ଏହି ୮ ଜଣଙ୍କ ଘରେ କେବେ ବି କରନ୍ତୁ ନାହିଁ ଭୋଜନ, ମାଡି ଆସେ ଦାରିଦ୍ର୍ୟତା- Krishna Vani

ଗରୁଡ ପୂରାଣ ଆମର ୧୮ ଟି ପୂରାଣ ମଧ୍ୟରେ ସବୁଠୁ ମହତ୍ଵ ପୂରାଣ ଅଟେ । ଏଥିରେ ମୃ-ତ୍ୟୁ ପରର ଘ-ଟ-ଣା, ଆତ୍ମା ଲୋକ, ଯମ ଲୋକ ତଥା ନ-ର୍କରେ ମିଳିଥିବା ଦ-ଣ୍ଡ ଗୁଡିକ ବିଷୟରେ ମହତ୍ଵପୂର୍ଣ ସୂଚନା ଦିଆ ଯାଇଛି । ଯାହା ଦ୍ଵାରା ମନୁଷ୍ୟ ନିଜର ଜୀବନ କା-ଳରେ କେବେ ବି ଖ-ରା-ପ କାମ କରିବ ନାହିଁ ଓ ତାକୁ ନ-ର୍କରେ ଯିବାକୁ ନ ପଡେ ।

ଗରୁଡ ପୁରାଣ ଅନୁସାରେ ପାପ କରିବା ପରେ ମନୁଷ୍ୟ ନ-ର୍କର ଯ-ନ୍ତ୍ର-ଣା ଭୋଗ କରିଥାଏ । ଏହା ସହିତ ପା-ପୀ ବ୍ୟକ୍ତି ସହ ରହୁଥିବା ମନୁଷ୍ୟକୁ ବି ନ-ର୍କରେ ହିଁ ସ୍ଥାନ ମିଳିଥାଏ । ସେଥିପାଇଁ କେବେ ବି ପା-ପୀ ଲୋକମାନଙ୍କର ସାଥ ଦିଅନ୍ତୁ ନାହିଁ ଓ ଧର୍ମର ମାର୍ଗରେ ହିଁ ଚାଳନ୍ତୁ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ୮ ଜଣ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ,

ଯେଉଁମାନଙ୍କ ଘରକୁ କେବେ ବି ଭୋଜନ କରିବା ପାଇଁ ଯିବା ଉଚିତ ନୁହେଁ । ଏହି ଲୋକମାନଙ୍କ ଘରେ ଭୋଜନ କରିବା ଦ୍ଵାରା ବ୍ୟକ୍ତିମାନଙ୍କୁ ପା-ପ ଏମାନଙ୍କର ପା-ପ-ର ଭାଗୀଦାରୀ ହୋଇ ଯାଆନ୍ତି । ଚାଳନ୍ତୁ ଜାଣିବା ସେହି ୮ ଜଣ ଲୋକମାନଙ୍କ ବିଷୟରେ ।

ଚୋ-ର କିମ୍ବା ଅ-ପ-ରା-ଧୀ

ଯଦି କୌଣସି ବ୍ୟକ୍ତି ଚୋର କିମ୍ବା ଅ-ପ-ରା-ଧୀ ଅଟେ ତେବେ ସେହି ଲୋକମାନଙ୍କ ଘରେ ଭୋଜନ ଗ୍ରହଣ କରିବା ଅନୁଚିତ ବୋଲି କୁହାଯାଇଛି । ଗରୁଡ ପୂରାଣ ଅନୁସାରେ ଚୋ-ର ଘରେ ଭୋଜନ କରିବା ଦ୍ଵାରା ତାହାର ପା-ପ-ର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । କାରଣ ଚୋ-ରୀ କରି ସେହି ଟଙ୍କାରେ ତିଆରି ହୋଇଥିବା ଭୋଜନ ଅଶୁଭ ହୋଇଥାଏ ।

ସୁଧବେପାରୀ

ଯେଉଁ ଲୋକମାନେ ଅନ୍ୟ ଲୋକମାନଙ୍କର ମଜବୁରିର ଫା-ଇ-ଦା ଉଠାଇ ଅନୁଚିତ ରୂପରେ ବହୁତ ଅଧିକ ସୁ-ଧ ଟଙ୍କା ଆୟ କରନ୍ତି । ଗରୁଡ ପୁରାଣ ଅନୁସାରେ ଏହିଭଳି ଲୋକମାନେ ପା-ପୀ ହୋଇଥାନ୍ତି ଓ ସେମାନଙ୍କ ଘରେ ବି କେବେ ବି ଭୋଜନ କରିବା ଉଚିତ ନୁହେଁ ।

ରୋ-ଗୀ ବ୍ୟକ୍ତି

ଯଦି କୌଣସି ବ୍ୟକ୍ତି କୌଣସି ଗଭୀର ରୋ-ଗ-ରେ ପୀ-ଡି-ତ ଅଛି ତେବେ ସେହି ବ୍ୟକ୍ତିର ଘରେ ବି ଭୋଜନ ଜରିବା ଉଚିତ ନୁହେଁ । କାରଣ ଏହିଭଳି ଲୋକମାନଙ୍କ ଘରେ ଭୋଜନ କରିବା ଦ୍ଵାରା ଆପଣ ବି ସେହି ରୋ-ଗ-ରେ ଶି-କା-ର ହୋଇ ପାରନ୍ତି ।

ରା-ଗୁ ଥିବା ବ୍ୟକ୍ତି

ଯେଉଁ ଲୋକମାନେ ସବୁବେଳେ ରା-ଗି ହୋଇ ଥାନ୍ତି ତାଙ୍କ ଘରେ ବି ଭୋଜନ କରିବା ଅନୁଚିତ ଅଟେ । ଯଦି ଆମେ ଏହିଭଳି ଲୋକମାନଙ୍କ ଘରେ ଭୋଜନ କରିବା ତେବେ ତାଙ୍କର କ୍ରୋ-ଧ-ର ଗୁଣ ଆମ ମଧ୍ୟରେ ବି ପ୍ରବେଶ କରିପାରେ ।

କିନ୍ନର

ଗରୁଡ ପୁରାଣ ଅନୁସାରେ କିନ୍ନରଙ୍କ ଘରେ ବି ଭୋଜନ କରିବା ଉଚିତ ନୁହେଁ । କିନ୍ନର ବିଭିନ୍ନ ପ୍ରକାରର ଲୋକମାନଙ୍କ ଠାରୁ ଦାନରେ ଟଙ୍କା ଆୟ କରନ୍ତି ଓ ଦାନ ଦେଉଥିବା ଲୋକମାନଙ୍କ ମଧ୍ୟରେ ଭଲ ଓ ଖ-ରା-ପ ଦୁଇ ପ୍ରକାରର ଲୋକ ହୋଇଥାନ୍ତି । ସେଥିପାଇଁ କିନ୍ନରଙ୍କ ଘରେ ବି ଭୋଜନ କରିବା ଅନୁଚିତ ଅଟେ ।

ନିର୍ଦ୍ଦୟୀ

ଯଦି କୌଣସି ବ୍ୟକ୍ତି କ୍ରୂ-ର ଅଟେ, କାହାକୁ ବି ଦାନ କରେ ନାହିଁ ଓ ପଶୁମାନଙ୍କର ହ-ତ୍ୟା କରିଥାଏ ତେବେ ଏହିଭଳି ଲୋକମାନଙ୍କ ଘରେ କେବେ ବି ଭୋଜନ କରିବା ଉଚିତ ନୁହେଁ ।

ନି-ଶା ଦ୍ରବ୍ୟ ବିକ୍ରି କରୁଥିବା ବ୍ୟକ୍ତି

ନି-ଶା କରିବା ପା-ପ ହୋଇଥାଏ । କିନ୍ତୁ ଯେଉଁ ଲୋକମାନେ ନି-ଶା ଦ୍ର-ବ୍ୟ ବ୍ୟା-ପା-ର କରନ୍ତି, ଏହିଭଳି ଲୋକମାନେ ତାଙ୍କ ଠାରୁ ବି ବଡ ପା-ପୀ ହୋଇଥାନ୍ତି ଯେଉଁ ନି-ଶା ଦ୍ର-ବ୍ୟ ଗ୍ର-ହ-ଣ କରନ୍ତି । ସେଥିପାଇଁ ଏମାନଙ୍କ ଘରକୁ ବି ଯାଆନ୍ତୁ ନାହିଁ ଭୋଜନ କରିବା ପାଇଁ ।

ଚ-ରି-ତ୍ର-ହୀ-ନ ସ୍ତ୍ରୀ

ଗରୁଡ ପୂରାଣ ଅନୁସାରେ ଯେଉଁ ସ୍ତ୍ରୀ ଚ-ରି-ତ୍ର-ହି-ନ ଅଟେ ଅର୍ଥାତ ଯିଏ ନିଜ ଇଚ୍ଛାରେ ସ୍ଵାମୀ ଥାଉ ଥାଉ ଅନ୍ୟ ପୁରୁଷଙ୍କ ସହ ସ-ମ୍ପ-ର୍କ ରଖିଥାଏ ସେହିଭଳି ସ୍ତ୍ରୀନଙ୍କ ଘରେ ବି ଭୋଜନ କରିବା ପା-ପ ସଙ୍ଗେ ସମାନ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *