ଓଡ଼ିଆ ହିରୋଇନ ମାନଙ୍କ ଏହି ଘର କେବେବି ହେଲେ ଦେଖିନଥିବେ

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଚଳଚିତ୍ର ଦୁନିଆ ଏମିତି ଗୋଟେ ଦୁନିଆ ଯେଉଁଠି ଲୋକ ବହୁତ ଶୀଘ୍ର ବହୁତ କିଛି ପାଇଥାନ୍ତି ଓ ବହୁତ ଶୀଘ୍ର ବହୁତ କିଛି ହରେଈ ମଧ୍ୟ ଥାନ୍ତି, ତେବେ ସମସ୍ତଙ୍କୁ ଟଙ୍କା ମିଳିଲେ ବା ରୋଜଗାର କଲେ ଲୋକ ଆଗ ଗୋଟେ ଘର ଟିଏ ବନେଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଆମ ଓଡିଆ ଚଳଚିତ୍ର ଜଗତ ଏମିତି କିଛି ଟପ ହିରୋଇନ ମାନଙ୍କ ଘର ଦେଖେଇବା ପାଇଁ ଚାହୁଁଛୁ ଯାହା ଆପଣ ବହୁତ କମ ଜାଣିଥିବେ ।

Image Courtesy: Google

୧. ଶିବାନୀ :

ଶିବାନୀଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ତେବେ ଶିବାନୀଙ୍କ ଘର ୨୦ ଲକ୍ଷ ର ଅଟେ ଓ ଏହା ଦେଖିବା ପାଇଁ ବହୁତ ସୁନ୍ଦର ମଧ୍ୟ ଅଟେ ।

୨. ଭୋମିକା :

ତେବେ ଆପଣ ମାନେ ଭୋମିକାଙ୍କୁ ଛୋଟ ବେଳୁ ଓଡ଼ିଆ ଚଳଚିତ୍ରରେ କାମ କରୁଥିବାର ଦେଖି ଆସିଛନ୍ତି କାହିଁକିନା ଭୋମିକା ଚାଇଲ୍ଡ ଅଭିନେତ୍ରୀ ଥିଲେ ଓ ବରତମାନ ବଡ ହୋଇଯାଇଛନ୍ତି ତେବେ ତାଙ୍କ ଘର ୨୨ ଲକ୍ଷ ଟଙ୍କାର ଅଟେ । ଓ ଏହାର ଡିଜାଇନ ବହୁତ ଭଲ ଅଟେ ।

Image Courtesy: Google

୩. ସିତଲ :

ତେବେ ସିତଲଙ୍କୁ ଆପଣ ବହୁତ ସବୁ ଚଳଚିତ୍ରରେ ଅଭିନୟ କରୁଥିବାର ଦେଖିଛନ୍ତି ଓ ତାଙ୍କ ଘର ୨୫ ଲକ୍ଷ ଟଙ୍କା ର ଅଟେ ।

୪. ଋଆ :

ତେବେ ଋଆଙ୍କୁ ମଧ୍ୟ ଆପଣ ବହୁତ ଚଳଚିତ୍ର ରେ ଅଭିନୟ କରୁଥିବାର ଦେଖିଥିବେ ତେବେ ତାଙ୍କ ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ ତେବେ ତାଙ୍କ ଘର ୩୦ ଲକ୍ଷ ଟଙ୍କା ର ଅଟେ ଏହି ଘରେ ସେ ନିଜ ବାପା ମା ଓ ନିଜ ଭଉଣୀ ସହ ରୁହନ୍ତି ।

୫. ଏଲିନା :

ଏଲିନାଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ତେବେ ଏଲିନା ଗୋଟେ ରିଆଲିଟି ସୋ ମାଧ୍ୟମରେ ଓଡ଼ିଆ ଚଳଚିତ୍ରରେ ଆସିଥିଲେ ଓ ଏବେ ବହୁତ ଚଳଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ ମଧ୍ୟ କରିଛନ୍ତି ତେବେ ତାଙ୍କ ଘର ୪୦ ଲକ୍ଷ ଟଙ୍କା ର ଅଟେ ।

Image Courtesy: Google

୬. ପ୍ରକୃତି ମିଶ୍ର :

ତେବେ ପ୍ରକୃତି ମିଶ୍ରଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ କାହିଁକିନା ସେ ଛୋଟ ବେଳୁ ଓଡ଼ିଆ ଚଳଚିତ୍ର ଦୁନିଆ ରେ କାମ କରି ଆସିଛନ୍ତି ଏହା ଛଡା ବର୍ତମାନ ରେ ବଲୀଉଡ ରେ କାମ କରୁଛନ୍ତି ଓ ତାଙ୍କ ଘର ୪୫ ଲକ୍ଷ ଟଙ୍କା ଅଟେ ।

୭. ବର୍ଷା :

ତେବେ ଆପଣ ମାନେ ବର୍ଷାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ବହୁତ ଭଲ ଅଭିନେତ୍ରୀ ଏବଂ ଓଡିଆ ର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଓ ସେ ଅନୁଭବ ମୋହାନ୍ତିଙ୍କୁ ବିବାହ କରିଛନ୍ତି ଓ ଅନୁଭବ ଏବେ କେନ୍ଦ୍ରାପଡା ଏମପି ଅଛନ୍ତି ତେବେ ବରଷାଙ୍କ ଘର ୬୫ ଲକ୍ଷ ଟଙ୍କା ର ଅଟେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *