ଚଳଚିତ୍ର ଜଗତ ଏମିତି ଗୋଟେ ଜଗତ ଯେଉଁଠି ଦର୍ଶକ ଯାହାକୁ ପସନ୍ଦ କଲେ ତାଙ୍କୁ ସଫଳତା ପ୍ରାପ୍ତ ହୋଇଥାଏ, କିନ୍ତୁ ଯେଉଁ ଅଭିନେତାଙ୍କୁ ଦର୍ଶକ ବହୁତ ପସନ୍ଦ କରନ୍ତି ତାଙ୍କ ବିଷୟରେ ସବୁ କିଛି ଜାଣିବା ପାଇଁ ଇଛା କରିଥାନ୍ତି, ତେବେ ଆଜି ଆମେ ଆପଣଙ୍କୁ କିଛି ଫେମସ ହିରୋ ମାନଙ୍କ ଘର ଏବଂ ପରିବାର ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ବେସ ପସନ୍ଦ ଆସିବ ବୋଲି ମନେ କରୁଛୁ ।

୧. ଅନୁଭବ ମୋହାନ୍ତି :
ତେବେ ଅନୁଭବ ଏମିତି ଗୋଟେ ଅଭିନେତା ଯାହା ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ, ଅନୁଭବଙ୍କ ପ୍ରଥମ ଚଳଚିତ୍ର ଆଇ ଲଭ ୟୁ ଥିଲା ଯାହା ଦ୍ଵାରା ସେ ଓଡ଼ିଆ ଚଳଚିତ୍ରରେ ପାଦ ଦେଇଥିଲେ ଏବଂ ବହୁତ ନାମ ମଧ୍ୟ କମେଇଥିଲେ ଏହା ପରେ ଅନୁଭବ ନିଜ ଅଭିନୟ ପାଇଁ ଦିନକୁ ଦିନ ବଢିବାକୁ ଲାଗିଲେ ଓ କିଛି ବର୍ଷ ପରେ ବହୁତ ପ୍ରସିଦ୍ଧ ମଧ୍ୟ ହୋଇଥିଲେ ଏହା ଛଡା ସେ ଓଡ଼ିଆ ଚଳଚିତ୍ର ବହୁତ ନାମୀ ଅଭିନେତ୍ରୀ ବର୍ଷାଙ୍କୁ ବିବାହ କରିଛନ୍ତି ଏବଂ ଓଡିଶା ଗୋଟେ ଜାଗା କେନ୍ଦ୍ରାପଡା ଏମପି ମଧ୍ୟ ଅଛନ୍ତି । ତେବେ ଅନୁଭବ ମୋହାନ୍ତିଙ୍କ ଘର ହେଉଛି କଟକ ସେ କଟକରେ ପାଠ ପଢା ଏବଂ ଅନ୍ୟ ସବୁ ସମୟ ବିତେଇଥିଲେ ।

୨. ସବ୍ୟସାଚୀ :
ତେବେ ସବ୍ୟସାଚୀ ବହୁତ ଭଲ ଅଭିନେତା ସେ ସାମାନ୍ଯ ଜୀବନରେ ମଧ୍ୟ ସମସ୍ତଙ୍କ ସହ ବହୁତ ଭଲ ବ୍ୟବହାର କରନ୍ତି ଏହା ଛଡା ସବ୍ୟସାଚୀ ସମସ୍ତଙ୍କୁ ସ୍ମାଇଲ କରିବା ଶିଖାଣ୍ଟି ଓ ତାଙ୍କ ଏହି ଗୁଣ ପାଇଁ ଲୋକ ତାଙ୍କୁ ବହୁତ ପସନ୍ଦ କରନ୍ତି । ତେବେ ସବ୍ୟସାଛିଙ୍କ ଘର ବୁର୍ଲାରେ ଅଟେ ।
୩. ଆକାଶ :
ଆପଣ ଆକାଶଙ୍କୁ ଭଲ ଭାବରେ ଜାଣିଥିବେ କାହିଁକିନା ଆକାଶ ଅଭିନେତା ହବା ସହ ଗୋଟେ ରାଜ ନେତା ମଧ୍ୟ ଅଟନ୍ତି ଏବଂ ତାଙ୍କ ଘର ଯାଜପୁର ଅଟେ, ତେବେ ସେ ବୁଲିବା ବହୁତ ପସନ୍ଦ କରନ୍ତି ଏବଂ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

୪. ଶ୍ରୀତମ ଦାସ :
ତେବେ ଶ୍ରୀତମ ଦାଶଙ୍କୁ ଆପଣ ମାନେ ସମସ୍ତେ ଚଳଚିତ୍ରରେ ହିରୋ ଏବଂ ଭିଲନ ଅଭିନୟ କରିବାର ଦେଖିଥିବେ ତେବେ ତାଙ୍କ ସବୁ ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ, ଶ୍ରୀତମଙ୍କ ଘର କଟକ ଅଟେ ସେ କଟକକୁ ବହୁତ ଭଲ ପାନ୍ତି ଯେହେତୁ ଏହା ତାଙ୍କ ଜନ୍ମ ଭୁଇଁ ଅଟେ ।
୫. ଅରିନ୍ଦମ ରୟ :
ତେବେ ଅରିନ୍ଧମ ରୟ ବହୁତ ଗୁଡେ ଫିଲ୍ମରେ ମୁଖ୍ୟ ଅଭିନେତା ଭଳି କାମ କରିଛନ୍ତି ଏବଂ ଲୋକଙ୍କୁ ତାଙ୍କ ଅଭିନୟ ମଧ୍ୟ ବହୁତ ପସନ୍ଦ ଆସିଛି ଅରିନ୍ଧମ ଗୋଟେ ହିରୋ ହବା ସହ ଗୋଟେ ରାଜ ନେତା ଅଟନ୍ତି ଏବଂ ତାଙ୍କ ସ୍ତ୍ରୀ ଜଣେ ରାଜ ନେତାଙ୍କ ଭଉଣୀ ଅଟନ୍ତି, ଏହା ସହ ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଞ୍ଚୁ ଯେ ଅରିନ୍ଧମଙ୍କ ଘର କଟକ ଅଟେ ।