ୍ରରେ ଅଛି ଯେଉଁ ପ୍ରେମୀ ଯୋଡା ଦୂରରେ ରୁହନ୍ତି ସମୟ ସହିତ ଏକ ହୋଇବାର ଆବଶ୍ୟକ ଅଛି । ତାହେଲେ ଯାଇ ଇଶ୍ଵର ତାଙ୍କ ପୂଜା ସ୍ଵୀକାର କରନ୍ତି । ସ୍ଵାମୀ ସ୍ତ୍ରୀ ଯଦି ମିଶି ପୂଜା କରିଥାନ୍ତି ତାହେଲେ ବହୁତ ଫଳ ପ୍ରାପ୍ତି ହୋଇଥାଏ । ଯଦି ଆପଣ ଶ୍ରାବଣ ମାସର ବ୍ରତ ରଖିବାକୁ ଚହୁଁଛନ୍ତି ତ ଦୁଇଜଣକୁ ଏକ ହେବାକୁ ପଡିବ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜଣେ ବେଶ୍ୟାର ପୂଜାଭଗବାନ କେବେ ସ୍ଵୀକାର କରନ୍ତି ନାହିଁ , ଏହା ଶାସ୍ତ୍ରର ବିରୁଦ୍ଧ ଅଟେ । ଏହା କରିବା ଦ୍ଵାରା ମହାପାପ ମାନନ୍ତି । ସେଥିପାଇଁ ଏହି ଶ୍ରାବଣ ବ୍ରତଠୁ ସେହିଭଳି ମହିଳା ଦୂରରେ ରହିବା ଆବଶ୍ୟକ, ଭୁଲରେ ବି ଏହି ବ୍ରତ ରଖିବା ଅନୁଚିତ ।

Image Courtesy: Google

ଏହି କଥା ମାନେ ରଖନ୍ତୁ କୁମାରୀ କନ୍ୟାକୁ ଶିବଲିଙ୍ଗ କେବେ ଛୁଇଁବା ଠିକ ନୁହେଁ, ଏହାକୁ ପାପ ମାନନ୍ତି । ଯଦି କୌଣସି ବ୍ୟକ୍ତିଙ୍କ ମନରେ ଖରାପ ଭାବନା ଓ ଗାଳି କରୁଥାଏ ତ ଭଗବାନ ଏପରି ବ୍ୟକ୍ତିଙ୍କୁ ନର୍କରେବି ସ୍ଥାନ ଦିଅନ୍ତି ନାହିଁ । ଭଗବାନ ଏପରି ବ୍ୟକ୍ତିଙ୍କ ପୂଜା କେବେ ସ୍ଵୀକାର କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *