ଓଡ଼ିଆ ସିଙ୍ଗର ମାନଙ୍କର ସ୍ତ୍ରୀ ମାନଙ୍କର ପ୍ରଫେସନ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ସିଙ୍ଗର ମାନଙ୍କୁ ତ ଜାଣିଥିବେ ହେଲେ ଆପଣ ମାନେ କଣ ଏହି ଅଲିଉଡ ସିଙ୍ଗର ମାନଙ୍କର ପତ୍ନୀ ଓ ତାଙ୍କ ପତ୍ନୀଙ୍କ ପ୍ରଫେସନ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଆମ ଓଲିଉଡ ସିଙ୍ଗର ମାନଙ୍କର ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରଥମେ ହେଉଛନ୍ତି ହ୍ୟୁମାନ ସାଗର । ହ୍ୟୁମାନ ସାଗର ଙ୍କର ପତ୍ନୀ ହେଉଛନ୍ତି ଜଣେ ଗାୟିକା । ତାଙ୍କ ଦୁହିଁଙ୍କ ର ପ୍ରେମ ତରଙ୍ଗ ଚ୍ୟାନେଲ ର ଗୋଟେ ରିଆଲିଟି ସୋ ରୁ ଆରମ୍ଭ ହୋଇଥିଲା । ସେମାନେ ସେହିଠାରୁ ପ୍ରେମ ସମ୍ପର୍କ ଆରମ୍ଭ କରି ଵିଵାହ କରିଥିଲେ । ତାଙ୍କର ପତ୍ନୀ ଜଣେ ଭଲ ଗାୟିକା ।

ସୋୟମ ପାଢ଼ୀ । ତାଙ୍କର ପତ୍ନୀ ଗୋଟେ କମ୍ପାନୀ ରେ ଚାକିରୀ କରୁଛନ୍ତି । ସେହିଠାରେ ସୋୟମ ମଧ୍ୟ ଇଂଜିନିଅରିଂ କରି ଚାକିରୀ କରୁଛନ୍ତି । ତେବେ ଦୁହେଁ ଏକାଠି କାମ କରିବା ପରେ ଵିଵାହ କରିଥିଲେ । ଦୁହିଁଙ୍କ ବୈବାହିକ ଜୀବନ ବହୁତ ଖୁସି ରେ ଅତିବାହିତ ହେଉଛି ।

ଆଶୁତୋଷ ଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ । ସେ ରୋମାଣ୍ଟିକ ଏବଂ ଅନ୍ୟ ଗୀତ ସବୁ ଗାଇଥାନ୍ତି । ଆଶୁତୋଷ ଙ୍କ ସ୍ତ୍ରୀ ମଧ୍ୟ ଜଣେ ଗାୟିକା । ସେ ତାଙ୍କର ମଧୁର କଣ୍ଠ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଗୀତ ଗାଇଥାନ୍ତି ।

ସତ୍ୟଜିତ ଯେତେ ସ୍ମାର୍ଟ ତା ସହିତ ତାଙ୍କ ସ୍ତ୍ରୀ ମଧ୍ୟ ସେତିକି ସୁନ୍ଦରୀ । ସତ୍ୟଜିତ ଙ୍କ ସ୍ତ୍ରୀ ଜଣେ ଗୃହିଣୀ ମହିଳା । ସେ କିଛି କରୁ ନ ଥିଲେ ମଧ୍ୟ ନିଜ ଘର କୁ ବହୁତ ଭଲରେ ସମ୍ଭାଳିଥାନ୍ତି । ସତ୍ୟଜିତ ଙ୍କୁ ଘରେ ବହୁତ ଭାବରେ ସାହାଯ୍ୟ କରିଥାନ୍ତି ତାଙ୍କ ପତ୍ନୀ । ଦୁହେଁ ପରସ୍ପରକୁ ବହୁତ ଭଲ ପାଇଥାନ୍ତି ।

ତାରିକ ଆଜିଜ । ତାରିକ ବହୁତ ପପୁଲାର ଗୀତ ଗାଇ ସମସ୍ତଙ୍କ ସମ୍ନା କୁ ଆସିଥିଲେ । ଏହା ବ୍ୟତୀତ ସେ ଓଲିଉଡ ରେ ଅନେକ ଗୀତ ଗାଇଛନ୍ତି ଏବଂ ବର୍ତ୍ତମାନ ସେ ବହୁତ ଲୋକପ୍ରିୟତା ହାସଲ କରି ସାରିଛନ୍ତି । ତାରିକ ଙ୍କର ପତ୍ନୀ ବର୍ତ୍ତମାନ କିଛି କରୁ ନ ଥିଲେ ମଧ୍ୟ ସେ ଘରେ ଜଣେ ଗୃହିଣୀ ମହିଳା ଭାବରେ ରହୁଛନ୍ତି ।

ଅଭିଜିତ ମଜୁମଦର ଜଣେ ସଙ୍ଗୀତ ନିର୍ଦେଶକ ତା ସହ ସେ ଅନେକ ଗୀତ ମଧ୍ୟ ଗାଆନ୍ତି । ତାଙ୍କର ପତ୍ନୀ ଘର କାମ କରିବାରେ ବହୁତ ଆଗୁଆ । ଅଭିଜିତ ଙ୍କ ପତ୍ନୀ ମଧ୍ୟ ଜଣେ ଗୃହିଣୀ ମହିଳା ।

ପ୍ରେମାନନ୍ଦ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଏବଂ ସେ ମଧ୍ୟ ଗୀତ ଶିଖାନ୍ତି । ତାଙ୍କର ପତ୍ନୀ ଇଞ୍ଜିନିଅରିଂ ପାଠ ସାରି ବର୍ତ୍ତମାନ ଚାକିରୀ କରୁଛନ୍ତି । ଦୁହେଁ ପରସ୍ପରକୁ ବହୁତ ଭଲ ପାଇଥାନ୍ତି ଓ ଦୁହିଁଙ୍କ ର ବୈବାହିକ ଜୀବନ ବହୁତ ଖୁସି ରେ ଅତିବାହିତ ହେଉଛି ।

ଋତୁରାଜ ବର୍ତ୍ତମାନ ହିଁ କିଛି ଦିନ ହେବ ଵିଵାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତାଙ୍କର ସ୍ତ୍ରୀ ଜଣେ ଗୃହିଣୀ ମହିଳା ଭାବେ ଏବେ ଘରେ ରହି କାମ କରୁଛନ୍ତି । ବର୍ତ୍ତମାନ ସେ ତାଙ୍କ ସ୍ୱାମୀ ଙ୍କୁ ସଙ୍ଗୀତ ଜଗତରେ ମଧ୍ୟ ସାହାଯ୍ୟ କରୁଛନ୍ତି । ଋତୁରାଜ ତାଙ୍କ ସଙ୍ଗୀତ ମାଧ୍ୟମରେ ଆମ ଓଡ଼ିଶା ର ନାମ ରଖିଛନ୍ତି । ତେବେ ଆପଣଙ୍କୁ ଏହି ସମସ୍ତ ଗାୟକ ଙ୍କ ମଧ୍ୟରୁ କିଏ ଏବଂ କାହା ପତ୍ନୀ ପସନ୍ଦ ଆସିଲା ଆମକୁ ନିଶ୍ଚିତ ଭାବରେ କହିବେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *