Ollywood Industry ର ହିରୋ ମାନଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ? କେଉଁ ହିରୋ କେତେ ପର୍ଯ୍ୟନ୍ତ ପଢିଛନ୍ତି ?

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଓଡିଆ ହିରୋ ମାନେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିବାର ଆପଣ ମାନେ ନିହାତି ଭାବେ ଜାଣିଥିବେ । ତେବେ କେଉଁ ନାୟକ ମାନଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ହୋଇଥିବ ଆସନ୍ତୁ ସେହି ବିଷୟରେ ଆଜି ଏଠାରେ ଜାଣିବା । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଏହି ଟପିକ ଉପରେ ଚାଲନ୍ତୁ ବିସ୍ତ୍ରୁତ ଭାବେ ଜାଣିବା । କେଉଁ ହିରୋ କେତେ ପର୍ଯ୍ୟନ୍ତ ପାଠ ପଢିଛନ୍ତି ଆଜି ଏଠାରେ ଜାଣିବା ।

1- ଓଲିଉଡ ଇଣ୍ଡଷ୍ଟ୍ରିର ଆଗ ଧାଡିର ଅଭିନେତା ହେଉଛନ୍ତି ବାବୁସାନ ମହାନ୍ତି । ସେ କିଟ କଲେଜ ଭୁବନେଶ୍ବରରୁ ଗ୍ରାଜୁଏସନ କରିଛନ୍ତି ।

2- ଓଡିଶାର ସୁପରଷ୍ଟାର ଅନୁଭବ ମହାନ୍ତି ଖ୍ରୀଷ୍ଟ କଲେଜ କଟକରୁ ଗ୍ରାଜୁଏସନ କରିଛନ୍ତି ।

3- ଓଡିଆ ସିନେ ଦୁନିଆର ଆଗ ଧାଡିର ନାୟକ ସବ୍ୟସାଚି ମିଶ୍ର ସେ ସିଲିକନ ଇନଷ୍ଟିଟ୍ଯୁଟରୁ ବି ଟେକ କରିଥିଲେ ।

4- ଅଭିନେତା ଅରିନ୍ଦମ ରଏ ଉତ୍କଳ ୟୁନିଭର୍ସିଟିରୁ ଗ୍ରାଜୁଏସନ କରିଛନ୍ତି ।

5- ଓଡିଶାର ଖୁବ ଲୋକପ୍ରିୟ ଅଭିନେତା ତଥା ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ସେ ରାଇରଙ୍ଗପୁର କଲେଜରୁ ବିକମ କରିଛନ୍ତି ।

6- ଓଲିଉଡ ହିରୋ ଆକାଶ ଦାସ ନାୟକ ସେ ବ୍ଯାସନଗର ମହାବିଦ୍ୟାଳୟରୁ ଏଲଏଲବି କମ୍ପ୍ଲିଟ କରିଛନ୍ତି ।

7- ଓଲିଉଡର ଜଣେ ଆଗ ଧାଡିର ଅଭିନେତା ଅମ୍ଳାନ ଦାସ SRM ଇନଷ୍ଟିଟ୍ଯୁଟ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜି ଚେନ୍ନାଇରୁ ଗ୍ରାଜୁଏସନ ପାଠ କମ୍ପ୍ଲିଟ କରିଛନ୍ତି ।

8- ଅଭିନେତା ପୁପିନ୍ଦର ସିଂହ ଉତ୍କଳ ୟୁନିଭର୍ସିଟିରୁ ଗ୍ରାଜୁଏସନ ଭୁବନେଶ୍ବର ଠାରେ କମ୍ପ୍ଲିଟ କରିଛନ୍ତି ।

8- ଓଡିଶାର ବେଶ ଲୋକପ୍ରିୟ ଅଭିନେତା ତଥା ସୁପରଷ୍ଟାର ଉତ୍ତମ ମହାନ୍ତି ସେ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ ଠାରେ ବି କମ୍ କରିଛନ୍ତି ।

9- ଓଲିଉଡର ଖୁବ ଜଣାଶୁଣା ଲୋକପ୍ରିୟ ଆକ୍ଟର ମିହିର ଦାସ ରେଭେନ୍ସା ୟୁନିଭର୍ସିଟିରୁ ଗ୍ରାଜୁଏସନ କରିଛନ୍ତି ।

10- ଓଡିଆ ଇଣ୍ଡଷ୍ଟ୍ରିର ଆଗ ଧାଡିର ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ ମଧୁସୂଦନ ଆଇନ ମହାବିଦ୍ୟାଳୟ ଠାରେ ଏଲଏଲବି କରିଛନ୍ତି ।

11- ଓଲିଉଡ ହିରୋ ଜ୍ଯୋତି ରଞ୍ଜନ ନାୟକ ସତ୍ୟଭାମା ୟୁନିଭର୍ସିଟି ଚେନ୍ନାଇରୁ ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି ।

12- ଓଲିଉଡ ହିରୋ ସ୍ଵରାଜ ବାରିକ କମ୍ପୁଟର ସାଇନ୍ସ ଇଂଜିନିୟରିଂରେ ସେ ବି ଟେକ କରିଛନ୍ତି ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ପସନ୍ଦ ଆସିଥିବ । ତେବେ ଏହିଭଳି ହିରୋ ହିରୋଇନ ମାନଙ୍କର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଗୋଟେ ଲାଇକ୍ କରିବା ସହ ଆପଣଙ୍କର ପ୍ରିୟ ହିରୋ ତଥା ଅଭିନେତା କିଏ ଆମକୁ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *