ଓଡିଆ ସିରିଏଲ “ଜୀବନ ସାଥୀ”ର ଅଭିନେତ୍ରୀ ଭକ୍ତିଙ୍କୁ ନେଇ ଆସିଲା ଦୁଃଖ ଖବର 

ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ଖୁବ ଚର୍ଚ୍ଚାରେ ରହିଛନ୍ତି । ଟିଭି ଜଗତରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ଆଜିକାଲି ଘରେ ଘରେ ପରିଚିତ ହୋଇଛି । ଯାହାକୁ ଦେଖିବାକୁ ଦର୍ଶକ ମାନେ ଖୁବ ଆଗ୍ରହ ପ୍ରକାଶ କରୁଛନ୍ତି । ଓଡିଆ ଜଗତର କଳାକାର ମାନଙ୍କର ନିଜର ଅଭିନୟ ବ୍ଯତୀତ ଷ୍ଟାଇଲ, ବ୍ୟକ୍ତିତ୍ବ ଓ ସୁନ୍ଦରତା ପାଇଁ ମଧ୍ୟ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଓଡିଆ ସିରିଏଲ “ଜୀବନ ସାଥୀ”ରେ ଅଭିନୟ କରୁଥିବା ଅଭିନେତ୍ରୀ ଭକ୍ତିକୁ ନେଇ ବଡ ଦୁଖ ଖବର ଆସିଛି । ତେବେ ଆସନ୍ତୁ ଜଣାଇବା ସେହି ଖବର କଣ ରହିଛି । ସାର୍ଥକ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ତୁ ମୋ ଜୀବନ ସାଥୀ”ରେ ଅଭିନେତ୍ରୀ ଭକ୍ତି ବେଶ ସୁନ୍ଦର ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇ ପଡ଼ିଛନ୍ତି ।

ଏହି ସିରିଏଲରେ ସେ ଜଣେ ସଂସ୍କାରୀ ବୋହୁ ହେବା ସହ ଭଲ ସ୍ତ୍ରୀ ର ମଧ୍ୟ ଅଭିନୟ ଜାରି ରଖିଛନ୍ତି । ଏହି ସିରିଏଲରେ ଅଭିନେତ୍ରୀ ଭକ୍ତି ଓ ଅଭିନେତା ଆଦିଙ୍କ ଯୋଡି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି । ଗତ ୪ ବର୍ଷ ହେବ “ତୁ ମୋ ଜୀବନ ସାଥୀ” ସିରିଏଲ ପ୍ରସାରିତ ହେଉଛି ।

ଅଭିନେତ୍ରୀ ଭକ୍ତିଙ୍କ ଦମଦାର ଅଭିନୟ ପାଇଁ ଏହି ସିରିଏଲ ଟିକୁ ଅନେକ ଥର ଆୱାର୍ଡ ମଧ୍ୟ ମିଳି ସାରିଛି । ଏହି ସିରିଏଲରେ ମୁଖ୍ୟ ଭୂମିକାରେ ଭକ୍ତି ଅଭିନୟ କରୁଛନ୍ତି । ସୂଚନା ଅନୁସାରେ ଏହି ସିରିଏଲରେ ଲିଡ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଭକ୍ତିଙ୍କର ମୃ-ତ୍ୟୁ-ବ-ର-ଣ ହୋଇଛି ।

ସେଥି ପାଇଁ ତାଙ୍କର ପୁରା ପରିବାର ଏହି ଦୁଖରେ ଭାଙ୍ଗି ପଡିଛନ୍ତି । ବିଶେଷ କରି ଆଦି ଭକ୍ତିଙ୍କର ପ-ର-ଲୋ-କ ହୋଇ ଥିବାରୁ ସେ ପୂରାପୂରି ଦୁଖରେ ଭାଙ୍ଗି ପଡିଛନ୍ତି । ଏହି ସିରିଏଲରେ ଭକ୍ତି ଓ ଆଦିଙ୍କ ପ୍ରେମ କାହାଣୀ ଖୁବ ନିଆରା ଅଟେ ।

ଏହା ଛଡା ଏହି ସିରିଏଲରେ ଭକ୍ତି ଭଲ ବୋହୁ ହେବା ସହ ଭଲ ଭଉଣୀ ଓ ଭଲ ଝିଅ ଚରିତ୍ରରେ ମଧ୍ୟ ଖୁବ ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ତାଙ୍କର ମୃ-ତ୍ୟୁ ଯୋଗୁ ଶୋ-କ-ର ଛା-ୟା ଖେଳି ଯାଇଛି । ତେବେ ସୂଚନା ଅନୁସାରେ “ତୁ ମୋ ଜୀବନ ସାଥୀ” ସିରିଏଲ ଟି ହୁଏ ତ ଆଗକୁ ବନ୍ଦ କରାଯାଇ ପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଭକ୍ତିଙ୍କର ଏହି ସିରିଏଲରେ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *