ବାଛି ନିଅନ୍ତୁ ଏକ ଇମୋଜି ଓ ଜାଣନ୍ତୁ ତାଙ୍କର ଏକ ଏଭଳି ସତ୍ୟ ଯାହା ଆପଣ ଜାଣି ନାହାନ୍ତି- Love Quiz

ବନ୍ଧୁଗଣ, ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ପସନ୍ଦ ନାପସନ୍ଦ ତାହାର ସ୍ଵଭାବ ତଥା ବ୍ୟକ୍ତିତ୍ଵ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ବନ୍ଧୁଗଣ ଆମ ଆଖ ପାଖ ରେ ରହିଥିବା ଅନେକ ଜିନିଷ ତଥା ବସ୍ତୁ ଅଥବା ରଙ୍ଗ ମାନଙ୍କର ଭିନ୍ନ ଭିନ୍ନ ପ୍ରଭାବ ଆମ୍ଭ ଜୀବନ ଉପରେ ସିଧା ସଳଖ ଭାବରେ ପଡିଥାଏ ।

ସେହିଭଳି ଆମ୍ଭେ ପସନ୍ଦ କରିଥିବା ଅନେକ ଜିନିଷ ର ମଧ୍ୟ କିଛି ରହସ୍ୟ ମାନ ଆମ୍ଭ ମାନଙ୍କ ଜୀବନରେ ରହିଅଛି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କ ନିମନ୍ତେ ଏକ ଗେମ ନେଇ ଆସିଛୁ । ଏଥିରେ ୪ଟି ଏମୋଜି ରହିଅଛି ଆପଣ ନିଜ ମନପସନ୍ଦ ଅନୁଯାୟୀ ଇମୋଜି ଟିକୁ ବାଛି ନିଅନ୍ତୁ । ଆମ୍ଭେ ଆପଣଙ୍କୁ କହିବା ଆପଣଙ୍କ ପ୍ରିୟ ପାତ୍ର ଙ୍କର ଏକ ଏଭଳି ସତ୍ୟ ଯାହାକୁ ଆପଣ ଜାଣି ନଥିବେ ।

୧- ବନ୍ଧୁଗଣ ଯଦି ଆପଣ ୧ନମ୍ବର ଇମୋଜି ଟିକୁ ବାଛିଛନ୍ତି ତେବେ, ସେ ଆପଣ ଏବଂ ନିଜର ଭବିଷ୍ୟତ କୁ ନେଇ ବହୁତ ଚିନ୍ତିତ ଅଛନ୍ତି ଏବଂ ସେ ଏହି କଥା କୁ ଆପଣଙ୍କ ସମୁଖରେ ପ୍ରକାଶ କରି ପାରୁ ନାହାନ୍ତି । ସେ ବହୁତ ସମୟରୁ ଆପଣଙ୍କ ସହିତ ଏହି ସବୁ କଥା ଆଲୋଚନା କରିବା ପାଇଁ ଚାହୁଁଛନ୍ତି । ମାତ୍ର କୌଣସି କାରଣରୁ ସେ ଆପଣଙ୍କୁ ଏହି କଥା କହିପାରୁ ନାହାଁନ୍ତି ।

୨- ବନ୍ଧୁଗଣ ଯଦି ଆପଣ ୨ନମ୍ବର ଇମୋଜି ଟିକୁ ବାଛିଛନ୍ତି ତେବେ, ଆପଣ ତାଙ୍କ ପାଇଁ ତାଙ୍କର ବଞ୍ଚିବାର କାରଣ ଅଟନ୍ତି । ଆପଣନ୍ନ୍କୁ ସେ ବହୁତ ଅଧିକ ଭଲ ପାଉଛନ୍ତି ଏହା ତ ଆପଣଙ୍କୁ ଜଣାଅଛି । ମାତ୍ର ସେ ଆପଣଙ୍କ ବିନା ପାଗଳ ହୋଇଯିବେ, ଏହି ସତ୍ୟତା ସମ୍ବନ୍ଧରେ ଆପଣ ଅଜଣା ଅଟନ୍ତି ।

୩- ବନ୍ଧୁଗଣ ଯଦି ଆପଣ ୩ ନମ୍ବର ଇମୋଜି ଟିକୁ ବାଛିଛନ୍ତି ତେବେ, ସେ ଆପଣଙ୍କ ନିମନ୍ତେ ଏକ ବହୁତ ବଡ ସରପ୍ରାଇଜ ପ୍ଳାନ ରଖିଛନ୍ତି । ମାତ୍ର ଏହାକୁ ଆପଣଙ୍କ ଠାରୁ ଲୁଚାଇ ରଖିଛନ୍ତି । ସଠିକ ସମୟରେ ଆପଣଙ୍କୁ ସରପ୍ରାଇଜ ଦେବେ ବୋଲି ସେ ସ୍ତିର କରି ରଖିଛନ୍ତି । ଏହି ଉପହାର ଆପଣଙ୍କ ଜୀବନରେ ଅନେକ ଖୁସି ଆଣିବାକୁ ଯାଉଅଛି ।

୪- ବନ୍ଧୁଗଣ ଯଦି ଆପଣ ୪ ନମ୍ବର ଇମୋଜି ଟିକୁ ବାଛିଛନ୍ତି ତେବେ, ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି । ବହୁତ ଭାବି ସାରିବା ପରେ ମଧ୍ୟ ସେ ଆପଣଙ୍କୁ ନିଜ ହୃଦୟର କଥା କହିବାକୁ ଡରୁଛନ୍ତି । ଆପଣ ତାଙ୍କର ଘନିଷ୍ଠ ବନ୍ଧୁ ରହିଥିବା ରୁ ସେ ଆପଣଙ୍କୁ ନିଜ ମନ କଥା କହିଦେଲେ କାଳେ ଆପଣ ତାଙ୍କ ଠାରୁ ଦୁର ହୋଇଯିବେ, ସେଥିପାଇଁ ସେ ଆପଣଙ୍କୁ ଡରି କିଛି କହୁ ନହାଁନ୍ତି ।

ବନ୍ଧୁଗଣ କାହାକୁ ନିଜ ମନ କଥା କହିବାକୁ ଆଦୌ ଡରନ୍ତୁ ନାହିଁ । ଆପଣଙ୍କ ମନରେ ନିଜ ମନର ମଣିଷ ନିମନ୍ତେ ଯାହା ସବୁ ଅନୁଭୂତି ରହିଅଛି ତାହାକୁ ତାଙ୍କ ଆଗରେ ପ୍ରକାଶ କରନ୍ତୁ ନଚେତ ବହୁତ ଡେରି ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *