ଏଥର ରଦ୍ଦ ହେଲା ନାହିଁ ଡେଥ ୱାରେଣ୍ଟ, କାଲି ସକାଳୁ ଫାଶିରେ ଝୁଲିବେ ନିର୍ଭୟାର ଦୋଷୀ

ନିର୍ଭୟା ଆରୋପୀମାନଙ୍କୁ କାଲୀ ସକାଳେ ଫାଶୀ ହବ କି ନାହିଁ ? ଏହି କଥା ଉପରେ ସୁପ୍ରିମ କୋର୍ଟ ଆଜି ନିଷ୍ପତ୍ତି ଶୁଣେଇବେ । ତେବେ ଶୁକ୍ରବାର ଦିନ ନିର୍ଭୟା ଦୋଷୀ ପବନ ସୁପ୍ରିମ କୋର୍ଟ ରେ ଅନୁରୋଧ ଦାୟର କରିଛନ୍ତି ଯେ ମୃତ୍ୟୁ ସଜାକୁ ଆଜୀବନ କାରାଦଣ୍ଡ ଦିଆ ଯାଉ । ଏହା ସହ ୪ଟି ଅପରାଧୀମାନଙ୍କ ମାନସିକ ଓ ଶାରୀରିକ ସ୍ଥିତି ଜାଣିବା ପାଇଁ ମଧ୍ୟ ରାଷ୍ଟ୍ର ମନୋବୈଜ୍ଞାନିକଙ୍କୁ ମଧ୍ୟ ଆଣିବା ପାଇଁ ଅନୁରୋଧ ଶନିବାର ଦିନ କରା ଯାଇଛି ଏହି ବିବାଦ ଉପରେ ମଧ୍ୟ ଆଜି ନିଷ୍ପତ୍ତି ହୋଇ ପାରେ ।

ନିର୍ଭୟା କେସ ବହୁତ ବର୍ଷ ଧରି ଚାଲିଛି କେତେକ ଥର ଫାଶୀ ମଧ୍ୟ ଦିଆ ହେଲା କିନ୍ତୁ ଆରୋପି କିଛି ନା କିଛି ଅପିଲ କରି ଚାଲିଛନ୍ତି କିନ୍ତୁ ସୁପ୍ରିମ କୋର୍ଟ ନିଷ୍ପତ୍ତି ଅନ୍ତିମ ନିଷ୍ପତ୍ତି ହବ ବୋଲି କୁହା ଯାଉଛି ।

ଡେଥ ୱାରେଣ୍ଟ ଅଟକେଇବା ପାଇଁ ମାଙ୍ଗ :

ସୁପ୍ରିମ କୋର୍ଟ ଓ ଦିଲ୍ଲୀ କୋର୍ଟ ସହ ଆଜି ପଟିୟାଲା ହାଉସ ରେ ମଧ୍ୟ ନିର୍ଭୟା କେସ ଉପରେ ନିଷ୍ପତ୍ତି କରା ଜୀବ । ନିର୍ଭୟା ଦୋଷୀ ଅକ୍ଷୟ ଏବଂ ପବନ କୋର୍ଟ ରେ ଅର୍ଜି କରିଛନ୍ତି ଯେ ତାଙ୍କ ଡେଥ ୱାରେଣ୍ଟ ଅଟକେଇ ଦିଆ ଯାଉ । କୋର୍ଟ ରେ ନିର୍ଭୟା ଦୋଷୀ ପବନ ଦଲିଲ ଦେଇଛନ୍ତି ଯେ ସୁପ୍ରିମ କୋର୍ଟ ରେ ସେ କ୍ୟୁରେଟିବ ପିଟିସନ ଲଗାଇଛି ସେଥିପାଇଁ ତା ଫାଶୀ ସଜା ଅଟକେଇ ଦିଆ ଯାଉ ।

ସୁପ୍ରିମ କୋର୍ଟ ରେ ଏହି ଘଟଣା ନିଷ୍ପତ୍ତି ଜସ୍ଟିସ ଏନ. ୱୀ. ରମନ୍ନା ର ଅଗୁୱାଈ ରେ ଜସ୍ଟିସ ଅରୁଣ ମିଶ୍ରା, ଜସ୍ଟିସ ନରୀମନ, ଜସ୍ଟିସ ଭାନୁମତି ଔର ଜସ୍ଟିସ ଅଶୋକ ଭୂଷଣ କୀ ବେଂଚ ଚୈଂବର ରେ କରିବେ । ଏହା ଆଗରୁ ମଧ୍ୟ ସୁପ୍ରିମ କୋର୍ଟ ରେ ନିର୍ଭୟ ଦୋଷୀ ଅକ୍ଷୟ, ବିନୟ ଏବଂ ମୁକେଶ କ୍ୟୁରେଟିବ ପିଟିସନବ ଦେଇଥିଲେ କିନ୍ତୁ ଖାରିଜ ହୋଇଥିଲା ।

୭ ବର୍ଷ ୩ ମାସ ନ୍ୟାୟ ପାଇଁ ଅପେକ୍ଷା :

କୋର୍ଟ ସୁନବାଇ ହାବା ଆଗରୁ ନିର୍ଭୟା ମାଁ କହିଛନ୍ତି ଯେ ମୁଁ ୭ ବର୍ଷ ୩ ମାସ ଧରି ଇନ୍ସାଫ ପାଇଁ ସଂଘର୍ଷ କରୁଅଛି । ନିର୍ଭୟା ମାଁ କହିବା ଅନୁଯାଇ ଦୋଷୀ କହୁଛନ୍ତି ଆମକୁ କ୍ଷମା କରି ଦିଅ ଦୋଷୀ ଘର ଲୋକ କହୁଛନ୍ତି ମୋ ସ୍ଵାମୀ ବା ଛୁଆ ର କଣ ଦୋଷ କିନ୍ତୁ ମୁଁ ସମସ୍ତଙ୍କୁ ପଚାରୁଛି ମୋ ଝିଅର କି ଦୋଷ ଥିଲା ସେ କାହାର କଣ ଖରାପ କରିଥିଲା ? ପଟିଆଲା ହାଉସ ଦ୍ଵାରା ତୃତୀୟ ଥର ପାଇଁ ଦୋଷୀମାନଙ୍କୁ ଡେଥ ୱାରେଣ୍ଟ ଦିଆ ଯାଇଛି ଓ ଏହି ୱାରେଣ୍ଟ ଅନୁଯାଇ ୩ ମାର୍ଚ ସକାଳେ ୬ଟା ରେ ଫାଶୀ ଦିଆଯିବ ।

Leave a Reply

Your email address will not be published. Required fields are marked *