ପେଟ୍ରୋଲ ଡିଜେଲକୁ ନେଇ ନରେନ୍ଦ୍ର ମୋଦୀ ଦେଲେ ୩ ବଡ ଖୁସିଖବର, ଜାଣି ରଖନ୍ତୁ

ପେଟ୍ରୋଲ ଡିଜେଲକୁ ନେଇ ନରେନ୍ଦ୍ର ମୋଦୀ ଦେଲେ ୩ ବଡ ଖୁସିଖବର, ଜାଣି ରଖନ୍ତୁ

ଦିନକୁ ଦିନ ପେଟ୍ରୋଲ ଡିଜେଲ ଦର ବଢିବାରେ ଲାଗିଛି । ଦର ବୃଦ୍ଧି ନେଇ ଜନସାଧାରଣ ଚିନ୍ତାରେ ପଡିଗଲେଣି । ଯଦି ଆପଣଙ୍କ ଘରେ କାର୍ କି ବାଇକ୍ ଅଛି । ତେବେ ପ୍ରଧାନମନ୍ତ୍ରୀ ଆବାସରୁ ନରେନ୍ଦ୍ର ମୋଦୀ ଦ୍ଵାରା ପେଟ୍ରୋଲ ଡିଜେଲ କୁ ନେଇ ୩ ବଡ ଖୁସିଖବର ଆସିଛି । ଯାହାକୁ ଶୁଣିଲେ ଆପଣ ଖୁସି ହୋଇଯିବେ ।

୧) ଏହି ଯୋଜନାରେ ପେଟ୍ରୋଲ ଡିଜେଲର ସମସ୍ୟା ହୋଇଯିବ ଦୂର । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଖବର ଆସୁଛି ଯେ ଇଲେଟ୍ରିକ୍ ବାହାନକୁ ବଢେଇବା ପାଇଁ ୫୫୦୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ଆଉ ସରକାର ଏହି ଫଣ୍ଡର ଅଧିକତମ ବ୍ୟବହାର ଲିଥିୟମ ଆୟନ ବ୍ୟାଟେରୀ କୁ ସ୍ଥାନୀୟରେ ପ୍ରସ୍ତାବିତ କରିବା ପାଇଁ ଚାହୁଁଛନ୍ତି ।

ଯାହା କି ଏହି ଇଲେଟ୍ରିକ୍ ବାହାନ ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଆଉ ଏଥିରେ ପ୍ରଦୂଷଣ କମ ହେବ । ରୋଜଗାର ବଢିବ ଆଉ ପେଟ୍ରୋଲ ଓ ଡିଜେଲର ଦରରେ ଅନେକ ପ୍ରଭାବ ଦେଖିବାକୁ ମିଳିବ ।

୨) ଟଙ୍କାର ମାନ କମ ହେବାରେ ବ୍ରେକ୍ ଦେବା ପାଇଁ ଏହା ହେବ ନୂଆ ଫର୍ମୁଲା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥବ୍ୟବସ୍ଥା ରେ ମହଙ୍ଗା ହେଉଥିବା ପେଟ୍ରୋଲ ଡିଜେଲ ଓ କମୁଥିବା ଟଙ୍କାକୁ ନେଇ ସମୀକ୍ଷା ବୈଠକ କରିଥିଲେ । ଆଉ ଏହି ବୈଠକରେ ଅରୁଣ ଜେଠଲୀ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

ଏହି ବୈଠକରେ ଏ ବିଷୟରେ ଚର୍ଚ୍ଚା ହୋଇଥିଲା ଯେ ଟଙ୍କାର ମାନ ଖସିବାରେ କେମିତି ବ୍ରେକ୍ ଲଗାଯାଇପାରିବ । ଯଦି ଟଙ୍କା ର ମାନ ଖସିବାରେ ବ୍ରେକ୍ ଲାଗେ ତେବେ ପେଟ୍ରୋଲ ଡିଜେଲର ଦାମରେ ଅନେକ ପ୍ରଭାବ ପଡିବ ଯାହା ପାଇଁ ପେଟ୍ରୋଲ ଡିଜେଲର ଦର କମ ହେବ ।

୩) ପେଟ୍ରୋଲ ଡିଜେଲର କାର ୨୦୩୦ ଯାଏଁ ହେବ ବନ୍ଦ- ୨୦୩୦ ଯାଏଁ ପେଟ୍ରୋଲ ଡିଜେଲର କାରରେ ଇଲେଟ୍ରିକ୍ ବ୍ୟବହାର କରାଯିବ । ରିପୋର୍ଟ ଅନୁସାରେ ସବୁଠାରୁ ପ୍ରଥମେ ୨୦୨୫ରେ ଅଁଷ୍ରିଆ ଓ ନାବ୍ବେ ଜୀବାଶ୍ମ ଇଞ୍ଜିନ ରେ ଚାଲିଥିବା କାର ବନ୍ଦ ହୋଇଯିବ । ଏମିତିରେ ପେଟ୍ରୋଲ ଓ ଡିଜେଲ ଦର କମ ହୋଇଯିବ । ତ ଶେଷରେ ପେଟ୍ରୋଲ ଡିଜେଲ ଦର କମ ହୋଇଯିବ ।

ଲେଖାଟି ଯଦି ଭଲ ଲାଗିଲା ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *