ଦେଖନ୍ତୁ ଭାଇରାଲ Video ! ସ୍ଵାମୀ ନାଁରେ ଏଭଳି ସଙ୍ଗିନ ଅଭଯୋଗ ଆଣିଲେ ସ୍ତ୍ରୀ, କହିଲେ “ମତେ ମୋ ସ୍ବାମୀ ରାତିରେ ଉ-ଲ-ଗ୍ନ କରି ବନାନ୍ତି Video ଆଉ ତା ପରେ ଯାହା କରନ୍ତି ଜାଣି ଆପଣଙ୍କ ହୋସ ଉଡିଯିବ

ମହିଳାମାନଙ୍କ ସହ ଶାଶୁଘରେ ନି-ର୍ଯା-ତ-ନା ବି-ଷ-ୟ-ରେ ଆପଣ ସବୁଦିନ ଶୁଣୁଥିବେ । ଯୌ-ତୁ-କ ପାଇଁ କିମ୍ବା ଅନ୍ୟ କୌଣସି କା-ର-ଣ ପାଇଁ ପ୍ରାୟତଃ ମହିଳାମାନଙ୍କୁ ତାଙ୍କର ସ୍ଵାମୀ କିମ୍ବା ଘର ଲୋକମାନେ ମା-ର-ପି-ଟ କରିଥାନ୍ତି । କହିବାକୁ ଗଲେ ପୁଣି ଥରେ ଏହିଭଳି ଏକ ମା-ମ-ଲା ସାମ୍ନାକୁ ଆସୁଛି ।

ଯେଉଁଥିରେ ମହିଳା ଜଣକ ଶଶୁର ଜଣେ ବିଜେଡ଼ି କର୍ମୀ ଅଟନ୍ତି । କିନ୍ତୁ ତାଙ୍କ ଉପରେ ହେଉଥିବା ଅ-ତ୍ୟା-ଚା-ର ବିଷୟରେ କେହି ବି ନ ଶୁଣିବା କା-ର-ଣରୁ ଶେ-ଷ-ରେ ମହିଳା ଜଣଙ୍କ ମି-ଡି-ଆ ସାମ୍ନାକୁ ଆସି ନିଜର ଆପବିତ୍ତି ଜଣାଇଛନ୍ତି । ମହିଳାଙ୍କ ଅନୁସାରେ ଜୁଲାଇ ୧୫- ୨୦୧୬ରେ ତାଙ୍କ ଘରେ ହିଁ ତାଙ୍କର ବାହାଘର ହୋଇଥିଲା । ଏହି ବାହାଘର ସମସ୍ତଙ୍କ ସହମତିରେ ହିଁ ହୋଇଥିଲା । ବାହାଘରରେ ମୋ ବାପା ଯେଉଁ ସମସ୍ତ ଜିନିଷ ବାହାଘରରେ ଦିଆଯାଏ ସେହି ସମସ୍ତ ଜିନିଷ ଦେଇଥିଲେ ।

ବାହାଘରର ୧ ମାସ ପର୍ଯ୍ୟନ୍ତ ପ୍ରାୟତଃ ସବୁଠୁ ଠିକ ଠାକ ଚାଲିଲା । କିନ୍ତୁ ମୋର ସ୍ଵାମୀ ମ-ଦ ପି-ଅ-ନ୍ତି । କିନ୍ତୁ ଏହା ବିଷୟରେ ମୁଁ କିଛି ବି ଜାଣି ନ ଥିଲି । ସେ ବାହାଘର ପରେ ଅଳ୍ପ ଅଳ୍ପ ପିଉଥିଲେ କିନ୍ତୁ ମୁଁ ବିଶେଷ କିଛି ଜାଣି ପାରି ନ ଥିଲି । ଏହା ପରେ ଧୀରେ ଧୀରେ ସେ ପ୍ରବଳ ମ-ଦ ପି-ଇ ଆସିଲେ ଓ ମୋତେ ସହିତ ମା-ର-ପି-ଟ କରନ୍ତି । ଏତିକି ନୁହେଁ ରୁ-ଲିଂ ବା-ଡି-ରେ ମୋତେ ମା-ର-ନ୍ତି । ମା-ରି ମା-ରି ମୋ ଶ-ରୀ-ର-ରେ ଦା-ଗ ବସାଇ ଦିଅନ୍ତି ଓ ର-କ୍ତା-କ୍ତ ମଧ୍ୟ କରନ୍ତି ।

ମହିଳା ଜଣକ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟକର କଥା କହିଲେ କି ତାଙ୍କ ସ୍ଵାମୀ ତାଙ୍କର ଝିଅଙ୍କ ସହ ସ-ମ୍ପ-ର୍କ ରଖିଛନ୍ତି । ଯାହାକି ଏକ ନି-ନ୍ଦ-ନୀ-ୟ କଥା ଅଟେ । ମହିଳା ଜଣକ କହିଲେ କି ମୋ ସ୍ଵାମୀ ମୋ ପାଖରେ ଶୁ-ଅ-ନ୍ତି ନାହିଁ ସେ ଛାତ ଉପରେ ଶୋଇବାକୁ ଯାଆନ୍ତି ।

ଏତିକି ନୁହେଁ ପ୍ରାୟତଃ ମୋ ସହିତ ମା-ର-ପି-ଟ କରନ୍ତି ଓ ବେଳେ ବେଳେ ମୋତେ ଉ-ଳ-ଘ୍ନ କରି ବି ମା-ର-ନ୍ତି ଏବଂ ଏହାର ଭି-ଡି-ଓ ମଧ୍ୟ କରନ୍ତି ସେ । ମୁଁ ଯେତେବେଳେ ଗର୍ଭବତ୍ତୀ ଥିଲି ସେହି ସମୟରେ ସେ ମୋ ପେଟକୁ ମଧ୍ୟ ମା-ରି-ଛ-ନ୍ତି ।

ଏତିକି ନୁହେଁ ମୋର ଝିଅ ଜନ୍ମ ହେବା ପରେ ମୁଁ ଗର୍ଭବତ୍ତୀ ହୋଇଥିଲି ଓ ସେହି ସମୟରେ ସେ ମୋର ଗ-ର୍ଭା-ପା-ତ ମଧ୍ୟ କରିଛନ୍ତି । ଏତିକି ନୁହେଁ ମୋତେ ମା-ରି-ବା ସମୟରେ ମୋ ଶାଶୁ ଆସି ମୋ ପାଟିରେ କ-ନା-ବି-ଣ୍ଡା ଦେଇ ଦିଅନ୍ତି । ଶାଶୁ କୁହନ୍ତି କି ତୁ ପାଟି କରିଲେ ଗାଁ, ସାହି ପଡିଶା ସମସ୍ତେ ଶୁଣିବେ ତ ଆମର ଇଜ୍ଜତ ତଳେ ପଡିଯିବ । ମହିଳା ଜଣକ କହିଲେ କି ମୁଁ ଜାଣିଛି ମୋର ଶଶୁର ଜଣେ ବିଜେଡ଼ିର ବଡ ନେତା ଅଟନ୍ତି ଓ ତାଙ୍କ ମାନ ସମ୍ମାନକୁ ମୁଁ ଜଗି କୌଣସି ବି ପ୍ରକାରର ପଦକ୍ଷେପ ନେଇ ନାହିଁ ।

ମୁଁ ମୋ ଶଶୁରଙ୍କୁ ବି କହିଛି କି ଆପଣଙ୍କ ପୁଅ ମୋତେ ମା-ରୁ-ଛ-ନ୍ତି, ଆପଣ କିଛି କରନ୍ତୁ । କିନ୍ତୁ ବାପା ବେଳେ ବେଳେ ପୁଅକୁ ଅଳ୍ପ ଗା-ଳି-ଗୁ-ଲ-ଜ କରି ଦେବେ ଓ ଆଉ କିଛି ବି କରିବେନି । ମୋ ସ୍ଵାମୀ ମୋତେ ଓ ମୋ ବାପା ମାଙ୍କୁ ଆସିଲ ଭା-ଷା-ରେ ଗା-ଳି ବି ଦିଅନ୍ତି । ବହୁତ ଅ-ତ୍ୟା-ଚା-ର ସହିବା ପରେ ଶେଷରେ ମୁଁ ମୋର ଶାଶୁ, ଶଶୁର ଓ ସ୍ଵାମୀଙ୍କ ନାଁରେ ଏ-ଫ-ଆ-ଇ-ଆ-ର ଦେଇଥିଲି । କିନ୍ତୁ କେବଳ ସ୍ଵାମୀ ଗି-ର-ଫ ହୋଇଛନ୍ତି ଓ ପୋ-ଲି-ସ ଆଉ କିଛି ସ୍ଟେପ ନେଇ ନାହାନ୍ତି । ଗତ ୪ ବର୍ଷ ହେବ ମୁଁ ଅ-ତ୍ୟା-ଚା-ର ସହି ଆସୁଛି । ମୋର ଏତିକି ଗୁ-ହା-ରି କି ମୋତେ ନ୍ୟାୟ ମିଳୁ ।

ଏହି ଘ-ଟ-ଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘ-ଟ-ଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *