ବାଛି ନିଅନ୍ତୁ ଗୋଟିଏ “Teddy Bear” ଓ ଜାଣନ୍ତୁ ସେ ଆପଣଙ୍କୁ କେଉଁ ପ୍ରକାରର ପ୍ରେମ କରୁଛନ୍ତି- Love quiz

ବନ୍ଧୁଗଣ, ପ୍ରେମ ଏକ ଅଭୂଲା ସ୍ମୁତି ଅଟେ ଯାହାର ପରିଭାଷା ସହଜରେ ପ୍ରକାଶ କରି ହୁଏନାହିଁ । ବନ୍ଧୁଗଣ ଜଣେ ପ୍ରେମୀ ଯୁଗଳ ନିଜ ପ୍ରେମ ବନ୍ଧନ ମଧ୍ୟରେ ହଜିଯାଇଥାନ୍ତି । ସେମାନେ ମୁଖ୍ୟତ ସବୁକିଛି ଭୁଲିଯାଇଥାନ୍ତି । ଉଭୟ ସଦାସର୍ବଦା ଏକତ୍ର ହୋଇ ରହିବାକୁ ନିଜର ପ୍ରେଚେଷ୍ଠା ଚଳାଇଥାନ୍ତି । ମାତ୍ର ପ୍ରେମ ଯଦି ପ୍ରତାରଣା ର କାରଣ ହୋଇଥାଏ, ତେବେ ଉଭୟଙ୍କ ମଧ୍ୟରେ ସବୁକିଛି ବର୍ବାଦ ହୋଇଯାଏ ।

ବନ୍ଧୁଗଣ ମାନାଯାଇଅଛି ଯେ, ବ୍ୟକ୍ତି ର ପସନ୍ଦ ନାପସନ୍ଦ ତାହାର ବ୍ୟକ୍ତିତ୍ଵ ତଥା ସ୍ଵଭାବ ର ଦର୍ପଣ ହୋଇଥାଏ । ବନ୍ଧୁଗଣ ଅନ୍ୟର ପସନ୍ଦ ତାହାର ଜୀବନରେ ସ୍ଵଭାବ ସହିତ ଜଡିତ ହୋଇ ରହିଥିବା ବ୍ୟକ୍ତିବିଶେଷ ଙ୍କ କିଛି ରହସ୍ୟ ମାନଙ୍କ ସମ୍ବନ୍ଧରେ ଦର୍ଶାଇ ଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କ ନିମନ୍ତେ ଏକ ମନୋରୋମାଞ୍ଚକ ବିଷୟବସ୍ତୁ ନେଇ ଆସିଛୁ ।

ଆପଣଙ୍କୁ ୫ ଟି ଅଲଗା ଅଲଗା ଟେଡି ବିୟର ଦେଖାଇବୁ । ସେଥି ମଧ୍ୟରୁ ଆପଣ ଆପଣଙ୍କ ପସନ୍ଦର ଟେଡି ବିୟର ପସନ୍ଦ କରନ୍ତୁ । ଏହାପରେ ଆମ୍ଭେ ଆପଣଙ୍କୁ କହିବୁ ଯେ ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି ସେ ଆପଣଙ୍କୁ କେଉଁଭଳି ପ୍ରେମ କରିବେ ।

୧- ବନ୍ଧୁଗଣ, ଯଦି ଆପଣ ୧ ନମ୍ବର ଟେଡି ବିୟର କୁ ବାଛିଛନ୍ତି, ତେବେ ସେ ଆପଣଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି । ସେ ଆପଣଙ୍କୁ ଛାଡି ଗୋଟିଏ ମୂହୁର୍ତ୍ତ ମଧ୍ୟ ରହି ପାରିବେ ନାହିଁ ।

୨- ବନ୍ଧୁଗଣ, ଯଦି ଆପଣ ୨ ନମ୍ବର ଟେଡି ବିୟର କୁ ବାଛିଛନ୍ତି, ତେବେ ସେ ଆପଣଙ୍କୁ ଏତେ ଭଲ ପାଉଛନ୍ତି ଯେ ସେ ଆପଣଙ୍କ ସହିତ ବିବାହ ନିମନ୍ତେ ଯୋଜନା ବନାଉଛନ୍ତି । ଏହା ସହିତ ସେ ଆପଣଙ୍କର ବହୁତ ସନ୍ନମାନ କରନ୍ତି ।

୩- ବନ୍ଧୁଗଣ, ଯଦି ଆପଣ ୩ ନମ୍ବର ଟେଡି ବିୟର କୁ ବାଛିଛନ୍ତି, ତେବେ ସେ ଆପଣଙ୍କ ପାଇଁ ବହୁତ ରୋମାଣ୍ଟିକ ତଥା କେୟାରିଙ୍ଗ ଅଟନ୍ତି । ସେ ଆପଣଙ୍କ ଠାରୁ ମଧ୍ୟ ଅଧକ ପ୍ରେମ କରନ୍ତି । ସେ ଆପଣଙ୍କୁ ଦୁନିଆର ସମସ୍ତ ଖୁସି ଦେବାକୁ ଚାହୁଁଛନ୍ତି । ସେ ଆପଣଙ୍କ ନିମନ୍ତେ କିଛି ମଧ୍ୟ କରିପାରନ୍ତି ।

୪- ବନ୍ଧୁଗଣ, ଯଦି ଆପଣ ୪ ନମ୍ବର ଟେଡି ବିୟର କୁ ବାଛିଛନ୍ତି, ତେବେ ଆପଣଙ୍କ ସମ୍ପର୍କ କେବଳ ଗୋଟିଏ ବନ୍ଧୁତା ପର୍ଯ୍ୟନ୍ତ ହିଁ ସୀମିତ ରହିବ । ଆପଣ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଆନନ୍ଦ ର ସହିତ ଜୀବନ ଜାପାନ କରିବାକୁ ଚାହୁଞ୍ଚନ୍ତି । ଆପଣ ପରସ୍ପର ର ସମସ୍ତ ସମସ୍ୟା ସାମାଧାନ କରିବା ପାଇଁ ଚେଷ୍ଟା କରିଥାନ୍ତି । ଆପଣ କେବେ କୌଣସି ପରିସ୍ଥିତି ରେ ପରସ୍ପର ର ହାତ ଛାଡିବାକୁ ଚାହାନ୍ତି ନାହିଁ ।

୫- ବନ୍ଧୁଗଣ, ଯଦି ଆପଣ ୫ ନମ୍ବର ଟେଡି ବିୟର କୁ ବାଛିଛନ୍ତି, ତେବେ ଆପଣ ତାଙ୍କ ବିନା ଗୋଟିଏ ମୂହୁର୍ତ୍ତ ମଧ୍ୟ ଏକୁଟିଆ ରହି ପାରିବେ ନାହିଁ । ଆପଣ ସର୍ବଦା ତାଙ୍କ ବିଷୟରେ ଭବିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗିଥାଏ, ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଲେଖାଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *