Odia Jokes : ଝିଅ ବିଦା ହେବା ବେଳକୁ ବରର ମୋବାଇଲ ବାଜିଲା, ତା’ ପରେ ଝିଅ ବରକୁ ଦୁଇ ଚାପୁଡା ମାରିଲା କାରଣ ତା’ର ରିଂଟୋନ ଥିଲା….

ଦିନ ସାରା ବ୍ୟସ୍ତ ରହିବା ପରେ ସମସ୍ତେ କିଛି ସମୟ ପାଇଁ ଆରାମ କରିବାକୁ ଚାହାନ୍ତି । ସେ ଚାହାନ୍ତି କି ସେ କିଛି ଏମିତି କରିବେ ଯାହା ଦ୍ଵାରା ତାଙ୍କର କ୍ଳାନ୍ତପଣ ଚୁଟିକରେ ଦୂର ହୋଇଯିବ ଓ ସେ ମାନସିକ ରୂପରେ ପୁଣି ଥରେ ସତେଜ ହୋଇଯିବ । ଇଣ୍ଟର୍ନେଟରେ ଭାଇରାଲ ହେଉଥିବା ଜୋକ୍ସ ବହୁତ କମରେ ଆସିଥାଏ ।

ଜୋକ୍ସ କ୍ଳାନ୍ତ ଦୂର କରିବା ପାଇଁ ଓ ମନକୁ ପ୍ରସନ୍ନ ରଖିବାର ଏକ ମାତ୍ର ସାଧନ ଅଟେ । ଏଥିପାଇଁ ଆପଣଙ୍କୁ ଅଧିକ ପରିଶରମ ବି କରିବାକୁ ପଡି ନ ଥାଏ । ଆଜିକାଲି ସୋସିଆଲ ମିଡିଆରେ ହଜାର ହଜାର ଜୋକ୍ସ ଆସୁଛି । ଆଜିର ଏହି ପୋସ୍ଟରେ ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ ।

ଜୋକ – ୧

ସନ୍ଧ୍ୟା ସମୟରେ ସ୍ଵାମୀ ଘରେ ଆସିବା ମାତ୍ରେ ହିଁ ସ୍ତ୍ରୀ କିଚ କିଚି ଆରମ୍ଭ କରି ଦେଲା…

ଚିଡି ଯାଇ ସ୍ଵାମୀ – ଦିନ ସାରା କାମ କରି କରି ଚିଡି ଯାଇଛି, ରହ ମୁଁ ଆଗେ ଫ୍ରେସ ତ ହେଇ ଯାଏ…

ସ୍ତ୍ରୀ – ମୁଁ ବି ତ ଦିନ ସାରା ଏକୁଟିଆ ଥିଲି,

ତ ମୁଁ ବି ଫ୍ରେସ ହେଉଥିଲି…..

ଜୋକ – ୨

ଯୁବକ ନିଜର GFର ବାପାକୁ କହୁଛି…

ଯୁବକ – ଆପଣଙ୍କ ଝିଅ ଯେତିକି ଟଙ୍କା

ବର୍ଷକରେ ଉଡାଏ…

ସେତିକି ପେଟ୍ରୋଲ ଗୋଟିଏ ଦିନରେ ମୋ ଗାଡି ପିଇଯାଏ…

ଝିଅର ବାପା – ଏମିତି କେଉଁ ଗାଡି କି ତୋର ?

ଯୁବକ – ରେଳଗାଡି….

ଜୋକ – ୩

ଝିଅ ବିଦାଇ ସମୟରେ ବାପା ଜ୍ଵାଇଁକୁ କହିଲା….

ବାପା – ପୁଅ ତୁମର ୱ୍ହାଟସ ଏପର ମ୍ୟାସେଜ ମିଳିଥିଲା…

ତୁମର ଡିମାଣ୍ଡ ତ ବହୁତ ଅଜବ…

ତଥାପି ଆମେ ପୁରା କରି ଦେଇଛୁ….

ନିଅ, “four underwear in red colour”

ତୁମ ପସନ୍ଦର ନାଲି ରଙ୍ଗର ଚଡି…

ଜ୍ଵାଇଁ (ମନେ ମନେ କହୁଥିଲା) –

ସଲା ଏହି ଅଟୋ ସେପ୍ଲିଙ୍ଗ କରେକ୍ସନ ବାଲା ମରୁ ନାହାନ୍ତି,

ମୁଁ ତ ford endeavour in red colour ଡିମାଣ୍ଡ କରିଥିଲି ।

(ଯାହାକି Ford କମ୍ପାନୀର ଏକ କାର ଅଟେ)

ଜୋକ – ୪

ବିବାହ କଣ ହୋଇଥାଏ

ଏହା ବୁଝିବା ପାଇଁ

ଜଣେ ବୈଜ୍ଞାନିକ ବିବାହ କରି ନେଲା

ବର୍ତ୍ତମାନ ସେ ବୁଝି ପାରୁ ନାହିଁ କି

ବିଜ୍ଞାନ କଣ !!

ଜୋକ – ୫

ଟିଚର – ୧ ରୁ ୧୦ ପର୍ଯ୍ୟନ୍ତ କୁହ

ରାଜୁ – ୧,୨,୩,୪,୫,୬,୭,୮,୯,୧୦

ଟିଚର – ୬ କଉଠି ଗଲା ?

ରାଜୁ – ସେ ତ ମରିଗଲା ?

ଟିଚର କେମିତି ?

ରାଜୁ – ଆଜି ସକାଳେ ନ୍ୟୁଜରେ କହୁଥିଲେ କି

ବସ ବ୍ରିଜ ତଳେ ପଡି ୬ ଜଣଙ୍କ ମୃତ୍ୟୁ…

ଜୋକ – ୬

ଗଣିତ ଟିଚର କ୍ଳାସରେ ପପୁକୁ ପଚାରିଲେ…

ଟିଚର – କୁହ ୪ ଓ ୪ କେତେ ହୋଇଥାଏ ?

ପପୁ – ଚାରି ଓ ଚାରି ୧୦ ହୋଇଥାଏ

ଟିଚର – ମୂର୍ଖ ଚାରି ଚାରି ୮ ହୁଏ…

ପପୁ – ଆମେ ଧନୀ ଘରର ପିଲା

୨ ମୁଁ ନିଜ ଆଡୁ ଦେଇ ଦେଲି !!!!

ଜୋକ – 7

ଝିଅ ବିଦା ହେବା ବେଳକୁ ବରର ମୋବାଇଲ ବାଜିଲା, ତା’ ପରେ ଝିଅ ବରକୁ ଦୁଇ ଚାପୁଡା ମାରିଲା କାରଣ ତା’ର ରିଂଟୋନ ଥିଲା

“ଦିଲ ମେ ଛୁପା କେ ଦିଲ କେ ଅରମାନ ଲେ ଚଲେ”

ହମ ଆଜ ଅପନୀ ମୌତ କା ସାମାନ ଲେ ଚଲେ”

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *