ଓଡିଆ ସିରିଏଲର ପପୁଲାର ଅଭିନେତ୍ରୀ କୁକିଜ ଏବେ ବିବାହ ପରେ ଶାଶୁ ଘରେ କେମିତି ଅଛନ୍ତି ? ଦେଖନ୍ତୁ Video

ଓଲିଉଡ ଜଗତରେ ଅଭିନୟ ଅକରୁଥିବା କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଓଡିଆ କଳାକାର ମାନେ ଅଭିନୟ ବ୍ଯତୀତ ନିଜର ଚାର୍ମିଙ୍ଗ ଲୁକ, ଷ୍ଟାଇଲିସ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି ।

ବିଶେଷ କରି ଓଡିଆ ଅଭିନେତ୍ରୀ ମାନେ ସୁନ୍ଦର ଅଭିନୟ କରିବା ବ୍ଯତୀତ ନିଜର ପର୍ଶନାଲ ଲାଇଫକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ କୁକିଜ କିପରି ବିବାହ ପରେ ଟାଇମ ସ୍ପେନ୍ଡ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଓଡିଆ ଇଣ୍ଡଷ୍ଟ୍ରିରେ ମୋସ୍ଟ ପାପୁଲର ଅଭିନେତ୍ରୀ କୁକିଜଙ୍କୁ କିଏ ନ ଜାଣିଛନ୍ତି । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେ ଅନେକ ଓଡିଆ ସିରିଏଲ ରେ ଅଭିନୟ କରିବାର ନଜର ଆସିଛନ୍ତି ।

ତାଙ୍କର ଅଭିନୟ କୁ ତାଙ୍କର ଫ୍ୟାନ୍ସ ମାନେ ବେଶ ପସନ୍ଦ କରନ୍ତି । ଗତ କିଛି ଦିନ ହେବ ଅଭିନେତ୍ରୀ କୁକିଜ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବର୍ତ୍ତମାନ ସେ ନିଜ ପୁରା ପରିବାର ସହ ବହୁତ ଖୁସିରେ ସମୟ ଅତିବାହିତ କରୁଛନ୍ତି ।

ଏହି ଭିଡିଓ ରେ ଜଣା ପଡୁଛି ଯେ ଅଭିନେତ୍ରୀ କୁକିଜ ସଂସ୍କାରୀ ବୋହୁ ଭଳି ଚଉଁରା ମୂଳେ ପାଣି ଦେବାର ନଜର ଆସୁଛନ୍ତି । ଏହା ସହ ସେ ଆଗ ଅପେକ୍ଷା ଆହୁରି ଅଧିକ ସୁନ୍ଦର ଦେଖା ଯିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଏହା ସହ ସେ ଭିନ୍ନ ଭିନ୍ନ ରଙ୍ଗର ଶାଢୀ ପିନ୍ଧିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ସେ ନିଜର ହେୟାର ଷ୍ଟାଇଲ କୁ ମଧ୍ୟ ବେଶ ଭଲ ଭାବେ ସଜାଇଛନ୍ତି ଯାହା ଏହି ଭିଡିଓ ରେ ସ୍ପଷ୍ଟ ହେଉଛି ।

ଏହା ସହ ସେ ପିଂକ କଲରର ଶାଢୀ ସହ ଚଷମା ଲଗାଇ ଗୀତ ଗାଇ ଡ୍ୟାନ୍ସ କରିବାର ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି । ଏହା ବ୍ଯତୀତ ସେ ବିଭିନ୍ନ ପ୍ରକାର ପୋଜ ଦେବାର ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସୁଛି । ଏହି ଭିଡିଓ ରୁ ସ୍ପଷ୍ଟ ଜଣା ପଡୁଛି ଯେ ଅଭିନେତ୍ରୀ କୁକିଜ ନିଜ ମ୍ୟାରେଡ ଲାଇଫରେ ବେଶ ହସ ଖୁସିରେ ଟାଇମ ସ୍ପେନ୍ଡ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ କୁକିଜଙ୍କର ଲାଇଫ ଷ୍ଟାଇଲ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *