ନିଜ ଝିଅ ସହ ବାପା କଲା ଏମିତି କାମ ଓ ଉଠେଇଲା ଫଟୋ, ଏହା ପରେ ଯାହା ହେଲା ଏହା ଆହୁରି ଆଶ୍ଚର୍ଯ୍ୟକର!

କେତେକ ଥର ଲୋକ ନିଜ ତ୍ୟାଲେନ୍ତ ଦେଖେଇବା ପାଇଁ କିଛି ବି କରିବା ପାଇଁ ରେଡି ଥାନ୍ତି, କିନ୍ତୁ ଲୋକ କେବେ ଏହା ଭାବି ନଥାନ୍ତି ଯେ ତାଙ୍କ ତ୍ୟାଲେନ୍ତ ତାଙ୍କ ପାଇଁ ଭାରି ପଡି ଥାଏ । ବିପଦରୁ ଖେଳିବା ସମସ୍ତଙ୍କ ଅଭ୍ଯାସ ନଥାଏ କିନ୍ତୁ କିଛି ଲୋକ ବିପଦ ଠାରୁ ଖେଳିବା ପସନ୍ଦ କରନ୍ତି ଓ ସେଥିପାଇଁ ସେ ଅଜବ ଗଜବ କାମ କରିଥାନ୍ତି ଯାହା ଦ୍ଵାରା ସେ ବିପଦ ଠାରୁ ଖେଳିବା ଜାଣି ପାରନ୍ତୁ ।

କେତେକ ଥର ଆପଣ କିଛି ଏମିତି ଲୋକଙ୍କ ବିଷୟରେ ଶୁଣିବାକୁ ପାଇଥିବେ ଯାହା ଦ୍ରୁଷ୍ଟିକଣ ନକରାତ୍ମକ ହୋଇଥାଏ ।

ଏମିତି ଲୋକ ନିଜ କାମ ପାଇଁ ଅନ୍ୟ ଲୋକଙ୍କୁ ଚିନ୍ତା ଦେଇ ଥାନ୍ତି, ଏମିତି କିଛି ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ରୁସ ର ଅଟେ । ରୁସରେ ରୋମାନ ଅଫାନାଶ୍ୟେବ ଦୁଇ ଛୁଆଙ୍କ ବାପା ଅଛନ୍ତି ଓ ଖତରୋନ କେ ଖିଲାଡ଼ି ଅଛନ୍ତି ଓ କେବଳ ମସ୍ତି ପାଇଁ ସେ ନିଜ ଜୀବନ ବିପଦରେ ପକାନ୍ତି । କିନ୍ତୁ କଣ କେହି କେବଳ ନିଜ ମସ୍ତି ପାଇଁ ନିଜ ଛୁଆ ଜୀବନ ମଧ୍ୟ ବିପଦରେ ପକେଇ ପାରେ ?କିନ୍ତୁ ରୋମାନକୁ ଯେମିତି ଏହା କରିବାର ଅଭ୍ଯାସ ହେଇ ଯାଇଛି ।

ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ଗୋଟେ ଦିନ ସେ ନିଜ ଛୁଆ ଜୀବନ ମଧ୍ୟ ମସ୍ତି ପାଇଁ ବିପଦରେ ପକେଇ ଦେଲେ ଯାହା ପାଇଁ ତାଙ୍କୁ ୩ ବର୍ଷ ଜେଲ ହୋଇଛି ଓ ସେ ଜେଲ ରେ ଅଛନ୍ତି । ଫଟୋରେ ଆପଣ ଦେଖି ପାରନ୍ତି ଗୋଟେ ବାପା ତା ନିଜ ଝିଅକୁ କିଭଳି ନିର୍ଦୟ ଭାବରେ ଏତେ ଉପରୁ ଗୋଟେ ଗୋଡ ଧରି ଟାଙ୍ଗୀ ଥିଲା ଯାହା ପରେ ପୋଲିସ ଆସି ପହଞ୍ଚିଲା ଓ ଛୁଆକୁ ବଞ୍ଚାଇ ବାପାକୁ ଜେଲ ନେଇ ଗଲା ।

Leave a Reply

Your email address will not be published. Required fields are marked *