ଓଡିଆ ହିରୋଇନ ମାନଙ୍କର ପ୍ରକୃତ ବୟସ କେତେ ? Odia film industry

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମର ଓଲିଉଡ ଜଗତର ହିରୋଇନ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ନିଖୁଣ ଓ ଚମତ୍କାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଆମ ଓଡିଆ ହିରୋଇନ ମାନଙ୍କର ପ୍ରକୃତ ବୟସ କେତେ ? ତେବେ ଏହା ଜାଣିବାକୁ ହେଲେ ଆପଣଙ୍କୁ ଆଜିର ବିଷୟ ବସ୍ତୁଟି ନିହାତି ସାହାର୍ଯ୍ୟ କରିବ ।

ଆସନ୍ତୁ ଜାଣିବା ଓଡିଆ ହିରୋଇନ ମାନଙ୍କର ପ୍ରକୃତରେ ବର୍ତ୍ତମାନର ବୟସ କେତେ ରହିଛି । ୧- ଆମ ଲିଷ୍ଟର ପ୍ରଥମରେ ଆସୁଛନ୍ତି ଅଭିନେତ୍ରୀ ମହେଶ୍ଵତା ରାୟ ଯାହାଙ୍କର ଜନ୍ମ ଜୁଲାଇ ୨, ୧୯୬୨ ମସିହା । ବର୍ତ୍ତମାନ ବୟସ ୫୮ ବର୍ଷ ।

୨- ଆମ ଲିଷ୍ଟର ଦ୍ଵିତୀୟରେ ଆସୁଛନ୍ତି ଅଭିନେତ୍ରୀ ଅପରାଜିତା ମହାନ୍ତି । ତାଙ୍କର ଜନ୍ମ ମେ ୧୫, ୧୯୬୫ ମସିହା । ବର୍ତ୍ତମାନର ବୟସ ୫୫ ବର୍ଷ ।

୩- ଆମ ଲିଷ୍ଟର ତୃତୀୟରେ ଆସୁଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ । ଜନ୍ମ ଅକ୍ଟୋବର ୨, ୧୯୭୪ରେ । ବର୍ତ୍ତମାନ ବୟସ ୪୬ ବର୍ଷ ।

୪- ଆମ ଲିଷ୍ଟର ଚତୁର୍ଥରେ ଆସୁଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ଜନ୍ମ ଅଗଷ୍ଟ ୩୦, ୧୯୭୯ରେ । ବର୍ତ୍ତମାନ ବୟସ ୪୧ ବର୍ଷ ।

୫- ଆମ ଲିଷ୍ଟର ପଞ୍ଚମରେ ଆସୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଜନ୍ମ ଅଗଷ୍ଟ ୭, ୧୯୮୪ରେ । ବର୍ତ୍ତମାନ ବୟସ ୩୬ ବର୍ଷ ।

୬- ଆମ ଲିଷ୍ଟର ଷଷ୍ଠରେ ଆସୁଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଜନ୍ମ ୨୯ ଜୁନ, ୧୯୯୦ରେ । ବର୍ତ୍ତମାନ ବୟସ ୩୦ ବର୍ଷ ।

୭- ଆମ ଲିଷ୍ଟର ସପ୍ତମରେ ଆସୁଛନ୍ତି ଅଭିନେତ୍ରୀ ରିୟା ଦେ । ଜନ୍ମ ୧୨ ଅକ୍ଟୋବର ୧୯୯୧ରେ । ବର୍ତ୍ତମାନ ବୟସ ୨୯ ବର୍ଷ ।

୮- ଆମ ଲିଷ୍ଟର ଅଷ୍ଟମରେ ଆସୁଛନ୍ତି ଅଭିନେତ୍ରୀ ପ୍ରିୟା ଚୌଧୁରୀ । ଜନ୍ମ ଜୁଲାଇ ୨୫, ୧୯୮୯ରେ । ବର୍ତ୍ତମାନର ବୟସ ୩୧ ବର୍ଷ ।

୯- ଆମ ଲିଷ୍ଟର ନବମରେ ଆସୁଛନ୍ତି ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ । ଜନ୍ମ ୧ ଜୁନ, ୧୯୯୪ରେ । ବର୍ତ୍ତମାନ ବୟସ ୨୬ ବର୍ଷ ।

୧୦- ଆମ ଲିଷ୍ଟର ଦଶମରେ ଆସୁଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । ଜନ୍ମ ୨୩ ଜୁଲାଇ, ୧୯୯୬ରେ । ବର୍ତ୍ତମାନ ବୟସ ୨୫ ବର୍ଷ ।

୧୧- ଆମ ଲିଷ୍ଟର ଏକାଦଶରେ ଆସୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଜନ୍ମ ୩ ମାର୍ଚ୍ଚ, ୧୯୯୫ରେ । ବର୍ତ୍ତମାନ ବୟସ ୨୬ ବର୍ଷ ।

୧୨- ଆମ ଲିଷ୍ଟର ଦ୍ଵାଦଶରେ ଆସୁଛନ୍ତି ଅଭିନେତ୍ରୀ ଶିବାନୀ ସଂଗୀତା । ଜନ୍ମ ୧୨ ଜୁଲାଇ, ୨୦୧୧ରେ । ବର୍ତ୍ତମାନ ବୟସ ୧୯ ବର୍ଷ ।

୧୩- ଆମ ଲିଷ୍ଟର ତ୍ରୟୋଦଶରେ ଆସୁଛନ୍ତି ଅଭିନେତ୍ରୀ ତମନ୍ନା ଭାୟସ । ଜନ୍ମ ୧୪ ନଭେମ୍ବର, ୧୯୯୬ରେ । ବର୍ତ୍ତମାନ ବୟସ ୨୪ ବର୍ଷ ।

୧୪- ଆମ ଲିଷ୍ଟର ଚତୁର୍ଦ୍ଦଶରେ ଆସୁଛନ୍ତି ଅଭିନେତ୍ରୀ ଭୂମିକା ଦାସ । ଜନ୍ମ ୨୨ ଜାନୁଆରି ୨୦୦୩ରେ । ବର୍ତ୍ତମାନ ବୟସ ୧୮ ବର୍ଷ ।

ବନ୍ଧୁଗଣ ଆପଣଙ୍କୁ ଏହି ଅଭିନେତ୍ରୀଙ୍କ ମଧ୍ୟରୁ କେଉଁଠି ଅଭିନେତ୍ରୀ ଅଧିକ ଭଲ ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *