ରାନୀ ମୁଖାର୍ଜୀ ସହ ଏହି ସବୁ ଅଭିନେତ୍ରୀଙ୍କ ସଉତୁଣୀ ଦେଖା ଯାନ୍ତି ତାଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦରୀ

ସାମାନ୍ଯ ଜୀବନରେ ଯଦି କୌଣସି ଝିଅ ଗୋଟେ ଛାଡପତ୍ର ହୋଇଥିବା ଲୋକ ସହ ବିବାହ କରିଥାଏ ତେବେ ସେହି ଝିଅକୁ ବହୁତ ଅଲଗା ନଜରରେ ଦେଖା ଯାଏ ଓ ଲୋକଙ୍କ ମନ ଭାବନା ଏହା ଥାଏ ଯେ ଝିଅ ଭିତରେ କୌଣସି ପ୍ରକାର ଅସୁବିଧା ଥିବ ସେଥିପାଇଁ ଛାଡପତ୍ର ପୁଅ ସହ ବିବାହ କରୁଛି । କିନ୍ତୁ ବଲୀଉଡ ଜଗତ ଏହାର ପୁରା ଓଲଟା ଅଟେ ଏଠି ଛାଡପତ୍ର ଲୋକଙ୍କ ସହ ବିବାହ କରିବା ସାମାନ୍ୟ କଥା ଅଟେ, ଏଠି ବହୁତ ଅଭିନେତ୍ରୀ ବିବାହିତ ଲୋକଙ୍କ ଛାଡପତ୍ର ପରେ ତାଙ୍କୁ ବିବାହ କରିଛନ୍ତି, ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଓ ତାଙ୍କ ସଉତୁଣୀ ମାନଙ୍କ ବିଷୟରେ ।

Image Courtesy: Google

୫. ବିପାଶା ବାସୁ :

ଆପଣ ମାନେ ସମସ୍ତେ ବିପାଶା ବାସୁଙ୍କୁ ଜାଣିଛନ୍ତି ଯିଏ ନିଜ ବୋଲ୍ଡ ଅଭିନୟ ପାଇଁ ବଲୀଉଡ ଜଗତରେ ବହୁତ ଫେମସ ଅଛନ୍ତି, ତେବେ ବିପାଶା କରନ ସହ ବିବାହ କରିଥିଲେ ତେବେ କଣ ଆପଣ ମାନେ ଏହା ଜାଣିଛନ୍ତି ଯେ କରନ ଆଗରୁ ଜେନିଫର କୁ ବିବାହ କରିଥିଲେ ତେବେ ଜେନିଫର ଟିବି ଦୁନିଆର ବହୁତ ବଡ ଅଭିନେତ୍ରୀ ଅଟନ୍ତି ଓ ଦେଖିବାରେ ବିପାଶାଙ୍କ ଠାରୁ ବହୁତ ସୁନ୍ଦର ମଧ୍ୟ ଅଟନ୍ତି । ତାଙ୍କ ସୁନ୍ଦରତା ଦେଖି ଲୋକ ମୋହିତ ହୋଇଯାନ୍ତି ତେବେ କରନ ଜେନିଫରକୁ ଛାଡପତ୍ର ଦେଇ ବିପାଶାକୁ ବିବାହ କରିଥିଲେ ।

Image Courtesy: Google

୪. ଶିଲ୍ପା ଶେଠୀ :

ଆପଣ ମାନେ ସମସ୍ତେ ଶିଲ୍ପା ଶେଠୀକୁ ଭଲ ଭାବରେ ଜାଣିଛନ୍ତି ସେ ଏମିତି ଗୋଟେ ଅଭିନେତ୍ରୀ ଯିଏ ନିଜ ଅଭିନୟ ଦ୍ଵାରା ଲୋକଙ୍କ ମନ କିଣିଛନ୍ତି ଓ ବହୁତ ନାମ କମେଇଛନ୍ତି ତେବେ କଣ ଆପଣ ମାନେ ଜାଣିଛନ୍ତି ଯେ ଶିଲ୍ପା ଯାହାକୁ ବିବାହ କରିଛନ୍ତି ସେ ଆଗରୁ ବିବାହିତ ଥିଲେ । ରାଜ କୁନ୍ଦ୍ରା ଆଗରୁ କବିତା କୁନ୍ଦ୍ରା କୁ ବିବାହ କରିଥିଲେ, କବିତା କୁନ୍ଦରା ହାଉସ ୱାଇଫ ଥିଲେ ଓ ଲାଇମ ଲାଇଟ ଠାରୁ ଦୂରେଇ ରୁହନ୍ତି । ତେବେ ଶିଲ୍ପା ରାଜ କୁନ୍ଦ୍ରାଙ୍କ ଜୀବନରେ ଆସିଲା ପରେ ରାଜ କୁନ୍ଦ୍ରା କବିତାକୁ ଛାଡପତ୍ର ଦେଇ ଶିଲ୍ପା ସେଠୀଙ୍କ ସହ ବିବାହ କରିଥିଲେ ।

 

Image Courtesy: Google

୩. ରବିନା ଟନଡନ :

ରବିନା ଟନଡନ ବଲୀଉଡ ଜଗତ ବହୁତ ବଡ ନା ଅଟେ, ରବିନା ନିଜ ଅଭିନୟ ପାଇଁ ଲୋକଙ୍କ ମନରେ ଘର କରି ନେଇଛନ୍ତି, ରବିନା ବହୁତ ଲୋକଙ୍କ ସ୍ଵପ୍ନ ରାଣି ଅଟନ୍ତି, ତେବେ କଣ ଆପଣ ଜାଣିଛନ୍ତି ଯେ ରବିନା ଅନିଲ ଥଦାନି ସହ ବିବାହ କରିଛନ୍ତି ଥଦାନି ତାପସୀଙ୍କୁ ଛାଡପତ୍ର ଦେଇ ରବିନାକୁ ବିବାହ କରିଥିଲେ ।

୨. ରାନୀ ମୁଖାର୍ଜୀ :

ତେବେ ରାନୀ ମୁଖାର୍ଜୀଙ୍କୁ କିଏ ଜାଣି ନାହିଁ କହିଲେ ସେ ନିଜ ସମୟ ବହୁତ ଭଲ ଅଭିନେତ୍ରୀ ଏବଂ ବହୁତ ଭଲ ଲୋକ ଅଟନ୍ତି, ସେ ଆଦିତ୍ୟ ଚୋପଡା କୁ ବିବାହ କରିଛନ୍ତି ତେବେ ଆଦିତ୍ୟ ଚୋପଡା ଆଗରୁ ବିବାହିତ ଥିଲେ ଓ ରାନୀ ମୁଖାର୍ଜୀ ତାଙ୍କ ଜୀବନରେ ଆସିଲା ପରେ ଆଦିତ୍ୟ ଚୋପଡା ନିଜ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ ।

Image Courtesy: Google

୧. କରିନା କପୁର :

ବଲୀଉଡ ଜଗତରେ କେବେ ବି ବେବୋ ନା ନେଲେ ସମସ୍ତେ ଜାଣିଛନ୍ତି ଯେ କରିନାଙ୍କ ଏହି ନାମ ଅଟେ, କରିନା ନିଜ ଅଭିନୟ ଏବଂ ଛୁଆ ଭଳି ସ୍ଵଭାବ ପାଇଁ ସମସ୍ତଙ୍କ ମନ କିଣିଛନ୍ତି ତେବେ ଆପଣ ମାନେ ଜାଣିଛନ୍ତି ଯେ ବେବୋ ଶେଫ ଅଲି ଖାନକୁ ବିବାହ କରିଛନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଶେଫ ଆଗରୁ ଅମୃତା ସିଂହ ସହ ବିବାହ କରିଥିଲେ ଓ ତାଙ୍କୁ ଛାଡପତ୍ର ଦବା କିଛି ବର୍ଷ ପରେ କରିନା ସହ ବିବାହ କରିଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *