ପୁରୁଣା ରୁ ପୁରୁଣା ଭୟଙ୍କର ଆଣ୍ଠୁ ବିନ୍ଧା ବି ଏହି ଲେପ ଲଗାଇବା ମାତ୍ରେ ସମ୍ପୂର୍ଣ ଠିକ ହୋଇଯିବ- Dr. V.K Mishra

ଆଜି ଆମେ ଆଲୋଚନା କରିବା ଆଣ୍ଠୁ ବିନ୍ଧା ପାଇଁ ଏମିତି ଏକ ଘରୋଇ ଉପଚାର ବିଷୟରେ ଯାହା ବହୁତ ଅଧିକ ଚମତ୍କାରୀ ଅଟେ । ଯଦି ଆପଣ ବିନ୍ଧା ହେଉଥିବା ଜାଗାରେ ଲଗାଇବେ ତେବେ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ସବୁଦିନ ପାଇ ଦୂର ହୋଇଯିବ ।

ତେବେ ଆସନ୍ତୁ ଜାଣିବା ଆପଣଙ୍କୁ ଏହା ପାଇଁ କଣ କରିବାକୁ ହେବ । ଆପଣଙ୍କୁ ଏହି ଉପାୟ ପାଇଁ ସର୍ବ ପ୍ରଥମେ ହଳଦୀ ଗୁଣ୍ଡର ଆବଶ୍ୟକ ହୋଇଥାଏ । ଆପଣ ଗୋଟିଏ ଚାମଚ ହଳଦୀ ଗୁଣ୍ଡଗୋଟିଏ ପାତ୍ରରେ ନିଅନ୍ତୁ । ଆଉ ଦିତୀୟ ଜିନିଷଟି ହେଉଛି ଚିନୀ ଗୁଣ୍ଡ ।


ଆପଣ ଏହି ହଳଦୀ ଗୁଣ୍ଡରେ ଏକ ଚାମଚ ହଳଦୀ ଗୁଣ୍ଡକୁ ଭଲ ଭାବରେ ମିଶାନ୍ତୁ । ଆବେ ଆପନ୍ନକୁ ତୃତୀୟ ସାମଗ୍ରୀ ଆବଶ୍ୟକ ଅଟେ ତାହା ହେଉଛି ଚୂନ । ଏହି ଚୂନକୁ ଆପଣ ଅଳ୍ପ ମାତ୍ରାରେ ବ୍ୟବହାର କରନ୍ତୁ । ଏବେ ଆପଣ ଏଥିରେ ଅଳ୍ପ ପାଣି ମିଶାନ୍ତୁ । ଏହି ମିଶ୍ରଣକୁ ଚାମଚ ସାହାର୍ଯ୍ୟ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ମିଶାଇବା ଦ୍ଵାରା ଏହା ଲାଲ ହୋଇଯିବ । ଅଳ୍ପ ଅଳ୍ପ ପାଣି ଦେଇ ଆପଣ ଏହାର ଗାଢା ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଆମେ ଅଥିରେ ହଳଦୀ ଗୁଣ୍ଡର ପ୍ରୟୋଗ କରିଛି ଯାହା ଆପଣଙ୍କ ଆଣ୍ଠୁରେ ବ୍ଲଡ ସର୍କୁଲେସନ ବଢାଇଦିଏ ଆଉ ସମ୍ପୂର୍ଣ ଠିକ କରିଦିଏ । ଫଳରେ ଆପଣଙ୍କ ଆଣ୍ଠୁରେ ହେଉଥିବା କଷ୍ଟ ସମ୍ପୂର୍ଣ ଦୂର ହୋଇଯାଏ । ଦିତୀୟରେ ଆମେ ଏଥିରେ ଚୂନ ମିଶାଇଛୁ , ଯାହା ମାଂସ ପେଶିଙ୍କୁ କ୍ୟାଲସିୟମର ଆବଶ୍ୟକତା ପଡିଥାଏ । ଯାହା ଆମକୁ ଚୂନରୁ ମିଳିଯାଏ । ଏହା ଦ୍ଵାରା ମଧ୍ୟ ବ୍ଲଡ ସର୍କୁଲେସନ ଠିକ ହୋଇଯାଏ । ଆଉ ମଶଲ ସମ୍ପୂର୍ଣ ଠିକ ହୋଇଯାଏ । ଫଳରେ ଆଣ୍ଠୁ ବିନ୍ଧା ବହୁତ ଶୀଘ୍ର ଠିକ ହୋଇଯାଏ ।

ଆପଣ ଭାବୁଥିବେ ଆମେ ଏଥିରେ ଚିନୀ ଗୁଣ୍ଡ କାହିଁକି ମିଶାଇଲେ । ଚିନୀ ଗୁଣ୍ଡା ଏହି ମିଶ୍ରଣକୁ ଗାଢା କରିଥାଏ । ଆଉ ଗୋଟିଏ ଜାଗାରେ ଭଲ ଭାବରେ ଲାଗି ରୁହେ । ଯେମିତିକି ପ୍ଲାଷ୍ଟର ହୋଇଥାଏ ପୁରୁଣା କାଳରେ ଲୋକ ଏହି ବିଧିକୁ ଆପଣାଉ ଥିଲେ । ଏହା ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ବହୁତ ପୁରୁଣା ଘରୋଇ ଉପଚାର ଅଟେ । ଔ ଏହାର ବର୍ଣନା ଆୟୁର୍ବେଦରେ ମିଳିଥାଏ । ଆସନ୍ତୁ ଜାଣିବା ଏହାର ପ୍ରୟୋଗ କେମିତି କରିବା ।


ଆପଣ ଏହି ପେଷ୍ଟକୁ ଲେପ ପରି ନିଜ ଆଣ୍ଠୁରେ ଠିକସେ ଲଗାଇବାକୁ ହେବ । ଆଉ ଆପଣ ଏହା ଉପରେ ତୁଳା ଲଗାଇ ପଟି ବାନ୍ଧି ପାରିବେ । ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ଏହାକୁ ଲଗାଇବେ ସବୁଠୁ ଭଲ ହେବ । ସାତରୁ ଆଠ ଘଣ୍ଟା ଏହା ଲାଗିରହିବା ଦରକାର । ଏମିତି ହେଲେ ଏହା ସବୁଠୁ ଭଲ କାମ କରିବ । ଯଦି ଦିନରେ ଆପଣ ଏହାକୁ ଲଗାଉଛନ୍ତି ତେବେ ପାଞ୍ଚରୁ ଛଅ ଘଣ୍ଟା ଲାଗିରହିବାକୁ ଦିଅନ୍ତୁ । ତେବେ ଯାଇ ଏହା କାମ ଦେବ । ଏହାକୁ ଲଗାତାର ପାଞ୍ଚରୁ ସତଦିନ ପର୍ଯ୍ୟନ୍ତ ଲଗାଇ ପାରିବେ । ଏହା ଦ୍ଵାରା ଆପଣଙ୍କ ଆଣ୍ଠୁ ବିନ୍ଧା ସମପୁର ଦୂର ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *