ହେ ଭଗବାନ! ମାଇଁ ମଥାରେ ସିନ୍ଦୁର ଦେଲା ଭଣଜା, କାରଣ ଜାଣି ପାଦ ତଳୁ ଖସିଯିବ ମାଟି

ଆଜିକାଲି ଯୁଗରେ ପ୍ରାୟତଃ ଯୁବପିଢୀ ପ୍ରେମ କରୁଛନ୍ତି । କେତେକ ପ୍ରେମରେ ପ୍ରେମିକା ଓ ପ୍ରେମୀ ଶେଷରେ ବିବାହ କରିଥାନ୍ତି ତ ଅନ୍ୟ ପଟେ କେତେକ ସ୍ଥାନରେ ପ୍ରେମିକା ଓ ପ୍ରେମୀ ଘର ଲୋକମାନଙ୍କ ଚାପ ଯୋଗୁ ଅଲଗା ହୋଇ ଯାଆନ୍ତି ।

କିନ୍ତୁ ଏହିଭଳି କିଛି ବି ଯୋଡି ଅଛନ୍ତି ଯେଉଁଥିରେ ପ୍ରେମିକା ପ୍ରେମୀକକୁ ଛାଡି ଚାଲି ଯାଉଛି ତ ଅନ୍ୟ ପଟେ ପ୍ରେମିକ ପ୍ରେମିକାକୁ ଛାଡି ଚାଲି ଯାଉଛି । ପ୍ରାୟତଃ ପ୍ରେମୀ ଯୋଡିଙ୍କୁ ନେଇ ସବୁଦିନ ଭିନ୍ନ ଭିନ୍ନ ପକାରର ଖ-ବ-ର ସାମ୍ନାକୁ ଆସିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ପ୍ରେମୀ ଯୋଡି ବିଷୟରେ କହିବୁ ସେମାନେ ସ-ମ୍ପ-ର୍କରେ ମାଇଁ ଓ ଭଣଜା ଅଟନ୍ତି । ଚାଳନ୍ତୁ ସମ୍ପୂର୍ଣ ଖବରଟି କଣ ଜାଣିବା ।

ଏହି କାହାଣୀ ପ୍ରମାଣିତ କରୁଛି କି ପ୍ରେମ ଅ-ନ୍ଧ ହୋଇଥାଏ ଓ ପ୍ରେମରେ ପଡିଥିବା ବ୍ୟକ୍ତି ନା ହିଁ ସ-ମ୍ପ-ର୍କ ଓ ନା ହିଁ ସମାଜ ବି-ଷ-ୟରେ ଚିନ୍ତା କରିଥାଏ । ଏହି ମା-ମ-ଲା ବିହାରର ଜାମୁଇର ଅଟେ । ଯେଉଁଠି ଜଣେ ବିବାହିତା ମହିଳା ନିଜ ଭଣଜାଙ୍କୁ ପ୍ରେମ କରିଲେ ଓ ଶେଷରେ ତାଙ୍କୁ ହିଁ ବିବାହ କରିନେଲେ । ବର୍ତ୍ତମାନ ଏହି ବିବାହର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ବି ହେଉଛି । ଭଣଜା ଜଣକ ମାଇଁଙ୍କ ମଥାରେ ସିନ୍ଦୁର ଲଗାଉଛନ୍ତି ।

ଏହା ପରେ ପରମ୍ପରା ଅନୁଯାୟୀ ଯେମିତି ସ୍ତ୍ରୀ ସ୍ଵାମୀର ଗୋଡ ଧରି ଆଶୀର୍ବାଦ ନେଇଥାଏ ଠିକ ସେହିଭଳି ମାଇଁ ଭଣଜାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି । ମିଳିଥିବା ସୂଚନା ଅନୁସାରେ କୁହାଯାଉଛି କି ଜାମୁଇ ଜିଲ୍ଲାର ରତନପୁରର ବାସିନ୍ଦା ୨୨ ବର୍ଷୀୟ ଚନ୍ଦନ କୁମାର ମୁମ୍ବାଇରେ ଅଟୋ ଚଲାନ୍ତି ଓ ସେହି ସାଥାନରେ ତାଙ୍କ ମାମୁଁ ବି ରହୁଥିଲେ । କିନ୍ତୁ ମୁମ୍ବାଇରେ ଲକଡାଉନ କାରଣରୁ ମାମୁଁ ଓ ଭଣଜା ନିଜ ନିଜ ଘରକୁ ଫେରି ଆସିଲେ ।

କିନ୍ତୁ କିଛି ପରେ ଭଣଜା ନିଜ ଘରୁ ଚାଲି ଆସିଲା ଓ ନିଜ ମାମୁଁଙ୍କ ଘରେ ରହିଲା । ଏହା ପରେ ଭଣଜା ଓ ମାଇଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଲା ଓ ଧୀରେ ଧୀରେ ଉଭୟ ପରସ୍ପରର ପ୍ରେମରେ ପଡିଗଲେ । ଯାହା ବିଷୟରେ କାହାକୁ କିଛି ବି ଜଣା ନ ଥିଲା । ପାଖାପାଖି ୧୦ ଦିନ ତଳେ ମାମୁଁ କୌଣସି କାମରେ ମୁମ୍ବାଇ ଚାଲିଗଲେ । ଆଉ ସେ ଯେତେବେଳେ ମୁମ୍ବାଇରୁ ଫେରିଲେ ତେବେ ସେ ଦେଖିଲେ କି ଭଣଜା ଓ ମାଇଁ ଫେ-ରା-ର ହୋଇ ଯାଇଛନ୍ତି ।

ଉଭୟ ବିବାହ କରି ସାରିଛନ୍ତି ଓ ମୁମ୍ବାଇ ଚାଲି ଯାଇଛନ୍ତି । ଏହା ସହିତ ନିଜର ବିବାହର ଫଟୋ ଓ ଭି-ଡି-ଓ କରି ସୋ-ସି-ଆ-ଲ ମି-ଡି-ଆ-ରେ ପୋସ୍ଟ ମଧ୍ୟ କରିଛନ୍ତି । ଏହି ପୁରା ବିଷୟରେ ଜାଣିବା ପରେ ବର୍ତ୍ତମାନ ମାମୁଁ ଉଭୟ ଭଣଜା ଓ ନିଜର ସ୍ତ୍ରୀ ନାଁରେ ପୋ-ଲି-ସରେ ଅ-ଭି-ଯୋ-ଗ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *