ଓଡ଼ିଆ ସିନେମାର ଅଭିନେତ୍ରୀ ମନେ କେତେ ପାରିଶ୍ରମିକ ପାଇଥାନ୍ତି

ଓଡ଼ିଆ ସିନେମାରେ ବହୁତ ପଇସା ଖର୍ଚ୍ଚ ହୁଏ ଏହା ବହୁତ ଲୋକ ବିଶ୍ୱାସ କରିବେନି କିନ୍ତୁ ଏହା ସତ ଯେ ଓଡ଼ିଶାରେ ଆଜିକାଲି ଫିଲ୍ମ ତିଆରି ପାଇଁ ବହୁତ ଟଙ୍କା ଖର୍ଚ ହେଉଛି । ଆମ ଦେଶର ସବୁ ଫିଲ୍ମ ମୁଖ୍ୟତଃ ନାୟକ ଉପରେ ପର୍ଯ୍ୟ ବେଷ୍ଠିତ ଏଥିରେ ନାୟକକୁ ଅଧିକ ସୁବିଧା ସୁଯୋଗ ଓ ଅଧିକ ପଇସା ମଧ୍ୟ ମିଳେ କିନ୍ତୁ ଏହା ବି ସତ ନାୟିକାଙ୍କୁ ତାଙ୍କ ତୁଳନାରେ କମ ପଇସା ମିଳେ ନାହିଁ ତାଙ୍କୁ ବି ବହୁତ ପଇସା ମିଳେ ।ଆସନ୍ତୁ ଜାଣିବା ଓଡ଼ିଆ ସିନେମାର ହିରୋଇନ କିଏ କେତେ ପଇସା ନେଇଥାନ୍ତି ।

୧. ଏହି ଧାଡିରେ ପ୍ରଥମରେ ଅଛନ୍ତି ବର୍ଷା ପ୍ରିୟଦର୍ଶିନୀ ସେ ଗୋଟେ ଫିଲ୍ମ ପିଛା ହାରାହାରି ୮ ରୁ ୧୦ ଲକ୍ଷ ଟଙ୍କା ନେଇଥାନ୍ତି।କୋୖଣସି ଜାଗାରେ ବା ଇଭେନ୍ଟ ରେ ପରଫର୍ମାନ୍ସ ପାଇଁ ସେ ୪୦-୬୦,୦୦୦ ଟଙ୍କା ନେଇଥାନ୍ତି । ଆଉ କୌଣସି ଆଡ଼ବରଇଜ଼ମେଣ୍ଟ ପାଇଁ ସେ 40-80 ହଜାର ଚାର୍ଜ କରିଥାନ୍ତି।ସେ ଗପ ହେଲେ ବି ସତ ପାଇଁ ସବୁଠୁ ଅଧିକ ପଇସା ନେଇଥିଲେ ।

୨.ଏହି ଧାଡିରେ 2ୟ ନମ୍ବରରେ ଆସୁଛନ୍ତି ଅର୍ଚ୍ଚିତା ସାହୁ ଗୋଟେ ଫିଲ୍ମ ପାଇଁ ସେ ହାରାହାରି 6ରୁ 8 ଲକ୍ଷ ଟଙ୍କା ନେଇଥାନ୍ତି । ଓ କୋୖଣସି ଇଭେନ୍ଟ ରେ ଯୋଗ ଦେବା ପାଇଁ ସେ ପାଖାପାଖି 40 ରୁ 60 ହଜାର ଟଙ୍କା ନେଇଥାନ୍ତି ଆଉ ସେ କୌଣସି କମ୍ପାନୀର ଆଡର୍ଦ୍ଭଟାଇଜ ପାଇଁ 80 ହଜାର ଟଙ୍କା ନେଇଥାନ୍ତି। ସେ bye bye ଦୁବାଇ ଚଳଚ୍ଚିତ୍ରରେ ସବୁଠାରୁ ଅଧିକ ଟଙ୍କା ନେଇଥିଲେ ।

୩. ଏହି ଧାଡିରେ ତୃତୀୟ ନମ୍ବରରେ ଅଛନ୍ତି ଏଲିନା ମହାପାତ୍ର । ସେ ଗୋଟେ ଫିଲ୍ମ କରିବା କରିବା ପାଇଁ ପାଖାପାଖି ୩-୪ ଲକ୍ଷ ଟଙ୍କା ନେଇଥାନ୍ତି । ଆଉ କୌଣସି function କିମ୍ବା ଇଭେନ୍ଟ ପାଇଁ 30-40 ହଜାର ଟଙ୍କା ଡିମାଣ୍ଡ କରିଥାନ୍ତି । ଆଉ advertise ପାଇଁ ୪୦-୫୦ ହଜାର ନେଇଥାନ୍ତି ।

୪.ରିୟା ଦେ : ଆହା ପରେ ଚତୁର୍ଥ ସ୍ଥାନରେ ଆସୁଛନ୍ତି ରିୟା ଦେ ସେ ଗୋଟେ ଫିଲ୍ମ ପାଇଁ 2.5 ଲକ୍ଷରୁ ୪ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି । କୋୖଣସି ଇଭେଣ୍ଟ ପାଇଁ ସେ ପାଖାପାଖି ୪୦ ହଜାର ଟଙ୍କା ନେଇଥାନ୍ତି । ସେ ସବୁଠୁ ଅଧିକ ପଇସା ନେଇଥିବା ସିନେମା ହେଉଛି ଗୋଲାପୀ ଗୋଲାପୀ ।

୫. ପ୍ରିୟ ଚୋୖଧୁରୀ : ପଞ୍ଚମ ସ୍ଥାନରେ ଅଛନ୍ତି ପ୍ରିୟା ଚୌଧୁରି ସେ ଗୋଟେ ଫିଲ୍ମ ପାଇଁ ୨ ରୁ ୩ ଲକ୍ଷ ଟଙ୍କା ନେଇଥାନ୍ତି ଓ କୌଣସି ଇଭେଣ୍ଟ ପାଇଁ ସେ 20 -୩0 ହଜାର ଟଙ୍କା ନେଇଥାନ୍ତି । ତାଙ୍କର ସବୁଠୁ ଅଧିକା ନେଇଥିବା ସିନେମା ହେଉଛି good boy ।

୬. ଝିଲିକ ଭଟ୍ଟାଚାର୍ଯ୍ୟ : ଏହି ବଙ୍ଗୀୟ କଳାକାର ଗୋଟେ ଓଡ଼ିଆ ଫିଲ୍ମ ପାଇଁ ପାଖାପାଖି ୨-୩ ଲକ୍ଷ ଟଙ୍କା ନେଇଥାନ୍ତି ଓ କୌଣସି ଇଭେଣ୍ଟ ପାଇଁ ସେ 30 ରୁ 40 ହଜାର ଟଙ୍କା ନେଇଥାନ୍ତି । ସେ ସବୁଠୁ ଅଧିକ ଟଙ୍କା super ମିଛୁଆ ପାଇଁ ନେଇଥିଲେ ।

୭. ପ୍ରକୃତି ମିଶ୍ର : ସେ ପ୍ରତେକ ଫିଲ୍ମ ପାଇଁ 2.5 ରୁ 3 ଲକ୍ଷ ନେଇଥାନ୍ତି । ସେ ଅଧିକ ଚାର୍ଜ କରିଥିବା ସିନେମା ହେଉଛି ACP ସାଗରିକା । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *