କିଛି ଏଭଳି ପ୍ରଶ୍ନ ଯାହା ସହଜ ହେଲେ ବି ଆପଣଙ୍କ ମୁଣ୍ଡ ଘୁରେଇ ଦେବ, ଏହି ପ୍ରଶ୍ନର ଉତ୍ତର ଦେଇକି ଦେଖନ୍ତୁ?

ଆପଣ ମାନେ ବହୁତ ପ୍ରକାର ପ୍ରଶ୍ନ ଉତ୍ତର ଖେଳ ଖେଳି ଥାନ୍ତି ତେବେ ଆଇ ଏସ ଲେବଲରେ ମଧ୍ୟ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ସହଜ ହୁଏ କିନ୍ତୁ ଏମିତି ବୁଲେଇକି ପଚରା ଯାଏ ଯେ ଲୋକ ଜାଣି ପାରନ୍ତି ନାହିଁ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ବୁଦ୍ଧି ଓ ଜ୍ଞାନ ଦ୍ଵାର ଖୋଲିଯିବ, ଏହା ଛଡା ଆପଣଙ୍କ ମସ୍ତିକ ଯୋଗ ମଧ୍ୟ ହୋଇଯିବ, ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଗୁଡିକ । ଦେଖିବା ଆପଣଙ୍କ IQ ଲେବେଲ କେତେ ଭଲ ।

Image Courtesy: Google

ପ୍ରଶ୍ନ : କେଉଁ ପ୍ରାଣୀ ଅଣ୍ଡିରା ହେଲେବି ଛୁଆ ଜନ୍ମ କରିଥାଏ ?

ଉତ୍ତର : ସାମୁଦ୍ରି ଘୋଡା

ପ୍ରଶ୍ନ :କେଉଁ ପକ୍ଷୀ ପଥରକୁ ବି ଖାଇଥାଏ ?

ଉତ୍ତର : ଚତୁରମୃଗ ପକ୍ଷୀ

ପ୍ରଶ୍ନ : ବିଶ୍ଵର ସବୁଠାରୁ ଲମ୍ବା ଘାସ ର ନାମ କଣ ?

ଉତ୍ତର : ବାଉଁଶ

ପ୍ରଶ୍ନ :ଏମିତି ସେ କେଉଁ ଫୁଲ ଯାହାର ଓଜନ ପାଖାପାଖି ୧୦ କିଲୋ ?

ଉତ୍ତର : ରଫ୍ଲେସିଆ

ପ୍ରଶ୍ନ : କେଉଁ ପ୍ରାଣୀ ର ଧ୍ବନୀ ବା ଶବ୍ଦ ନଥାଏ ?

ଉତ୍ତର : ଜିରାଫ

ପ୍ରଶ୍ନ : କେଉଁ ପ୍ରାଣୀ କେବେ ମରିନଥାଏ ସବୁବେଳେ ବଞ୍ଚି ଥାଏ ?

ଉତ୍ତର : ଜେଲିଫିସ

Image Courtesy: Google

ପ୍ରଶ୍ନ : କେଉଁ ଫଳରେ ୨୫ ଶତକଡା ପବନ ଥାଏ ?

ଉତ୍ତର : ସେଓ

ପ୍ରଶ୍ନ : କେଉଁ ପକ୍ଷୀ ଛୁଆ ଜନ୍ମ କରି ସେମାନଙ୍କୁ କ୍ଷୀର ପିଆଏ ?

ଉତ୍ତର : ଚେମଣୀ

ପ୍ରଶ୍ନ : କେଉଁ ଦେବତାଙ୍କ ରଥ ଶାତୋଟି ଘୋଡା ଦ୍ଵାରା ଟଣା ହୁଏ ?

ଉତ୍ତର : ସୂର୍ଯ୍ୟ ଦେବତା

ପ୍ରଶ୍ନ : ସଞ୍ଜିବନୀ କିଏ ଉଭାବନ କରିଥିଲେ ?

ଉତ୍ତର : ଶୁକ୍ରାଚାର୍ଜ୍ୟ

ପ୍ରଶ୍ନ : ପ୍ରହଲାଦଙ୍କ ପିତାଙ୍କ ନାମ କଣ ଥିଲା ?

ଉତ୍ତର : ହିରଣ୍ୟକଶପୁ

Image Courtesy: Google

ପ୍ରଶ୍ନ : ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ?

ଉତ୍ତର : ଦ୍ଵାପର ଯୁଗ

ପ୍ରଶ୍ନ : ରାମଙ୍କର ଗୁରୁ କିଏ ?

ଉତ୍ତର : ବିଶ୍ଵାମିତ୍ର

ପ୍ରଶ୍ନ : ଶ୍ରୀକୃଷ୍ଣଙ୍କ ଗୁରୁ କିଏ ?

ଉତ୍ତର : ସନ୍ଦିପନି

ପ୍ରଶ୍ନ : ଭାରତଙ୍କ ପତ୍ନୀଙ୍କ ନାମ କଣ ଥିଲା ?

ଉତ୍ତର : ମାଣ୍ଡବି

Image Courtesy: Google

ପ୍ରଶ୍ନ : ଭଗବାନ ବିଷ୍ଣୁ କେଉଁଠି ବାସ କରନ୍ତି ?

ଉତ୍ତର : ବୈକୁଣ୍ଠ ଧାମ

ପ୍ରଶ୍ନ : ବ୍ରମ୍ହା କେଉଁଠି ବାସ କରନ୍ତି ?

ଉତ୍ତର : ସତ୍ୟଲୋକରେ

ପ୍ରଶ୍ନ : କେଉଁ ହିନ୍ଦୁ ଦେବତା ସବୁବେଳେ ଜୋଟା ପିନ୍ଧିଥାନ୍ତି ?

ଉତ୍ତର : ସୂର୍ଯ୍ୟ ଦେବତା

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *