ଓଡିଆ ଅଭିନେତ୍ରୀ Jyanklin Parida ସୁଟିଙ୍ଗ ସେଟରେ ହେଲେ ଆ-ହ-ତ, Video କରି କହିଲେ କିଛି ଏମିତି

ଓଲିଉଡ ଜଗତର ଅଭିନେତ୍ରୀ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ଜବରଦସ୍ତ ଅଟେ । କିଛି ଅଭିନେତ୍ରୀ ମାନେ ନିଜର ଷ୍ଟାଇଲିସ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି । ଓଡିଆ ଜଗତରେ ଅଭିନୟ କରି କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଜ୍ୟାକଲିନ ପରିଡାଙ୍କୁ ନେଇ କିଛି ସୂଚନା ଦେବାକୁ ଯାଉଛୁ । ଆପଣ ମାନେ ଜାଣିଥିବେ ଓଡିଆ ଅଭିନେତ୍ରୀ ଜ୍ୟାକଲିନ ପରିଡା ଅନେକ ଆଲବମ ଓ ଟିଭି ସିରିଏଲରେ ଅଭିନୟ କରିବାର ନଜର ଆସିଛନ୍ତି ।

ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଗତ କିଛି ଦିନ ହବେ ଅଭିନେତ୍ରୀ ଜ୍ୟାକଲିନ ଟିଭି ଅଭିନେତା ଅରବିନ୍ଦଙ୍କୁ ପ୍ରେମ କରି ସାବି ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହେଁ ପରସ୍ପରକୁ ସୁ-ଟି-ଙ୍ଗ ସେଟରୁ ପ୍ରେମ କରି ଅନେକ ଦିନ ଧରି ଡେଟ କରିବା ପରେ ବିବାହ କରିଛନ୍ତି ।

ଜ୍ୟାକଲିନ ବର୍ତ୍ତମାନ ନିଜ ଶାଶୁ ଘରେ ତାଙ୍କ ପୁରା ପରିବାର ସହ ବେଶ ହସ ଖୁସିରେ ଟାଇମ ସ୍ପେନ୍ଡ କରିବାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ବେଶ ପ୍ରଶଂସା କରୁଛନ୍ତି । ସେ ନିଜ ସ୍ଵାମୀ ଅରବିନ୍ଦଙ୍କ ସହ ଅନେକ ଭିଡିଓ କରି ଶେୟାର କରୁଛନ୍ତି ।

ସେ ଏକ ରିୟାଲିଟି ସୋ ମାଧ୍ୟମରେ ଓଲିଉଡରେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ସାର୍ଥକ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ହେ ପ୍ରଭୁ” ରେ ନିଜର ଜବରଦସ୍ତ ଅଭିନୟ ଜାରି ରଖିଛନ୍ତି ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି ।

ଏହି ସିରିଏଲରେ ଅଭିନେତ୍ରୀ ଜ୍ୟାକଲିନ ନିଜର ସୁନ୍ଦର ଅଭିନୟ ଦ୍ଵାରା ଖୁବ ଲୋକପ୍ରିୟତା ମଧ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି । କୋରୋନା ଯୋଗୁ ସୁ-ଟି-ଙ୍ଗ ବନ୍ଦ ଥିବା ଯୋଗୁ ସେ ତାଙ୍କ ପରିବାର ଲୋକଙ୍କ ସହ ଟାଇମ ସ୍ପେନ୍ଡ କରୁଥିଲେ । କିନ୍ତୁ ବର୍ତ୍ତମାନ ସୁ-ଟି-ଙ୍ଗ ଆରମ୍ଭ ହେବା ପରେ ସେ ନିଜର କ୍ଯାରିୟର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । କିନ୍ତୁ ବର୍ତ୍ତମାନ ଏକ ଜ୍ୟାକଲିନଙ୍କ ବିଷୟରେ ଖବର ଆସି ପହଞ୍ଚିଛି ।

ସୂଚନା ଅନୁସାରେ ସେ ସୁ-ଟି-ଙ୍ଗ ସେଟରେ ସୁ-ଟି-ଙ୍ଗ କରିବା ସମୟରେ ଏକ ଅ-ଘ-ଟ-ଣ ଘଟିଛି ଯାହା ଦ୍ଵାରା ତାଙ୍କ ମୁଣ୍ଡରେ ଆ-ଘା-ତ ଲାଗିଛି । ଯାହା ଦ୍ଵାରା ସେ ଆ-ହ-ତ ହୋଇଛନ୍ତି । ଏହି ଭିଡିଓ ରେ ଜ୍ୟାକଲିନ ଆ-ହ-ତ ହେବାର ସ୍ପଷ୍ଟ ଜଣା ପଡ଼ୁଛନ୍ତି । ତାଙ୍କ ସହ ଏପରି ଅ-ଘ-ଟ-ଣ ହେବା ନେଇ ସେ ନିଜ ସୋସିଆଲ ଆକାଉଣ୍ଟରେ ନିଜ ଫ୍ୟାନ୍ସ ମାନଙ୍କ ସହ ଶେୟାର କରିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *