ବଜେଟ : ମୋଦୀ Mygov ଉପରେ ଲୋକଙ୍କୁ ମାଗିଲେ ଜବାବ, ୩୧ ଜାନୁୟାରୀଠାରୁ ଆରମ୍ଭ ହବ ବଜେଟ ଅଧିବେସନ

ସାମାନ୍ୟ ଲୋକଙ୍କୁ ବଜଟ ରେ ଭାଗୀଦାରୀ ବଢେଇବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଜବାବ ମାଗିଛନ୍ତି, ଏହି ଜବାବ କୌଣସି ଲୋକ ସରକାର କୁ ମାଈଜିଓୱି.ଇନ ରେ ଦେଇ ପାରିବ । କୁହା ଯାଉଛି ଯେ ୨୦୨୦-୨୧ ପାଇଁ ବଜଟ ୧ ଫେବୁଆରୀ କୁ ସଂସଦ ରେ ପେଶ କରା ଜୀବ, ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଲୋକଙ୍କ ଦ୍ଵାରା ଦିଆ ଯାଇ ଥିବା କଠୋର ଜବାବ ଓ ବିଚାର ବଜଟ ରେ ଶାମିଲ କରା ଜୀବ ।

ଟ୍ଵିଟର ଉପରେ ଘୋଷଣା :

ଦୀ ଟ୍ଵିଟରରେ କହିଛନ୍ତି, “କେନ୍ଦ୍ରୀୟ ବଜଟ ୧୩୦କୋଟି ଭାରତୀୟମାନଙ୍କ ଆଶା, ଆକାଂକ୍ଷାକୁ ପ୍ରତିନିଧିତ୍ଵ କରିବ ଏବଂ ଭାରତକୁ ବିକାଶ ଦିଶା ରେ ଆଗକୁ ବଢେଇବ । ମୁଁ ଆପଣ ସମସ୍ତଙ୍କୁ ଏହି ବର୍ଷ ବଜଟ ପାଇଁ ନିଜ ନିଜ ବିଚାର ଓ ଜବାବ କହିବା ପାଇଁ ଆମନ୍ତ୍ରିତ କରୁଛି ।”ସଂସଦ ବଜଟ ଅଧିବେସନ ୩୧ ଜାନୁୟାରୀ ଠାରୁ ଆରମ୍ଭ ହବ ଏବଂ ୧ ଫେବୁଆରୀ ମନ୍ତ୍ରୀ ନିର୍ମଲା ସୀତାରମଣ, ମୋଦୀ ସରକାର ଅନ୍ୟ କାରଜ୍ୟାକାଳ ପ୍ରଥମ ପୂର୍ଣ ବଜଟ ପେଶ କରିବେ ।

ଏହା ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଦିନ ଦେଶ ର ୧୦ଟି ବଡ ବ୍ୟବସାଇକ ଲୋକଙ୍କ ସହ ଦେଖା କରି ଥିଲେ ଏବଂ ଅର୍ଥବ୍ୟବବସ୍ତା ରେ ସୁଧାର, କାରୋବାର ଏବଂ ବିକାସ ଭଳି ଅନ୍ୟ କଥା ଉପରେ ଚର୍ଚା କରି ଥିଲେ । ପ୍ରଧାନମନ୍ତ୍ରୀ ସହ ଦେଖା ରେ ବହୁତ ବଡ ବଡ ଉଦ୍ଯୋଗପତ୍ତି ଥିଲେ ଯେମିତିକି ରତନ ଟାଟା, ଭାରତୀୟ ଏୟର୍ଟେଲ ସୁନୀଲ ଭାରତୀ ମିତଲ, ଅରବପତି ଗୌତମ ଅଡାନି, ଆନନ୍ଦ ମହିଁନ୍ଦ୍ରା, ଖନନ ଅନିଲ ଅଗ୍ରୱାଲ ସହ ଅନ୍ୟ ବହୁତ ବଡ ବଡ ଉଦଯୋଗପତ୍ତି ସେଠାରେ ଉପସ୍ଥିତ ଥିଲେ ।

ତେବେ ଆପଣଙ୍କର ଏହା ଉପରେ କଣ ମତ ସେ ବିଷୟରେ ନିଶ୍ଚୟ କମେଣ୍ଟ କରିକି ଜାଣନ୍ତୁ । ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି ଲୋକମାନଙ୍କ ମତ ନେବାର ଏହା କେତେ ଦୂର କାର୍ଯ୍ୟକାରୀ ହେବ ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *