ଭାରତେରେ କରୋନା ସଂ-କ୍ର-ମ-ଣ କମିବା ଜାଗାରେ ଦିନକୁ ଦିନ ବଢି ଚାଲିଛି, ତେବେ ମ୍ୟୁଟାନ୍ଟ, ଟ୍ରିପଲ ମ୍ୟୁଟାଣ୍ଟ ପରେ ଆହୁରି ଏକ ଭୂତାଣୁ ଦିନକୁ ଦିନ ବଢିବାକୁ ଲାଗୁଛି ତାହା ହେଉଛି ଆନ୍ଧ୍ର ଭୂତାଣୁ ଯାହା ବହୁତ ଶୀଘ୍ର ସଂକ୍ରମିତ କରୁଛି ଆଉ ବହୁତ ଶକ୍ତିଶାଳୀ ମଧ୍ୟ ଅଛି । ତେବେ ଭାରତ ମୁଖ୍ୟ ବିଶେଷଜ୍ଞ ଆର ରାଘବନ ଏହା କହିଛନ୍ତି ଯେ ସଂ-କ୍ର-ମ-ଣ ଅଟକାଇବା ପାଇଁ ଲ-କ-ଡା-ଉ-ନ ଏକମାତ୍ର ଉପାୟ ଅଟେ । ତେବେ ଏହା ଛଡା ଭାରତ ପାଖରେ ଅନ୍ୟ କିଛି ବାଟ ଦେଖା ଯାଉ ନାହିଁ ।
ଏହା ଛଡା ବୈଜ୍ଞାନିକ ଆର ରାଘବନ ଏହା ମଧ୍ୟ କହିଛନ୍ତି ଯେ ଟିକାକୁ ଆଉ ଶକ୍ତିଶାଳୀ କରିବାକୁ ହବ ନଚେତ ଭୂତାଣୁ ଯେତେ ପରିବର୍ତନ କରି ଶକ୍ତିଶାଳୀ ହେଉଛି ଲୋକଙ୍କର ବଞ୍ଚିବା ବହୁତ ମୁସ୍କିଲ ହୋଇଯିବ ।
ସରକାର ଏହା ସ୍ପଷ୍ଟ ଭାବରେ କହି ପାରୁ ନାହାନ୍ତି ଯେ ତୃତୀୟ ଲହର କେବେ ଆସିବ କିନ୍ତୁ ଆସିବ ବୋଲି ସମ୍ପୂର୍ଣ ଆଶଙ୍କା ରହିଛି । ତେବେ ଖବର ଅନୁଯାଇ ପୁରା ଦୁନିଆରେ ଯେତେ ପଜେଟିଭ କେ-ସ ଦେଖା ଯାଉଛି ସେଥିରୁ ୫୦% କେବଳ ଭାରତର ଲୋକ ଅଛନ୍ତି, ତେବେ ଭାରତ ପାଇଁ ବହୁତ ବଡ ସ-ଙ୍କ-ଟ ସ-ମ-ସ୍ଯା ଆସିଛି ।
ତେବେ ଏହାକୁ ଦେଖି ଆମେରିକାର ୱ୍ହୁ ସ୍ୱାସ୍ଥ୍ୟ ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି ଯେ ଭାରତ ପାଖରେ ଲ-କ-ଡା-ଉ-ନ ଛଡା ବର୍ତମାନ ପାଇଁ କିଛି ବାଟ ନାହିଁ ଆଉ ଟୀକା ତିଆରି ବୈଜ୍ଞାନିକ ମାନଙ୍କୁ ଏହା ମଧ୍ୟ କୁହା ଯାଇଛି ଯେ ଟିକାକୁ ଆଉ ଶକ୍ତିଶାଳୀ ବନାଇବା ବହୁତ ଆବଶ୍ୟକ ହୋଇ ଯାଇଛି । ସଂ-କ୍ର-ମ-ଣର ତୃତୀୟ ଲହର ନିଶ୍ଚିତ ଆସିବ ।
ଏହି କଥା କେ ବିଜୟ ରାଘବନ କେନ୍ଦ୍ର ବୈଜ୍ଞାନିକ ପରାମର୍ଶକ କହିଛନ୍ତି ଆଉ ଏହା ମଧ୍ୟ କହିଛନ୍ତି ଯେ ପ୍ରସାରିତ ପରିମାଣର ଭୂତାଣୁ ଯୋଗୁଁ ଏହା ନିଶ୍ଚିୟ ଆସିବ । ତେବେ ସଂ-କ୍ର-ମ-ଣର ତୃତୀୟ ଲହର କେବେ ଆସିବ, ନିଶ୍ଚିତ ଭାବରେ ଏହା କହିବା ସମ୍ଭବ ନୁହେଁ । ଆମକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ହବ, ସେହି ସମୟରେ ସଂ-କ୍ର-ମ-ଣ ବଢିପାରେ, ଆମକୁ ସେହି ଅନୁଯାୟୀ ମୁକାବିଲା କରିବାକୁ ପ୍ରସ୍ତୁତି କରିବାକୁ ପଡିବ ।
ତେବେ ଏହା ପରେ ସେ ଏହା ମଧ୍ୟ କହିଥିଲେ ଟିକାକୁ ଆହୁରି ପ୍ରଭାବୀ କରିବାକୁ ପଡିବ, ଆମକୁ କୋ-ଭି-ଡ ନିୟମ ମାନିବାକୁ ପଡିବ । ସାମାଜିକ ଦୂରତା ଆଉ ମାସ୍କ ପିନ୍ଧିବାକୁ ହବ ଏହି ସବୁ କଥା କ-ଡା କଡି ଭାବରେ ପାଳନ କରିବାକୁ ହବ । ନଚେତ ଦେଶର ଅବସ୍ଥା ବହୁତ ଭ-ୟ-ଙ୍କ-ର ହୋଇପାରେ । ସମସ୍ତେ ସତର୍କ ରହିଲେ ହିଁ ଏହା ସହ ମୁ-କା-ବି-ଲା କରି ପାରିବେ ।