ବାଛି ନିଅନ୍ତୁ ଗୋଟିଏ Box ଜାଣନ୍ତୁ July ମାସରେ ଆପଣଙ୍କୁ କଣ ମିଳିବ ?

ବନ୍ଧୁଗଣ, ଜୀବନରେ ଅନେକ ଘ-ଟ-ଣାମାନ ଘଟିଥାଏ । ମନୁଷ୍ୟ ନାନା ପ୍ରକାରର ସମସ୍ୟା ରେ ଗତି କରିଥାଏ । ମାତ୍ରା ଆମ୍ଭ ମାନଙ୍କ ଜୀବନରେ ଏଭଳି ଘ-ଟ-ଣା ମାନ ଘଟିଥାଏ ଯାହା ଆମ୍ଭେ ଭାବିନଥାଉ । ବନ୍ଧୁଗଣ ମନୁଷ୍ୟ ଜୀବନରେ ହସଖୁସି ରେ ଜୀବନ ବିତାଇବାକୁ ସମସ୍ତେ ଚାହିଁଥାନ୍ତି ।

ତାହା ଏକ ଖେଳ ମାଧ୍ୟମରେ ହେଉ କିଅବା ଏକ ମନୋରଞ୍ଜନ ମାଧ୍ୟମରେ ହେଉ । ସମସ୍ତେ ପ୍ରାଏ ନିଜ ଜୀବନ ସ-ମ୍ବ-ନ୍ଧୀୟ କୌଣସି ଏକ ଘ-ଟ-ଣା ର ରହସ୍ୟ ସ-ମ୍ବ-ନ୍ଧରେ ଜାଣିବାକୁ ଚାହିଁଥାନ୍ତି । ବନ୍ଧୁଗଣ ଆମ୍ଭେ ଆଜି ଆପଣଙ୍କ ନିମନ୍ତେ ଏକ ଗେ-ମ ନେଇ ଆସିଛୁ । ଏହି ଗେମ ରେ ୪ ବକ୍ସ ଦିଆ ଯାଇଛି । ଏଥିରୁ ଆପଣ ଏକ ବକ୍ସ ପସନ୍ଦ କରିବେ । ଆପଣ ବାଛିଥିବା ବକ୍ସ ପଛର ରହସ୍ୟ ସ-ମ୍ବ-ନ୍ଧରେ ଆପଣଙ୍କୁ କହିବାକୁ ଯାଉଅଛୁ ।

୧- ବନ୍ଧୁଗଣ, ଯଦି ଆପଣ ୧ ନମ୍ବର ବକ୍ସଟିକୁ ବାଛିଛନ୍ତି, ତେବେ ଜୁଲାଇ ମାସରେ ଆପଣଙ୍କ ପ୍ରେମୀ ତଥା ପାର୍ଟନର ଠାରୁ ଆପଣଙ୍କୁ ଏହା ବଡ ସରପ୍ରାଇଜ ମିଳିବାକୁ ଯାଉଅଛି ।

୨- ବନ୍ଧୁଗଣ, ଯଦି ଆପଣ ୨ ନମ୍ବର ବକ୍ସଟିକୁ ବାଛିଛନ୍ତି, ତେବେ ଆପଣଙ୍କ ଲଭ ପାର୍ଟନର ଠାରୁ ଆପଣଙ୍କୁ ଉପହାର ମିଳିବା ସହିତ ତାଙ୍କ କାରଣରୁ ଆପଣ ନିଜ ଅଧୁରା ସ୍ଵପ୍ନ କୁ ପୁରା କରିବାରେ ସକ୍ଷମ ହେବେ । ଆପଣଙ୍କ ପ୍ରେମୀ ଆପଣଙ୍କୁ ବହୁତ ଭଲ ପାଉଥିବା ସମୟରେ ସେ ଆପଣଙ୍କ ସମସ୍ତ କଥାର ଧ୍ୟାନ ରଖି ଆପଣଙ୍କ ସ୍ଵପ୍ନ କୁ ସାକାର କରାଇବେ ।

୩- ବନ୍ଧୁଗଣ, ଯଦି ଆପଣ ୩ ନମ୍ବର ବକ୍ସଟିକୁ ବାଛିଛନ୍ତି, ତେବେ ଆପଣ ଯାହା ନିଜ ଜୀବନରେ ପାଇବାକୁ ଚାହୁଞ୍ଚନ୍ତି ତାହା ଏହି ଜୁଲାଇ ମାସରେ ପାଇବାର ସମ୍ଭାବନା ରହିଅଛି । ଏଥିପାଇଁ ଆପଣଙ୍କୁ ଅତ୍ୟଧିକ ପରିଶ୍ରମ କରିବାକୁ ହେବନାହିଁ ।

୪- ବନ୍ଧୁଗଣ, ଯଦି ଆପଣ ୪ ନମ୍ବର ବକ୍ସଟିକୁ ବାଛିଛନ୍ତି, ତେବେ ଜୁଲାଇ ମାସ ଆପଣଙ୍କ ନିମନ୍ତେ ପ୍ରଚୁର ଅବସର ନେଇ ଆସିଛି ବୋଲି ଜାଣନ୍ତୁ । ଏହି ମାସରେ ଆପଣଙ୍କୁ ପ୍ରେମ, ପଇସା ଏବଂ ଉତ୍ତମ ସଫଳତା ହାସିଲ ହେବ । ବନ୍ଧୁଗଣ ପ୍ରେମ ର ପରିଭାଷା ନାହିଁ । ଆମ୍ଭ ଜୀବନରେ ଆମ୍ଭେମାନେ ସମସ୍ତେ ଦିନେ ନା ଦିନେ ପ୍ରେମରେ ପଡିଥାଉ । ପ୍ରେମ ଏକ ଏଭଳି ଅନୁଭୂତି ଯାହାକୁ ଆମ୍ଭେ ସହଜରେ ପ୍ରକାଶ କରି ପାରି ନଥାଉ । ବନ୍ଧୁଗଣ ଯଦି ଆମ୍ଭେ ଚାହୁଁଥିବା ଅଥବା ଇଛା କରିଥିବା ସମସ୍ତ କାର୍ଯ୍ୟ ଉପହାର ସ୍ୱରୂପ ହଟାତ ଆମ୍ଭ ମାନଙ୍କୁ ମିଳିଯାଏ ତେବେ ଆମ ଠାରୁ ଖୁସି ଅଧିକ ଆଉ କେହି ହୋଇ ନଥାନ୍ତି ।

ମିଳିବା ବସ୍ତୁ ପ୍ରେମ ସ-ମ୍ବ-ନ୍ଧୀୟ ହେଉ ଅଥବା ସଫଳତା କୁ ନେଇ ହେଉ ଆମ୍ଭକୁ ଉଭୟ ଅତ୍ୟନ୍ତ ଶୁଭ ଲାଗିଥାଏ । ବନ୍ଧୁଗଣ ଏହା ଗୋଟିଏ ଗେମ ଥିଲା ଅନୁମାନ ଆପଣ ଲଗାଇଲେ ମାତ୍ର ଏହି ବକ୍ସ ପଛରେ ଲୁଚି ରହିଥିବା କାରଣ ସ-ମ୍ବ-ନ୍ଧରେ ଆମ୍ଭେ ଆପଣଙ୍କୁ କହିଲୁ ।

ଆପଣ ମାନଙ୍କୁ ଏହି ରୋମାଞ୍ଚକ ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ନିଜର ମତାମତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *