କେବଳ ୪ ଦିନ ଖାଆନ୍ତୁ ଭଣ୍ଡା ମଞ୍ଜି, ତା ପରେ ଯାହା ହେବ ନିଜେ ହିଁ ଦେଖି ନିଅନ୍ତୁ- Health Tips

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କଣ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ କିନ୍ତୁ ତଥାପି ଆପଣ କେବଳ ନିଜ ସୁଆଦ ବିଷୟରେ ଚିନ୍ତା କରନ୍ତି ଆଉ ସ୍ୱାସ୍ଥ୍ୟ ପାଇଁ ନୁହ କିନ୍ତୁ ଯେତେବେଳେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଥାଏ ସେତେବେଳେ ଆପଣ ସୁଆଦିଆ ଜିନିଷ ଛାଡି ପୋଷ୍ଟିକ ଖାଦ୍ୟ ଖାଇବା ଆରମ୍ଭ କରିଥାନ୍ତି ।

ଆଉ ମନରେ ଏହା ବିଚାର କରନ୍ତି ଯେ ମୁଁ ତ ଭଲ ଖାଦ୍ୟ ଖାଉଛି ଫୁଣୀ କଣ ପାଇଁ ମୋ ଦେହ ଖରାପ ହେଉଛି । ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଗୋଟେ ଦିନ ଖାଇବା ଦ୍ଵାରା ହୁଏ ନାହିଁ ଆପଣ ଜୌ ଏତେ ଦିନ ଧରି ଖାଉଥିଲେ ତାହା ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ରାମବାଣ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ ଯାହା ଖାଇବା ପରେ ଆପଣଙ୍କ ସ୍ୱାସ୍ଥ୍ୟ ସବୁବେଳେ ଭଲ ରହିବ ଆଉ ଆପଣଙ୍କୁ ଜୀବନରେ ବହୁତ ରୋ-ଗ ଦ୍ଵାରା ମୁକ୍ତି ମଧ୍ୟ ମିଳିବ । ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଭଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଭଣ୍ଡାରେ ଏମିତି କିଛି ତତ୍ଵ ରହିଥାଏ ଯାହା ଆମ ପେଟରେ ଥିବା ଏସିଡ ମାତ୍ରାକୁ କମ କରିଥାଏ ।

ଯାହା ଦ୍ଵାରା ଗ୍ୟାସ ଭଳି ସମସ୍ଯା ବହୁତ କମ ହୋଇଥାଏ ଆଉ ପାଚନ ଶକ୍ତି ବଢିବାକୁ ଲାଗିଥାଏ ତେବେ ଆଜି ଆମେ ଆପଣଙ୍କୁ ଭଣ୍ଡା ଆଉ ଭଣ୍ଡା ମଞ୍ଜି ଖାଇବା ବିଷୟରେ କହିବାକୁ ଯାଉଛୁ ଯାହା ସେବନ ଦ୍ଵାରା ଆପଣଙ୍କ ଶରୀର ସବୁ ସମସ୍ଯା ବହୁତ ସହଜରେ ଦୂର ହୋଇଥାଏ ଆଉ ଆପଣ ଜୀବନରେ ବହୁତ ସୁଖ ଅନୁଭବ କରି ପାରିବେ । ଆପଣଙ୍କୁ ସବୁଦିନ ସକାଳେ ଉଠି ଖାଲି ପେଟରେ କିଛି ଭଣ୍ଡା ସେବନ କରିବା ଉଚିତ ।

ତେବେ ଉପବାସ କରୁଥିବା ମହିଳା ଯଦି ଭଣ୍ଡା ସେବନ କରନ୍ତି ତେବେ ତାଙ୍କ ପେଟ ସଫା ହବା ସହ ତାଙ୍କ ସବୁ ଗ୍ୟାସ ସମସ୍ଯା ମଧ୍ୟ ଭଲ ହୋଇଥାଏ ଆଉ ଆପଣଙ୍କୁ ଅଧିକ ବାଧା ଲାଗି ନଥାଏ । କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ଭଣ୍ଡା ମଞ୍ଜି ଆମକୁ କ୍ୟା-ନ୍ସ-ର, ହାର୍ଟ ଅଟାକ ଆଉ ମଧୁ ମେହ ଭଳି ଭାଙ୍କାର ରୋ-ଗ ଠାରୁ ସୁରକ୍ଷିତ କରିବାରେ ବହୁତ ସାହାଯ୍ୟ କରିଥାଏ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ମଣିଷ ଶରୀରରେ କ୍ୟା-ନ୍ସ-ର ସେଲ ଆଗରୁ ରହିଥାନ୍ତି ।

ଯାହାକୁ ଆମ ବଡି ର ଆଣ୍ଟିବଡି କଣ୍ଟ୍ରୋଲ କରି ରଖିଥାନ୍ତି କିନ୍ତୁ ଯେତେବେଳେ ଆମ ଶରୀର ଆଣ୍ଟିବଡି କମିବାକୁ ଲାଗିଥାନ୍ତି ସେତେବେଳେ ଆମକୁ ରୋ-ଗ ମାଡି ବସିଥାଏ ଆଉ ଆମେ ବେଶାହାର ହୋଇଥାଉ । ତେବେ ଭଣ୍ଡା ଖାଇବା ଦ୍ଵାରା ଆମ ଶରୀର ଆଣ୍ଟି ବଡି ବଢିବାକୁ ଲାଗିଥାଏ ଯାହା ଏହି ଭଳି ଭାଙ୍କାର ରୋ-ଗ ଠାରୁ ଲଢିବା ପାଇଁ ଆମ ଶରୀରକୁ ପ୍ରସ୍ତୁତ କରିଥାଏ । ତେବେ ଆପଣଙ୍କୁ ଭଣ୍ଡା ମଞ୍ଜି ସବୁ ଦିନ ସକାଳେ ଗୋଟେ ଗ୍ଳାସ ପାଣିରେ ଚାମଚ ମିଶାଇ ସେବନ କରିବା ଉଚିତ ସବୁ ରୋ-ଗ ଦୂରେଇ ରହିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *