୭ ବର୍ଷ ପରେ ନିର୍ଭୟା କେସର ୪ଟି ଅପରାଧୀଙ୍କୁ ଏକା ସହ ଫାସି ଦଣ୍ଡାଦେଶ, ତିହାଡ଼ ଜେଲ ରେ ତିଆରି ହେଲା ନୂଆ ଫାସି ଘର- ପଢନ୍ତୁ ସଂପୂର୍ଣ୍ଣ ଘଟଣା

ନିର୍ଭୟା କାଣ୍ଡ ଅପରାଧୀମାନଙ୍କୁ ଫାସି ତାରିଖ ସୁନିଶ୍ଚିତ ହୋଇ ନାହିଁ, କିନ୍ତୁ ତିହାଡ଼ ଜେଲ ପ୍ରଶାସନ ଏହାର ତିଆରି କରି ସାଇଲାଣି । ୪ଟି ଦୋଷୀମାନଙ୍କୁ ଏକା ସହ ଫାସି ଦବା ପାଇଁ ତିହାଡ଼ ଜେଲ ରେ ୨୫ ଲକ୍ଷ ଟଙ୍କା ଖର୍ଚ କରି ଗୋଟେ ନୂଆ ଫାସି ଘର ତିଆରି କରା ଯାଇଛି, ତିହାଡ଼ ପ୍ରଶାସନ ଆଗରୁ ସ୍ପଷ୍ଟ କରି ଦେଇଛନ୍ତି ଯେ ଯେତେବେଳେ ବି ଫାସି ଦିଆ ଯିବ ୪ଟି ଅପରାଧୀଙ୍କୁ ଏକା ସହ ଫାସି ରେ ଲଟକା ଯିବ ।

ଦୁଇଟି ଜଲ୍ଲାଦ ଦରକାର ପଡି ପାରନ୍ତି :

ତିହାଡ଼ ଜେଲ ଦ୍ଵାରା ସବୁ ପ୍ରକାର ତିଆରି ସମାପ୍ତ ହୋଇ ଯାଇଛି ଏବେ କେବଳ ଆଡର ହେଲେ ଜେଲ ପ୍ରଶାସନ ତୁରନ୍ତ ୪ ଅପରାଧୀଙ୍କୁ ଫାସି ଦେଇ ଦେବେ କିନ୍ତୁ ଏବେ ତିହାଡ଼ ଜେଲ ପ୍ରଶାସନ କୁ ଦୁଇଟି ଜଲ୍ଲାଦ ଦରକାର ଅଛନ୍ତି ଫାସି ଘର ଏହି ଭଳି ତିଆରି ହୋଇଛି ଯେମିତି ଫାସି ଦିନ ଯେଉଁ ଅଧିକାରୀ ସେହି ଜାଗା ରେ ଥିବ ସେହି ଲୋକ ୪ଟି ଅପରାଧୀଙ୍କୁ ଫାସି ପାଇବାର ଏକା ସହ ଦେଖିବ ।

୩ ଦୋଷୀ ଫାସିରୁ ବଞ୍ଚିବା ପାଇଁ ଜେଲ ରେ ଅପରାଧ ଯୋଜନା କରୁଛନ୍ତି :

ଏହା ଆଗରୁ ଖବର ଆସି ଥିଲା ଯେ ୪ଟି ଅପରାଧୀ ଅଲଗା ଅପରାଧ ଯୋଜନା ଜେଲ ରେ କରୁଛନ୍ତି ଯାହା ପରେ ଫାସି ନିଷ୍ପତ୍ତି ବଦଳି ତାଙ୍କୁ ଆଉ କିଛି ଦିନ ଜେଲ ରେ ରଖିବାର ନିଷ୍ପତ୍ତି ହୋଇ ପାରିବ, କିନ୍ତୁ ଏହା ଆଗରୁ କେହି କିଛି କରି ଥାନ୍ତା ତା ଆଗରୁ ଏହି ଖବର ଜେଲ ପ୍ରଶାସନ ପାଇ ଗଲେ ଯାହା ପରେ । ଜେଲ ନମ୍ବର ୨ ରେ ୩ଟି ଅପରାଧୀ ଅକ୍ଷୟ,

ମୁକେଶ ଏବଂ ପବନ ଏହି ଯୋଜନା ଜଣା ପଡିଲା ପରେ ଜେଲ ପ୍ରଶାସନ ମୁଖ୍ୟାଳୟ କୁ ପତ୍ର ଲେଖି ଏହି କଥା ଜଣାଇଛନ୍ତି ଏବଂ ଏହା ସହ ଅପରାଧୀଙ୍କୁ ନୂଆ ସିକ୍ଯୁରୀଟି ସେଲ ରେ ରଖିବା ପାଇଁ ଅନୁରୋଧ କରିଛନ୍ତି । ଏହା ପରେ କୋର୍ଟ ନିଷ୍ପତ୍ତି ଦ୍ଵାରା ଅପରାଧୀମାନଙ୍କୁ ଟାଇଟ ସିକ୍ଯୁରୀଟି ସେଲ ରେ ରଖା ଯାଇଛି । ଫାସି ଆଗରୁ ଅପରାଧୀମାନେ ଏହି ଜାଗାରେ ରକ୍ଷା ଯାନ୍ତି, ୪ଟି ଅପରାଧୀଙ୍କୁ ଫାସି ପାଇଁ ନିଷ୍ପତ୍ତି ନବା ପାଇଁ ପଟିୟାଲା ହାଉସ କୋର୍ଟ ରେ ୭ ଜାନୁଆରୀ ରେ ତାରିଖ ଦିଆ ଯାଇ ଥିଲା ।

Leave a Reply

Your email address will not be published. Required fields are marked *